ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ଫୁଲ ଓ ଜାଣନ୍ତୁ ଆପଣଙ୍କୁ କିଏ ଲାଇକ କରୁଛି- Love Quiz Game

ଆମର ଏହି ପୃଥିବୀଟି ପାଣି ,ପବନ, ଫୁଲ, ଗଛ, ପତର ପାହାଡ ଦ୍ଵାରା ଗଠିତ ହୋଇଛି । ଯାହା ଦ୍ଵାରା ପୃଥିବୀଟି ଅତି ସୁନ୍ଦର ଦେଖାଯାଇଥାଏ । ତନ୍ନମଧ୍ୟରୁ ଫୁଲ ଯାହାକି ଏତେ ସୁନ୍ଦର ମଣିଷର ମନକୁ ଲୋଭନୀୟ କରିଥାଏ । ଫୁଲ ବିଭିନ୍ନ ରଙ୍ଗ ବେରଙ୍ଗର ଦେଖାଯାଇଥାଏ । ଏହି ଫୁଲ ସୁଗନ୍ଧିତ ବାସ୍ନା ଦ୍ଵାରା ମନୁଷ୍ୟ ଆତ୍ମା ତୃପ୍ତି ପାଇଥାଏ । ଫୁଲଟି ଦେଖିବାକୁ ଏତେ ସୁନ୍ଦର ଯାହାକି ଭଗବାନଙ୍କ ପାଖରେ ଅର୍ପଣ କରାଯାଇଥାଏ ।

ଫୁଲ ମଧ୍ୟ ସମସ୍ତଙ୍କୁ ଉପହାର ଦିଆଯାଇଥାଏ । ମନୁଷ୍ୟ ଯେତେବେଳେ ବିଷାଦ ଗ୍ରସ୍ତ ଥାଏ ସେହି ସମୟରେ କୌଣସି ସୁନ୍ଦର ଫୁଲକୁ ଦେଖିଦେଇଥାଏ ତେବେ ତାର ମନକୁ ଶାନ୍ତି ମିଳିଥାଏ । ସେଥିପାଇଁ ଆପଣଙ୍କୁ ଏପରି କିଛି ଫୁଲ ଚିତ୍ର ଦେଖିଇବୁ ଯାହାକୁ ଆପଣ ବାଛିବେ ସେଥିରୁ ଜାଣିବେ ଯେ ଆପଣଙ୍କୁ କେଉଁମାନେ ପସନ୍ଦ କରିଥାଆନ୍ତି ।

ପ୍ରଥମ ଫୁଲ

ଯଦି ଆପଣ ପ୍ରଥମ ଫୁଲଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ଲଭର ବହୁତ ପସନ୍ଦ କରିଥାଆନ୍ତି । କାହିଁକି ନା ସେ ଆପଣଙ୍କୁ ବହୁତ ଭଲ ପାଇଥାଆନ୍ତି । ଏହି ଫୁଲଟି ହେଉଛି ପ୍ରେମର ପ୍ରତୀକ । ତେଣୁ ଆପଣ ଯାହାକୁ ବି ଭଲ ପାଉଛନ୍ତି ତାକୁ ଏହି ଫୁଲଟି ଉପହାର ଦିଅନ୍ତୁ ।

ଦ୍ଵିତୀୟ ଫୁଲ

ଯଦି ଆପଣ ଦ୍ଵିତୀୟ ଫୁଲଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ବେଷ୍ଟ ଫ୍ରେଣ୍ଡ ବହୁତ ପସନ୍ଦ କରିଥାଆନ୍ତି । ଏହି ଫୁଲଟି ହେଉଛି ବନ୍ଧୁତ୍ଵର ପ୍ରତିକ ।ଜୀବନରେ ବନ୍ଧୁତ୍ଵର ମହତ୍ଵ ବହୁତ ଅଧିକ ଥାଏ କାହିଁକି ନା ମନୁଷ୍ୟ କୌଣସି ଅସୁବିଧାରେ ପଡିଥାଏ ସେ ତାର ପ୍ରକୃତ ବନ୍ଧୁକୁ ହିଁ ଖୋଜିଥାଏ ।  ଏହି ଫୁଲଟି କେବଳ ବନ୍ଧୁ ମାନଙ୍କୁ  ହିଁ ଦିଆଯାଇଥାଏ ।

ତୃତୀୟ ଫୁଲ

ଯଦି ଆପଣ ତୃତୀୟ ଫୁଲଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ପରିବାର ବହୁତ ଭଲ ପାଇଥାଆନ୍ତି । ଆପଣଙ୍କ ପରିବାର ସଦ୍ୟଷ୍ୟ ମାନେ ଆପଣଙ୍କୁ ବହୁତ ମହତ୍ଵ ଦେଇଥାଆନ୍ତି । ଆପଣ ପରିବାର ରହିବା ପାଇଁ ଭଲ ପାଆନ୍ତି । କୌଣସି ବଡ ନିଷ୍ପଟି ନେବାବେଳେ ଆପଣ ପରିବାର ସହଯୋଗ ଲୋଡିଥାଆନ୍ତି ।

ଚତୁର୍ଥ ଫୁଲ

ଯଦି ଆପଣ ଚତୁର୍ଥ ଫୁଲଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ପ୍ରଥମ ପ୍ରେମ ବହୁତ ପସନ୍ଦ କରିଥାଆନ୍ତି । ଆପଣ ବହୁତ ନିର୍ମଳ ହୃଦୟବାଲା ବ୍ୟକ୍ତି ଅଟନ୍ତି । ଆପଣ ଯାହାକୁ ବି ଭଲ ପାଆନ୍ତି ନିଜର ବୋଲି ଭାବି ନିଅନ୍ତି ଓ ତାଙ୍କୁ ନିଜ ଜୀବନଠୁ ଅଧିକ ଭଲ ପାଇଥାଆନ୍ତି ।

ପଞ୍ଚମ ଫୁଲ

ଯଦି ଆପଣ ପଞ୍ଚମ ଫୁଲଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ଅଫିସ ଷ୍ଟାଫ ଆଉ ଶିକ୍ଷକ ବହୁତ ପସନ୍ଦ କରିଥାଆନ୍ତି । ଆପଣ ବହୁତ ମିଳାମିଶା ପ୍ରକୃତିର ବ୍ୟକ୍ତି ଅଟନ୍ତି । ଅଫିସରେ ସବୁ କ୍ରମଚାରୀ ମାନକ ସହିତ ମିଳି ମିଶି କମ କରିଥାଆନ୍ତି । ଆପଣ ସବୁ କର୍ମଚାରୀଙ୍କ ସହିତ ମିଶି କାର୍ଯ୍ୟ କରିଥାଆନ୍ତି । ଆପଣ ଗୁରୁଜନଙ୍କୁ ଭକ୍ତି କରନ୍ତି । ଆପଣ ଜଣେ ଭଲ ଛତ୍ର ଅଟନ୍ତି । ସେଥିପାଇଁ ଆପଣଙ୍କୁ ଶିକ୍ଷକମାନେ ପସନ୍ଦ କରିଥାଆନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।ଧନ୍ୟବାଦ