ଏହି ହିରୋଙ୍କ ପତ୍ନୀତ ସୁନ୍ଦରତାରେ କଟରିନା କୈଫଙ୍କୁ ବି ପଛରେ ଛାଡି ଦେବେ, ଆପଣ ବି ଦେଖନ୍ତୁ ତାଙ୍କର ହଟ ଲୁକ

ବଲୀଉଡରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ବଲୀଉଡର କିଛି ଫିଲ୍ମରେ ମୁଖ୍ୟ କିମ୍ବା ସାଇଡ ରୋଲରେ ନଜର ଆସନ୍ତି । କିନ୍ତୁ କିଛି ଦିନ ପରେ ସେମାନେ ବଲୀଉଡରୁ ପୂରାପୂରି ଗାୟବ ହୋଇ ଯାଆନ୍ତି । କହିବାକୁ ଗଲେ ଏହି ସବୁ କଳାକାରମାନେ ବେଳେ ବେଳେ ନିଜର ପର୍ସନାଳ କାରଣ ଯୋଗୁ ବଲୀଉଡରୁ ଗାୟବ ହୋଇ ଯାଆନ୍ତି ତ ଅନ୍ୟ ପଟେ କିଛି କଳାକାରମାନଙ୍କୁ ଅଧିକ ସଫଳତା ନ ମିଳିବା ଦ୍ଵାରା ସେମାନେ ବଲୀଉଡରୁ ଦୂରେଇ ଯାଆନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲୀଉଡରେ କିଛି ଫିଲ୍ମରେ ନଜର ଆସିଲେ ଓ ବଲୀଉଡରେ ବହୁତ ପପୁଲାରିଟି ମଧ୍ୟ ହାସଲ କରିଲେ । କିନ୍ତୁ କିଛି ଦିନ ପରେ ସେ ବଲୀଉଡରୁ ଗାୟବ ହୋଇଗଲେ । ଏହା ସହିତ ଆମେ ତାଙ୍କର ପତ୍ନୀଙ୍କ ବିଷୟରେ ବି କହିବୁ ।

ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି Taarzan: The Wonder Car ମୁଖ୍ୟ ଅଭିନେତା ବତ୍ସଲ ସେଠ । ବତ୍ସଲ ସେଠ ପ୍ରଥମେ ନିଜର କ୍ୟାରିୟରର ଆରମ୍ଭ ଏକ ଟିଭି ସିରିୟଲ ଜରିଆରେ କରିଥିଲେ । ଏହା ପରେ ସେ ବଲୀଉଡରେ Taarzan: The Wonder Car ଫିଲ୍ମ ଜରିଆରେ ଡେବ୍ୟୁ କରିଲେ । ଏହି ଫିଲ୍ମ ଜରିଆରେ ସେ ରାତାରାତି ଜଣେ ଷ୍ଟାର ହୋଇଗଲେ । କିନ୍ତୁ ଏହା ପରେ ବି ସେ ଅନ୍ୟେ କେତେକ ଫିଲ୍ମରେ ବି ନଜର ଆସିଛନ୍ତି ।

କିନ୍ତୁ ତାଙ୍କୁ ସେହିଭଳି ସଫଳତା ଅନ୍ୟ କୌଣସି ଫିଲ୍ମରେ ମିଳିଲା ନାହିଁ । ଏହି ସମୟରେ ସେ କେତେକ ସିରିୟଲରେ ମୁଖ୍ୟ ଅଭିନେତା ରୂପରେ ବି ନଜର ଆସିଛନ୍ତି । କିନ୍ତୁ କହିବାକୁ ଗଲେ ସେ ଟିଭି ଓ ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ଯଦି ତାଙ୍କର ପତ୍ନୀଙ୍କ ବିଷୟରେ କହିବା ତେବେ ତାଙ୍କର ପତ୍ନୀଙ୍କ ନାମ ଇଶିତା ଦତ୍ତା ଅଟେ ।

ସେ ବି ବଲୀଉଡ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଇଶିତା ଦତ୍ତା ଅଜୟ ଦେବଗନଙ୍କ କେତେକ ଫିଲ୍ମରେ ସାଇଡ ରୋଲରେ ନଜର ଆସିସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି ଇଶିତା ଦତ୍ତା ତନୁଶ୍ରୀ ଦତ୍ତାଙ୍କ ଛୋଟ ଭଉଣୀ ଅଟନ୍ତି । ତନୁଶ୍ରୀ ଦତ୍ତା ବି ଗୋଟିଏ ସମୟରେ ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ରହିସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି ବତ୍ସଲ ସେଠ ଓ ତନୁଶ୍ରୀ ଦତ୍ତାଙ୍କ ବିବାହ ୨୦୧୭ରେ ହୋଇସାରିଛି ଓ ବର୍ତ୍ତମାନ ସମୟରେ ଏମାନେ ଏକ ସୁଖମୟ ବୈବାହିକ ଜୀବନ ବ୍ୟତିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।