କଣ ନିଜ ଭିତରେ ସମାଧାନ କରିବାକୁ ଅନୁଭବ ଓ ବର୍ଷା ରାଜି? ଅନୁଭବଙ୍କ ମା ବି ବର୍ଷାଙ୍କୁ ନେଇ IHRCଙ୍କୁ ଦେଲେ ନିଜ ପ୍ରତିକ୍ରିୟା

କହିବାକୁ ଗଲେ ବର୍ତ୍ତମାନ ଚାରିଆଡେ ଅନୁଭବ ଓ ବର୍ଷାଙ୍କ ବିବାଦକୁ ନେଇ ଚର୍ଚା ଚାଲିଛି । ଏମିତିରେ ସମସ୍ତେ ଚାହୁଁଛନ୍ତି କି ଅନୁଭବ ଓ ବର୍ଷାଙ୍କ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ । ଏହି କ୍ରମରେ ଆଜି ସକାଳୁ ସକାଳୁ International Human Rights Commissionର ୫ ଜଣ ସଦସ୍ୟ ଅନୁଭବ ଓ ବର୍ଷାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇ ଥିଲେ । ଏମିତିରେ ଏହି ସଦସ୍ୟମାନଙ୍କ କହିବା ଅଟେ କି ଏମାନେ ଅନୁଭବ ଓ ବର୍ଷାଙ୍କୁ ଏକାଠି କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଏହି ସଦସ୍ୟମାନେ ବର୍ଷା ଅନୁଭବଙ୍କ ସହ ସାକ୍ଷାତ କରିବା ପରେ ମିଡିଆ ସାମ୍ନାରେ ନିଜର ଓ ବର୍ଷା ଅନୁଭବଙ୍କ ପ୍ରତିକ୍ରିୟା ବିଷୟରେ କହିଲେ । ଏହି ୫ ଜାଣିୟା ମହିଳା ସଂଗଠନର ସଦସ୍ୟମାନଙ୍କ ମଧ୍ୟରେ ଜଣେ ମହିଳା ସଦସ୍ୟଙ୍କ କହିବା ଅଟେ କି ଆମେ ସମସ୍ତେ ଚାହୁଁଛୁ କି ଏହି ସମସ୍ୟାର ସମଧାନ ହୋଇଯାଉ । ଘର କଥା ଘରେ ରହିବା ଉଚିତ । ଘର କଥା ବାହାରକୁ ନ ଯାଉ ।’

ଏହା ପରେ କହିଲେ କି ପ୍ରଥମେ ବର୍ଷା ନିଜର ପକ୍ଷ ରଖିଲେ ଓ ଅନୁଭବ ବି ନିଜର ପକ୍ଷ ରଖିଲେ । ଏହା ସହିତ ଅନୁଭବଙ୍କ ମା ବି ବର୍ଷାଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଲେ । ଏମିତିରେ ମହିଳା କମିଶନର ସଦସ୍ୟ କହିଲେ କି ବର୍ଷା କେବଳ ନିଜର ସ୍ଵାମୀଙ୍କ ବିଷୟରେ କହୁଛନ୍ତି । ସେ ନିଜର ଶାଶୁ ଶଶୁରଙ୍କ ବିଷୟରେ କିଛି ବି କହୁ ନାହାନ୍ତି । ଏମିତିରେ ଆମେ ସମସ୍ତେ ଚାହୁଁଛୁ କି ପରସ୍ପର ମଧ୍ୟରେ ଆଲୋଚନା ହୋଇ ଏହି ସମସ୍ଯାର ସମଧାନ ହୋଇଯାଉ ।

ଏହା ପରେ ସେ ଆଗକୁ କହିଲେ କି ବର୍ଷା କେବଳ ନିଜର ସ୍ଵାମୀ ଅନୁଭବଙ୍କ ବିଷୟରେ କହୁଛନ୍ତି କି ସେ ମଦ ପିଇ ଗାଳି ଗୁଲଜ କରନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ବର୍ଷା ନିଜ ଶାଶୁ କିମ୍ବା ନିଜର ଶଶୁର ନାଁରେ କିଛି କେସ ବି ଦେଇ ନାହାନ୍ତି । କହିବାକୁ ଗଲେ ବର୍ଷା ଛାଡପାତ୍ର ନେବାକୁ ଚାହୁଁ ନାହାନ୍ତି ।

ବର୍ଷା କେବଳ ଏହି ସମସ୍ଯାକୁ ନିଜ ମଧ୍ୟରେ ରଖିବାକୁ ଚାହୁଁଛନ୍ତି ଓ ସେ କଥାବାର୍ତ୍ତା କରି ଏହି ସମସ୍ଯାକୁ ସମଧାନ କରିବା ପାଇଁ ନିଜର ମନ୍ତବ୍ୟ ଦେଇଛନ୍ତି । ଏମିତିରେ ଅନୁଭବ ବି ଏହି ସମସ୍ୟାର ସମଧାନ ଚାହୁଁଛନ୍ତି ଓ ପୁରା ଓଡିଶାବାସୀ ବି ଏହି ଦୁଇ ଜଣଙ୍କୁ ପୁଣି ଥରେ ଅସଲ ଜୀବନରେ ଓ ଫିଲ୍ମ ଜଗତରେ ଏକାଠି ଦେବାକୁ ଚାହୁଁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।