Personality Test- ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ଲେଟର ଓ ଜାଣନ୍ତୁ ଆପଣଙ୍କ ପାଇଁ କଣ ଫୀଲ କରୁଛନ୍ତି ଆପଣଙ୍କ ଲଭର ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଂକ ପାଇଁ ନେଇ ଆସିଛୁ ଏକ ମଜାଦାର ଗେମ । ବନ୍ଧୁଗଣ ଏହି ଗେମ ମାଧ୍ୟମରେ ଆମେ ଆପଣ ମାନଙ୍କୁ କିଛି ଲେଟର ଦେଖାଇବୁ ଏବଂ ଆପଣଙ୍କୁ ସେହି ଲେଟର ଗୁଡ଼ିକ ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଲେଟର ବାଛିବା ର ଅଛି ଏବଂ ଆପଣ ବାଛିଥିବା ଲେଟର ଅନୁସାରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ବା ଲଭର ଙ୍କ ଫିଲିଙ୍ଗ ବିଷୟରେ ।ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ କିଛି ଲେଟର ଦେଖାଇବୁ ।

ଆପଣଙ୍କୁ ୫ ସେକେଣ୍ଡ ମଧ୍ୟରେ ଯେକୌଣସି ଗୋଟିଏ ଲେଟର ବାଛିବାର ଅଛି । ବନ୍ଧୁଗଣ ଆଶ କରୁଛୁ ଆପଣ ମାନେ ନିଜ ପସନ୍ଦର ଲେଟର ବାଛି ନେଇଥିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ବନ୍ଧୁଗଣ ଯଦି ଆପଣ ‘A’ ଲେଟର ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ସେ ବହୁତ ଭଲ ପାଆନ୍ତି ।

୨. ବନ୍ଧୁଗଣ ଯଦି ଆପଣ B ଲେଟର ବାଛିଛନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କ ଅପେକ୍ଷା ରେ ଅଛନ୍ତି ।

୩. ବନ୍ଧୁଗଣ ଯଦି ଆପଣ ‘C’ ଲେଟର ବାଛିଛନ୍ତି ତେବେ ଏହାର ଅର୍ଥ ସେ ଆପଣଂକ ବହୁତ କେୟାର କରନ୍ତି ।

୪. ବନ୍ଧୁଗଣ ଯଦି ଆପଣ ‘D’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ।

୫. ବନ୍ଧୁଗଣ ଯଦି ଆପଣ ‘E’ ଲେଟର ବାଛିଛନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କୁ କିଛି କହିବାକୁ ଚାହାନ୍ତି ।

୬. ବନ୍ଧୁଗଣ ଯଦି ଆପଣ ‘F’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ।

୭. ବନ୍ଧୁଗଣ ଯଦି ଆପଣ ‘G’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ଫଲୋ କରୁଛନ୍ତି ।

୮. ବନ୍ଧୁଗଣ ଯଦି ଆପଣ ‘H’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି ।

୯. ବନ୍ଧୁଗଣ ଯଦି ଆପଣ ‘I’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କ ସହିତ ରହିବାକୁ ଚାହୁଁଛନ୍ତି ।

୧୦. ବନ୍ଧୁଗଣ ଯଦି ଆପଣ ‘J’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ପ୍ରପୋଷ କରିବାକୁ ଯାଉଛନ୍ତି ।

୧୧. ବନ୍ଧୁଗଣ ଯଦି ଆପଣ ‘K’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କ ବିନା ରହି ପାରିବେ ନାହିଁ ।

୧୨. ବନ୍ଧୁଗଣ ଯଦି ଆପଣ ‘L’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ସରପ୍ରାଇସ ଦେବାକୁ ଚାହୁଁଛନ୍ତି ।

୧୩. ବନ୍ଧୁଗଣ ଯଦି ଆପଣ ‘M’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ନିଜ ଭଲ ପାଇବା ଦେଖାଇ ପାରୁ ନାହାନ୍ତି ।

୧୪. ବନ୍ଧୁଗଣ ଯଦି ଆପଣ ‘N’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ହରାଇବାକୁ ଚାହାନ୍ତି ନାହିଁ ।

୧୫. ବନ୍ଧୁଗଣ ଯଦି ଆପଣ ‘O’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।

୧୬. ବନ୍ଧୁଗଣ ଯଦି ଆପଣ ‘P’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କ ଉପରେ ବିଶ୍ୱାସ କରନ୍ତି ।

୧୭. ବନ୍ଧୁଗଣ ଯଦି ଆପଣ ‘Q’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି ।

୧୮. ବନ୍ଧୁଗଣ ଯଦି ଆପଣ ‘R’ ଲେଟର ବାଛିଛନ୍ତି ତେବେ ସେ ଅଆପଣଙ୍କୁ ସ୍ପେଶାଲ ଫିଲ କରାଇବାକୁ ଚାହୁଁଛନ୍ତି ।

୧୯. ବନ୍ଧୁଗଣ ଯଦି ଆପଣ ‘S’ ଲେଟର ବାଛିଛନ୍ତି ତେବେ ସେ ସର୍ବଦା ଆପଣଙ୍କ ସହିତ ଅଛନ୍ତି ।

୨୦. ବନ୍ଧୁଗଣ ଯଦି ଆପଣ ‘T’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କ ସମ୍ମାନ କରନ୍ତି ।

୨୧. ବନ୍ଧୁଗଣ ଯଦି ଆପଣ ‘U’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ସବୁ ଖୁସି ଦେବାକୁ ଚାହାନ୍ତି ।

୨୨. ବନ୍ଧୁଗଣ ଯଦି ଆପଣ ‘V’ ଲେଟର ବାଛିଛନ୍ତି ତେବେ ଆପଣ ତାଙ୍କ ପାଇଁ ବହୁତ ଖସ ଅଟନ୍ତି ।

୨୩. ବନ୍ଧୁଗଣ ଯଦି ଆପଣ ‘W’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କୁ ନିଜ ଆଖପାଖ ରେ ଚାହୁଁଛନ୍ତି ।

୨୪. ବନ୍ଧୁଗଣ ଯଦି ଆପଣ ‘X’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କ ଠାରୁ କେବେବି ଦୂରକୁ ଯିବେ ନାହିଁ ।

୨୫. ବନ୍ଧୁଗଣ ଯଦି ଆପଣ ‘Y’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କ ପାଇଁ କିଛି ବି କରିବାକୁ ରାଜି ଅଛନ୍ତି ।

୨୬. ବନ୍ଧୁଗଣ ଯଦି ଆପଣ ‘Z’ ଲେଟର ବାଛିଛନ୍ତି ତେବେ ସେ ଆପଣଙ୍କ ସମସ୍ତ ସ୍ବପ୍ନ ପୂରଣ କରିବାକୁ ଚାହୁଁଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।