ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ରହିଛି ? ଏହିପରି ଆହୁରି ମଧ୍ୟ ବଛା ବଛା… General Knowledge

ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରିନଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ସେହି ସବୁ ଜ୍ଞାନପୂର୍ଣ୍ଣ କଥା ଆଲୋଚନା କରିନେବା ।

1; – କେଉଁ ଜୀବ ଶୋଇବା ପରେ ମରିଯାଇଥାଏ ?

ଉତ୍ତର;- ପିମ୍ପୁଡି ଶୋଇବା ପରେ ମରିଯାଇଥାଏ ।

2; – କେଉଁ ଦେଶର ଲୋକ ପୂଜାପାଠ ଅଧିକ କରିଥାନ୍ତି ?

ଉତ୍ତର;- ଭାରତ ଦେଶର ଲୋକ ପୂଜା, ପାଠ ଅଧିକ କରିଥାନ୍ତି ।

3; – ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ କେଉଁଠାରେ ପତାକା ଉଡାଇଥାନ୍ତି ?

ଉତ୍ତର;- ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଠାରେ ପତାକା ଉଡାଇଥାନ୍ତି ।

4; – ଷ୍ଟାଚୁ ଅଫ ୟୁନିଟି ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ଷ୍ଟାଚୁ ଅଫ ୟୁନିଟି ଭାରତର ଗୁଜୁରାଟରେ ଅବସ୍ଥିତ ।

5; – କେଉଁ ଜୀବ 15 ଟି ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର;- ସିଂହ 15 ଟି ଦେଶର ରାଷ୍ଟ୍ରୀୟ ପଶୁ ଅଟେ ।

6; – ଭାରତରେ କେଉଁ ଜୀବକୁ କିଣିବା ଅପରାଧ ମନା ଯାଇଥାଏ ?

ଉତ୍ତର;- ଭାରତରେ ସିଂହକୁ କିଣିବା ଅପରାଧ ମନା ଯାଇଥାଏ ।

7; – ଅଧିକ ମାତ୍ରାରେ ଖାଦ୍ୟରେ ତେଲ ଖାଇବା ଦ୍ଵାରା ମନୁଷ୍ୟକୁ କେଉଁ ବିମାରୀ ହୋଇଥାଏ ?

ଉତ୍ତର;- ତେଲ ଖାଇବା ଦ୍ଵାରା ମନୁଷ୍ୟକୁ କବ୍ଜ ଭଳି ବେମାରୀ ହୋଇଥାଏ ।

 

8; – ଚାଷୀ ମାନଙ୍କର ମିତ୍ର କାହାକୁ କୁହାଯାଇଥାଏ ?

ଉତ୍ତର;- ଚାଷୀ ମାନଙ୍କର ମିତ୍ର କଇଞ୍ଛକୁ କୁହାଯାଇଥାଏ ।

9; – ଭାରତର ଖେଳ ରାଷ୍ଟ୍ରୀୟ ଖେଳ କେଉଁଟି ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ଖେଳ ହେଉଛି ହକି ।

10; – ମସଲା ମାନଙ୍କର ରାଜା କାହାକୁ କୁହାଯାଇଥାଏ ?

ଉତ୍ତର;- ମସଲା ମାନଙ୍କର ରାଜା ଗୋଲମରୀଚକୁ କୁହାଯାଇଥାଏ ।

11; – ଏପରି କେଉଁ ଜୀବ ଅଛି, ଯିଏ ନିଆଁ ଖାଇଥାଏ ?

ଉତ୍ତର;- ଚକୋର ଜିଏକି ନିଆଁ ମଧ୍ୟ ଖାଇଥାଏ ।

12;- ଦୁନିଆରେ ପ୍ରଥମ କରି ଲକ ଡାଉନ ଘୋଷଣା କରିଥିବା ଦେଶ କେଉଁଟି ?

ଉତ୍ତର;- ଆମେରିକା ଜିଏକି ପ୍ରଥମେ ଲକଡାଉନ ଘୋଷଣା କରିଥିଲେ ।

13; – ସ୍ଵପ୍ନର ସହର କେଉଁ ସହରକୁ କୁହାଯାଇଥାଏ ?

ଉତ୍ତର;- ସ୍ଵପ୍ନର ସହର ମୁମ୍ବାଇକୁ କୁହାଯାଇଥାଏ ।

14; – ଭାରତରେ ଉଡାଜାହାଜର ପାଇଲଟଙ୍କ ସାଲାରୀ କେତେ ?

ଉତ୍ତର;- ଭାରତର ଉଡାଜାହାଜ ପାଇଲଟଙ୍କ ସାଲାରୀ 2 ଲକ୍ଷ ।

15; -ତାଜମହଲ କେଉଁ ନଦୀ କୁଳରେ ନିର୍ମାଣ କରାଯାଇଛି ?

ଉତ୍ତର;-ତାଜମହଲ ଯମୁନା ନଦୀ କୂଳରେ ନିର୍ମାଣ କରାଯାଇଛି । 

ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ