ନିଜ କଲେଜର ପ୍ରିନ୍ସିପାଲଙ୍କୁ ହିଁ ହୃଦୟ ଦେଇ ବସିଛନ୍ତି ଏହି ଅଭିନେତ୍ରୀ, ଶୀଘ୍ର ହିଁ କରିପାରନ୍ତି ଜୀବନ ସାଥି

ଏହି ଅଭିନେତ୍ରୀ ଜଣକ ବହୁତ କମ ସମୟରେ ନିଜ ସୁନ୍ଦର ଅଭିନୟ ମାଧ୍ୟମରେ ସୋସିଆଲ ମିଡିଆରେ ବହୁତ ଲୋକଙ୍କୁ ଖୁସି କରିସାରିଛନ୍ତି । ଏହି ଅଭିନେତ୍ରୀଙ୍କ ଫଟୋ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଚାରବୀ ସରାଫ ।

ଆଜି ଆମେ ଆପଣଙ୍କୁ ଚାରବୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିବୁ । ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଖବର ଅନେସାରେ ଜଣା ପଡିଛି କି ଏହି ଅଭିନେତ୍ରୀ ଜଣକ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏହି ଅଭିନେତ୍ରୀ ଜଣକ ଯେଉଁ କଲେଜରେ ପାଠ ପଢୁଥିଲେ ସେହି କଲେଜର ପ୍ରିନ୍ସପାଲଙ୍କୁ ହିଁ ପ୍ରେମ କରୁଛନ୍ତି ।

ଖବର ଅନେସାରେ ଜଣା ପଡିଛି କି ଏହି ଅଭିନେତ୍ରୀ ଜଣକ ୟୁନିଭର୍ସିଟି ଅଫ ଦିଲ୍ଲୀରେ ପାଠ ପଢୁଥିଲେ । କଲେଜରେ ଥିବା ସମୟରେ ତାଙ୍କୁ ତାଙ୍କ ପ୍ରିନ୍ସପାଲ ମୋହିତ ଚୌହାନଙ୍କ ସହ ପ୍ରେମ ହୋଇଯାଇଥିଲା । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି, ମୋହିତଙ୍କ ବୟସ ଚାରବୀଙ୍କ ଠାରୁ ୧୨ ବର୍ଷ ଅଧିକ ।

ଏହି ଦୁଇଜଣଙ୍କ ଯୋଡି ଦେଖିବା ପାଇଁ ବହୁତ ସୁନ୍ଦର । ଖବର ଅନୁସାରେ ଏହି ଦୁଇଜଣ ଉଭୟଙ୍କୁ ୪ ବର୍ଷ ହେବ ଡେଟ କରୁଛନ୍ତି ଓ ଏମାନଙ୍କ ବିବାହ ବହୁତ ଶୀଘ୍ର ହେବାକୁ ଯାଉଛି ।