ନିଜ ବୋଲିଂରେ ମ୍ୟାଚ ଜିତେଇବା ପରେ ଏବେ ମ୍ୟାନ ଅଫଦି ମ୍ୟାଚର ସବୁ ଟଙ୍କା ଗ୍ରାଉଣ୍ଡ୍ସମ୍ୟାନକୁ ଦେଲେ ସିରାଜ ।

ଶ୍ରୀଲଙ୍କା କୁ ମ୍ଯାଚ ଦେଲେ ଗ୍ରାଉଣ୍ଡ ଷ୍ଟାଫ ଙ୍କୁ ଟଙ୍କା ଦେଲେ । ଗରିବ ପରିବାର ରୁ ଆସିଥିଲେ ଏବେ ଦାନ କରିଲେ । ମାନବିକତା ଦେଖାଇ ମନ ଜିଣିଲେ । ହଁ ଦର୍ଶକ ବନ୍ଧୁ ଦିନେ ଗରିବ ପରିବାରରୁ ଅନେକ ସ୍ଵପ୍ନ ନେଇ ଆସିଥିଲେ । କିନ୍ତୁ ଆଜି ସବୁ ଟଙ୍କା ଗ୍ରାଉଣ୍ଡ ଷ୍ଟାଫ ଙ୍କୁ ଦେଲେ । ଗୋଟେ ବି ଟଙ୍କା ନିଜ ପାଇଁ ରଖିଲେନି । ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫ ଙ୍କ କଷ୍ଟ ଦେଖି ସବୁ ଟଙ୍କା ଦାନ କରି ଦେଲେ ।

ଏସିଆ କପ ଫାଇନାଲ ମ୍ଯାଚରେ ମ୍ୟାନ ଅଫ ଦି ମିଛ ହୋଇଥିଲେ ସିରାଜ । ଆଉ ପାଇଥିବା ସବୁ ଟଙ୍କା କୁ ସେ ଦାନ କରିଛନ୍ତି । ଶ୍ରୀଲଙ୍କା କୁ 10 ୱିକେଟ ରେ ହରାଇ ଭାରତ ପ୍ରଥମ ଥର ପାଇଁ ଚାମ୍ପିୟାନ ହୋଇଛି । ବୋଲୋର ମାନଙ୍କ ଶାଣିତ ବୋଲିଙ୍ଗ ପାଇଁ ଲଗ ଆନ ଟିମ କୁ ମାତ୍ର 50 ରନ ରେ ଅଟକାଇଥିଲା ଦଳ । ଦଳ ପକ୍ଷରୁ ସର୍ବାଧିକ 6ଟି ୱିକେଟ ନେଇଥିଲେ ମହମଦ ସିରାଜ ।

ଉପଅଧିନାୟକ ହାର୍ଦ୍ଦିକ ଫାନ୍ଦିଆ 3ଟି ଓ ଜସବନ୍ତ ଗୁମରା ଗୋଟେ ୱିକେଟ ନେଇଥିଲେ । ଫାଇନାଲ ମ୍ଯାଚରେ ଦମଦାର ପ୍ରଦର୍ଶନ କରିଥିବାରୁ ସିରାଜ ଙ୍କୁ ମ୍ୟାନ ଅଫ ଦି ମ୍ଯାଚ ବିବେଚନା କରା ଯାଇଥିଲା । ଏଥିପାଇଁ ସିରାଜ ଙ୍କୁ 5 ହଜାର ଡଲାର ଆର୍ଥିକ ରାଶି ଦିଆ ଯାଇଥିଲା । ହେଲେ ମହମ୍ମଦ ସିରାଜ ଙ୍କର ସେ ଟଙ୍କା ପ୍ରତି ଟିକେ ବି ଲୋଭ ନ ଥିଲା । ସେ କହିଥିଲେ “ମୁଁ ଦୀର୍ଘ ଦିନରୁ ମୁଁ ଭଲ ବୋଲିଙ୍ଗ କରୁଥିଲି ।

ହେଲେ ୱିକେଟରେ ଭଲ ସ୍ଵିମ ଥିବାରୁ ଭଲ ସ୍ଵୀଙ୍ଗ ହେଲା । ସେଥିପାଇଁ ଫୁଲ ଦାମ ଲଗାଇ ବୋଲିଙ୍ଗ କରିଲି । ଯେବେ ଦ୍ରୁତ ବୋଲୋର ଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ଥାଏ ସେତେବେଳେ ଦଳକୁ ତାହା ସହାୟକ ହୁଏ । ଆଉ ଆଜି ତାହା ହିଁ ହେଲା । ମୁଁ ଭାବୁଛି ଏହା ମୋ ଜୀବନରେ ଭଲ ଟାଇମ । ମୋତେ ମିଳିଥିବା ଆର୍ଥିକ ରାଶି କୁ ମୁଁ ଗ୍ରାଉଣ୍ଡ ଷ୍ଟାଫ ଙ୍କୁ ଦେବାକୁ ଚାହୁଁଛି ।

ସେମାନଙ୍କ ବିନା ଟୁର୍ଣ୍ଣା ମେଣ୍ଟ ସମ୍ଭବ ହୋଇ ନ ଥାନ୍ତା” । ଏମିତି କିଛି କହିବା ପରେ କ୍ୟାସ ପ୍ରାଇଜ କୁ ଗ୍ରାଉଣ୍ଡ ଷ୍ଟାଫ ଙ୍କୁ ଦେଇ ଥିଲେ ସିରାଜ । ଆଉ ନିଜ ପାଇଁ ଗୋଟେ ଟଙ୍କା ବି ରଖି ଥିଲେ । ଦିନ ଥିଲା ସେ ଖେଳିବା ଟଙ୍କା ପାଉ ନ ଥିଲେ । ହେଲେ ଆଜି ତାଙ୍କର ଏଭଳି କାର୍ଯ୍ୟ ତାଙ୍କୁ ନୂଆ ପରିଚୟ ଦେଇଛି । ତାଙ୍କର ଏହି ମହାନତା କାର୍ଯ୍ୟ କୁ ସବୁ ଆଡେ ଏବେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।