ଏହି ୩ ଟି କଥା ଯାହାଙ୍କୁ ଭଲପାଉଛ କହିବ ତ ପାଗଳ ଭଳି ଭଲପାଇବେ ୧ ଘଣ୍ଟା ଭିତରେ

ଆଜି ଆମେ ଜାଣିବା ଏକ ସାଇକୋଲୋଜି ଫ୍ୟାକ୍ଟ ବିଷୟରେ ଯାହାକୁ ତୁମେ ତୁମ ପାର୍ଟନର କୁ କହିଲେ ତୁମ ପାର୍ଟନର ତୁମ ଠାରୁ ଆଲଗା ହୋଇ ରହିପାରିବେ ନାହିଁ । ଆମେ ସମସ୍ତେ ଚାହିଁଥାଉ କି ଆମ ପାର୍ଟନର ଆମକୁ ପାଗଳ ପରି ବହୁତ ଭଲ ପାଆନ୍ତୁ । ଯଦି ତୁମେ ଚାହୁଁଛ କି ତୁମ ପାର୍ଟନର ତୁମକୁ ପାଗଳ ପରି ଭଲ ପାଆନ୍ତୁ ତେବେ ଏହି ୩ଟି କଥା ତୁମ ପାର୍ଟନର କୁ କୁହନ୍ତୁ ।

Image courtesy: Google

ରେଜଲ୍ଟ ଗୋଟିଏ ଘଣ୍ଟାରେ ଦେଖିବାକୁ ମିଳିବ । ତୁମ ପାର୍ଟନର ତୁମକୁ ବହୁତ ଭଲ ପାଇବେ । ତେବେ ଚାଲନ୍ତୁ ଜାଣିବା ସେହି ୩ଟି କଥା କଣ ?

୧ – କେବେ ବି ତୁମକୁ କଷ୍ଟ ଦେବି ନାହିଁ କିମ୍ବା ହଇରାଣ କରିବି ନାହିଁ

Image courtesy: Google

ଏହି ଲାଇନ ଆପଣ ଆପଣଙ୍କ ପାର୍ଟନର ଙ୍କୁ କହିବେ । ଯେତେବେଳେ ଆପଣ ନିଜ ପାର୍ଟନରଙ୍କ ସହ କଥା ହେଉଛନ୍ତି, ତୁମ ପାର୍ଟନର ବଦଳିଗଲା ଭଳି ଲାଗୁଛି ତେବେ ଏହି ଲାଇନ କୁ ଆପଣ ୟୁଜ କରିବେ । ସେ ଆପଣଙ୍କ ଏହି ଲାଇନ କୁ ଭାବିବାକୁ ଲାଗିବେ ।

Image courtesy: Google

ଏହି ଲାଇନ ରେ ବହୁତ କିଛି ଅଛି ଯାହାକୁ ସିଏ ବୁଝିପାରିବେ । ଏହି ଲାଇନ କହିଲା ପରେ ତାଙ୍କ ମାଇଣ୍ଡ ଚେଞ୍ଜ ହୋଇଯିବ ଓ ଆପଣଙ୍କୁ ବହୁତ ଭଲ ପାଇବାକୁ ଲାଗିବେ । ଯଦି କେହି ଛାଡି କି ଯିବା ପାଇଁ କହୁଛି ତ ଏହି ଲାଇନ ତାଙ୍କୁ କହିବେ ।

୨ – ତୁମକୁ ମୋ ଠୁ ଭଲ ମିଳିବେ

Image courtesy: Google

ଯଦି ଆପଣ ଏହି ଲାଇନ କୁ କହିବେ ତାଙ୍କ ମାଇଣ୍ଡ ଡିଷ୍ଟର୍ବ ହୋଇଯିବ । କାହିଁକି ନା ଆପଣ ଇନଡାଇରେକ୍ଟଲି କହୁଛନ୍ତି କି ସେ ଯିବା ପରେ ବି କିଛି ଫରକ ପଡିବ ନାହିଁ । ତାଙ୍କୁ ହରେଇବାର ତୁମ ପାଖରେ ଡର ହିଁ ନାହିଁ ଯାହା ଦ୍ଵାରା ତୁମ ପାର୍ଟନର ପୁରା ଡିଷ୍ଟର୍ବ ହୋଇଯିବେ ଓ ସେ ଭାବିବାକୁ ଲାଗିବେ ଓ ତାଙ୍କ ଭଲ ପାଇବା ବଢିବାକୁ ଲାଗିବ ।

୩ – ତୁମେ ଯାହାକୁ ଭୁଲିବାକୁ ଚାହିଁବ ଭୁଲିପାରିବ ନାହିଁ

Image courtesy: Google

ଏହାର ମାନେ ତୁମେ ଯେଉଁ ପର୍ଯ୍ୟନ୍ତ ପହଞ୍ଚିବ ନାହିଁ ମୋର କାମ ସେହି ପର୍ଯ୍ୟନ୍ତ ପହଞ୍ଚିଯିବ ମାନେ ସବୁ କିଛି କରି ପାରିବ । ଲାଇଫ ରେ ସକ୍ସେସଫୁଲ ହେବ ଯାହାକୁ ସେ ଚାହିଁ କି ବି କରି ପାରିବେ ନାହିଁ । ଏହି ସବୁ ସାଇକୋଲୋଜି ଲାଇନ କହି ଆପଣଙ୍କ ଭଲ ପାଇବାକୁ ବଢାଇ ପାରିବେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।