ନିଜର ଝିଅର ହିଁ ମୁର୍ତ୍ୟୁର ଅପେକ୍ଷା କରିଛି ଏହି ବାପା, କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ସମସ୍ତ ମାତା ପିତା ନିଜ ପିଲାମାନଙ୍କର ଚିନ୍ତା କରିଥାନ୍ତି । ସେମାନଙ୍କର ଭଲ ଓ ଖୁସି ପାଇଁ ସମସ୍ତ ସମ୍ଭବ ଚେଷ୍ଟା କରିଥାନ୍ତି । କହିବାକୁ ଗଲେ ଏହି ଦୁନିଆ ଯେତେ ବଡ ସେତେ ବଡ ବଡ ସମସ୍ୟା ବି ଅଛି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ପଢିବା ପରେ ନିଶ୍ଚିତ ରୂପରେ ଆପଣ କାନ୍ଦି ଉଠିବେ । ଆମେ କଥାବାର୍ତ୍ତା କରୁଛୁ ସେହି ପିତାର ଯିଏ ନିଜ ଝିଅର କବର ଖୋଲୁଛି ।

ଆପଣଙ୍କୁ କହିଦେଉଛୁ ଯେ ନିଜ ଝିଅର କବର ଖୋଲି ତାହାର ମୁର୍ତ୍ୟୁର ଅପେକ୍ଷା କରୁଛନ୍ତି । ଝିଅକୁ କବରରେ ଡର ନ ଲାଗେ ସେଥିପାଇଁ ତାହାର ପିତା ସବୁଦିନ ଝିଅକୁ ନେଇ ସେହି କବର ଯାଇ ଶୋଇଥାଏ । କବରରେ ବାପା ଓ ଝିଅ ବହୁତ ଆରାମରେ ଶୋଇଥାନ୍ତି । କୁହାଯାଉଛି କି ଏହି ଝିଅଟି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ ନାହିଁ କାରଣ ତାହାକୁ ଏକ ବହୁତ ଗମ୍ଭୀର ରୋଗ ହୋଇଛି । ଯାହାର ଚିକିସ୍ଛା ପାଇଁ ପିତା ପାଖରେ ଆଉ ଟଙ୍କା ବି ନାହିଁ । ଏମିତିରେ ସେ କେବଳ ନିଜ ଝିଅର ମୁର୍ତ୍ୟୁର ଅପେକ୍ଷା ହିଁ କରୁଛି ।

ଚୀନର ଏକ ଗ୍ରାମରେ ରହୁଥିବା ଝାଙ୍ଗ ଲୀଯୋଂଗ ଓ ତାଙ୍କର ପତ୍ନୀ ଡେଂଗର ୨ ବର୍ଷର ଝିଅ ଅଛି । ଯାହାର ନାମ ଝାଙ୍ଗ ଜିନଲୀ ଅଟେ । ଜିନଲୀ ଥୈଲେସୀମିୟା ନାମକ ଏକ ଗମ୍ଭୀର ରୋଗରେ ପୀଡିତ ଅଛି । ଝିଅର ମୁର୍ତ୍ୟୁ ପରେ ଏହି କବର ଜାଗାରେ ତାହାକୁ ଡର ନ ଲାଗିବ ସେଥିପାଇଁ ସେ ନିଜ ଝିଅକୁ କହୁଥାଏ କି ଏହି ଜାଗାଟି ତାର ଖେଳ ଜାଗା ଅଟେ ଓ ସେଠି ସେ ଆରାମରେ ଶାନ୍ତିରେ ଶୋଇ ପାରିବ । ଝାଙ୍ଗ ନିଜର ଦୁଇ ବର୍ଷର ଝିଅକୁ କବର ସହ ପରିଚିତ କରିବା ପାଇଁ ଝିଅକୁ ସବୁଦିନ କବର ପାଖକୁ ନେଇଯାଇଥାଏ ।

ଆପଣଙ୍କୁ କହିଦେଛୁ ଯେ ଝାଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଝିଅର ଚିକିସ୍ଛା ପଛରେ ୧୦ ଲକ୍ଷ ଟଙ୍କା ଖର୍ଚ କରିସାରିଛି । କିନ୍ତୁ ବର୍ତ୍ତମାନ ସେ ଆଉ ଏହିଭଳି ସ୍ଥିତିରେ ନାହିଁ କି ଆଉ ଟଙ୍କା ଖର୍ଚ କରି ପାରିବ । କୁହାଯାଏ କି ଏହି ରୋଗରେ ଶିଶୁର ଶରୀରରେ ହୀମୋଗ୍ଲୋବିନ କମ ହୋଇଯାଏ । ଡାକ୍ତର ମାନଙ୍କର କହିବା ଅଟେ କି ଏହି ସ୍ଥିତିରେ ଶିଶୁଟି ବହୁତ କଷ୍ଟରେ ଆଉ ଏକ ବର୍ଷ ବଞ୍ଚି ପାରିବ । ତାହାର ବ୍ଲଡ ସେଲ୍ସ ଧୀରେ-ଧୀରେ କାମ କରିବା ବନ୍ଦ କରିଦେଉଛି । ବର୍ତ୍ତମାନ ସେ ଭଗବାନଙ୍କ ଆଶାରେ ଅଛନ୍ତି ।