ଡାହାଣୀ ସାଜିଲା ନିଜ ଝିଅ, ନିଜ ବୁଢା ବାପା ସହ କରି ବସିଲା ଏମିତି ଅ-ମା-ନ-ବୀ-ୟ କା-ଣ୍ଡ, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ, ବାପା ମା’ ସନ୍ତାନ ର ଜୀବନ ଦାତା ଅଟନ୍ତି । ଶିଶୁ କୁ ଜୀବନ ଦେବା ସହିତ ତାହାର ପାଳନ ମଧ୍ୟ କରିଥାନ୍ତି । ବାପା ମା’ ମିଶି ନିଜ ପିଲା କୁ ଏତେ ଶିକ୍ଷିତ ବନାଇବାକୁ ଚେଷ୍ଟା କରିଥାନ୍ତି ଯେ ସେ ଯେପରି ସମାଜରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇପାରିବ ।

ମାତ୍ର ନିଜ ପୁଅ ଝିଅ ସେ ସବୁ ସ୍ନେହ ମମତାକୁ ଭୁଲିଯାଇ ବୃଦ୍ଧବସ୍ଥା ରେ ନିଜ ବାପା ମା କୁ ଅ-ନା-ଦା-ର କରିଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଘ-ଟ-ଣା ସ-ମ୍ବ-ନ୍ଧ-ରେ ଅବଗତ କରାଇବାକୁ ଯାଉଅଛୁ ଯାହାକୁ ଆପଣ ମାନେ ଜାଣିଲେ ଆପଣଙ୍କର କ୍ରୋ-ଧ ର ସୀମା ରହିବ ନାହିଁ । ଆଜିର ସ୍ଵାର୍ଥପର ସନ୍ତାନ ନିଜ ସ୍ଵାର୍ଥ ପାଇଁ ବାପା ମା କୁ ଅ-ଳି-ଆ ଗ-ଦା-ରେ ପ-କା-ଇ-ବାକୁ ପଛାଉ ନାହାଁନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବି-ବ-ରଣୀ ସ-ମ୍ବ-ନ୍ଧ-ରେ । ନିଜ ବୁଢା ବାପା ଙ୍କୁ ଘରର ବାରିପଟେ ଥିବା ଅଳିଆ ଗଦାରେ ପ-କା-ଇ-ଦେଲା ଝିଅ ।

ଏହି ଦୃଶ୍ୟ କୁ ଦେଖିଲେ ଆପଣଙ୍କର ହୃଦୟ ଫା-ଟି-ଯି-ବ । ଜନ୍ମ ଦେଇଥିବା ବାପା ଯାହା ବିନା ସବୁ ଅନ୍ଧାର ସଦୃଶ୍ୟ ଆଜି ସେ ପଡିଛି ଅନ୍ଧାରରେ । ଦୁ-ର୍ଗ-ନ୍ଧ ସହିତ ମଶା ଖାଇଯାଉଛନ୍ତି ବୃଦ୍ଧ ବାପା ଜଣକୁ । ଏହି ସୂଚନା ଟି ମିଳିବା ମାତ୍ରେ ଏହି ବୃଦ୍ଧ ବ୍ୟକ୍ତି ଙ୍କୁ ଉ-ଦ୍ଧା-ର କରାଯାଇଥିଲା ସତ ମାତ୍ର ତାଙ୍କ ଅବସ୍ଥା ଗୁ-ରୁ-ତ୍ଵ-ର ରହିଅଛି । ମନରେ ଆମ୍ଭର ଗୋଟିଏ ପ୍ରଶ୍ନ ଉଠୁଛି କଣ ଆଜିଭଳି ଦିନ ଦେଖିବାକୁ ଝିଅ ଜନ୍ମ କରିଥିଲା ବୁଢା ବାପା ?

ସମାଜରେ ମାନବିକତା କଣ ଦିନକୁ ଦିନ ଉଭା ହେବାରେ ବସିଅଛି ? କେତେଦିନ ଯାଏଁ ଏଭଳି ଅ-ତ୍ୟା-ଚା-ର ସ-ହୁ-ଥି-ବେ ବୃ-ଦ୍ଧ ବୟସର ବ୍ୟକ୍ତି ମାନେ ? କେତେଦିନ ଯାଏଁ ବାପା ମା’ ଙ୍କ ଉପରେ ଏମିତି ଅ-ତ୍ୟା-ଚା-ର ହୋଇ ଚାଲୁଥିବ ? ଏହାର ଉତ୍ତର ବୋଧ ହୁଏ ଇଶ୍ଵର ଜାଣନ୍ତି । ନୀତିଦିନ ସୋ-ସି-ଆ-ଲ ମି-ଡି-ଆ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ପ୍ରସାରିତ ହେଉଅଛି । ମାତ୍ର ସେ ସବୁକୁ ଦେଖି, ବୁଝି, ଜାଣି ମଧ୍ୟ ଆଜିର ଯୁବାପିଢି ଗୋଟେ ପରେ ଗୋଟେ ଅ-ପ-ରା–ଧି-କ କାର୍ଯ୍ୟକଳାପ ଭି-ଆ-ଇ ଚାଲିଛି ।

କେତେକ କ୍ଷେତ୍ରରେ ସମାଜସେବୀ ମାନେ ଏମିତି ଘୁରି ଘୁରି ସମାଜ ରେ ଅ-ସ-ହା-ୟ ଅବସ୍ଥା ରେ ରହୁଥିବା ବାପା ମା ଙ୍କର ସ-ହା-ୟ-ତା କରିବେ ? କଥାରେ ଅଛି ଜଣେ ବାପା ମା’ ନିମନ୍ତେ ସନ୍ତାନ ଠାରୁ ବଡ ଖୁସି ଏ ଦୁନିଆରେ ଅନ୍ୟ କିଛି ନାହିଁ । ସତରେ ଆଜିଭଳି ନି-ଷ୍ଠୁ-ର ଦିନରେ ସନ୍ତାନ ଯଦି ବାପା ମା’ ଙ୍କୁ ମୂଲ୍ୟବାନ ବୋଲି ମନେ କରିବେ ତେବେ ବୋଧ ହୁଏ ଏଭଳି ଅ-ମା-ନୁ-ଷି-କ-ତା କୌଣସି ପୁଅ ଝିଅ ଦେଖାଇବେ ନାହିଁ ।

ମାତ୍ର ଯେଉଁ ଝିଅ ଟି ନିଜ ବାପା ଙ୍କୁ ଅ-ଳି-ଆ ଗ-ଦା-ରେ ଫି-ଙ୍ଗି ଦେଇଛି ସେ ହୁଏତ ଭୁଲି ଯାଇଛି ଯେ ସେ ଦିନେ ମା ହେବ ଅଥବା ହୋଇସାରିଲାଣି ଏବଂ ତାର ସନ୍ତାନ ମଧ୍ୟ ଠିକ ଏଭଳି ଅ-ମା-ନୁ-ଷି-କ-ତା ତାଙ୍କ ଉପରେ ଲାଗୁ କରିପାରନ୍ତି । କିଛି ମଧ୍ୟ କରିବା ଆଗରୁ ତାହାର ପ-ରି-ଣା-ମ ବିଷୟରେ ଥରେ ଭାବନ୍ତୁ ଯେ କଣ ହେବ ? ବନ୍ଧୁଗଣ ଆପଣ ମାନଙ୍କୁ ଏହି ପ୍ରସଙ୍ଗରେ କଣ କହିବାର ଅଛି ? ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।