ଜାଣନ୍ତୁ India ଚୀନଠାରୁ କଣ ପାଇଁ ଅଛି ଆଗରେ!

ବର୍ତମାନ ଚାଇନା ଧୀରେ ଧୀରେ ବରବାଦ ରାସ୍ତାରେ ଗଲାଣି । ସେଥିପାଇଁ ଚାଇନା ଭାରତକୁ ଡରିବାକୁ ଲାଗିଲାଣି । ଏହାର କାରଣ କଣ ଅଛି ଆସନ୍ତୁ ଜାଣିବା । ଭାରତ ଓ ଚାଇନା ବିଷୟରେ ଏପରି କିଛି ତଥ୍ୟ ଦେବୁ ଆଗକୁ ଆସୁଥିବା ସମୟରେ ଭାରତ ଚାଇନା ପାଇଁ ବିପଦ ସୃଷ୍ଟି କରିପାରେ । କିନ୍ତୁ ଆମର ଭାରତ ସରକାର ଯାହା ବି କରୁଛନ୍ତି ତାହା ସବୁ ଠିକ କରୁଛନ୍ତି । କିନ୍ତୁ କହିବାକୁ ଗଲେ ସବୁ ଜିନିଷର ବ୍ୟାନ ହେଉଛି ବୋଲି ଦୁଃଖ ହେଉଛି । କିନ୍ତୁ ଆଗକୁ ଆସୁଥିବା ସମୟରେ ଆମେ ଆତ୍ମନିର୍ଭରଶୀଳ ଭାରତ ବନେଇବୁ । ସେତେବେଳେ ଭାରତକୁ ଆମେ ଲୁହା ବୋଲି ମାନିବୁ ।

ଭାରତ ସୈନିକ – ୧.୪ ମିଲିୟନ ଆକ୍ଟିଭ ସୈନିକ ଅଛନ୍ତି । ଯାହାଦ୍ୱାରା ଭାରତ ଅନ୍ୟ ଦେଶମାନଙ୍କଠାରୁ ଦ୍ଵିତୀୟ ଶ୍ରେଣୀରେ ଅଧିକ ସୈନିକ ଅଛନ୍ତି । କିନ୍ତୁ ପ୍ରଥମ ଶ୍ରେଣୀରେ ଚାଇନା ଅଛନ୍ତି । କିନ୍ତୁ କହିବାକୁ ଗଲେ ଚାଇନା ଠାରୁ ଆମ ପାଖରେ କମ ସୈନିକ, ଜେଟ, ଅସ୍ତ୍ରଶସ୍ତ୍ର ଯାହାବି ଥାଉ । କିନ୍ତୁ ସବୁଠୁ ବଡ ଆମର ସୈନିକଙ୍କର ଗୁଣ ଯାହାକି ଚାଇନା ଠାରୁ କମ ।

ଆପଣ ଦେଖିଛନ୍ତି ଯେ ଆମ ଦେଶର ସୈନିକ ଛୋଟ ଆଖି ବାଲଙ୍କୁ ଚିନୀ ସୈନିକକୁ କେମିତି ଧୁଳି ଚଟେଇଦେଲେ । ଚୀନ କେବେ ହେଲେ ଆମଠାରୁ ଜିତିଛନ୍ତି । ଯେପରି ଆମ ଦେଶରେ ସୈନିକ ମାନେ ଭର୍ତି ହଉଛନ୍ତି ଯାହାଦ୍ୱାରା ଆଉ ଇତିହାସ ଆମର ଓଲଟିବନି ।

ନୁକଲ୍ୟର ପାୱାର

ଦୁନିୟାରେ ଏଭଳି ନଅଟି ଦେଶ ଅଛି ଯାହାଙ୍କ ପାଖରେ ନୁକଲ୍ୟର ପାୱାର ରହିଛି । ତାହାମଧ୍ୟରୁ ଆମର ଭାରତ ମଧ୍ୟ ଅଛି । ଆମେରିକା ଓ ଚାଇନା ଶକ୍ତିଶାଳୀ ଦେଶରେ ନୁକଲ୍ୟର ପାୱାର ରଖିଛନ୍ତି । ଏତେ କଷ୍ଟ ମଧ୍ୟରେ ଭାରତ ନିଜକୁ ନୁକଲ୍ୟର ପାୱାର ସହିତ ଛିଡା କରିଛି ।

ଇକୋନୋମିକ ଗ୍ରୋଥ

ପ୍ରଥମେ G D P gross domestic product ବିଷୟରେ ଜାଣିବା । ଦୁନିୟାରେ ଆମ ଦେଶ ମଧ୍ୟ G D P ବହୁତ ଅଧିକ ଅଛି ତାହାଠୁ ବଳି ଗ୍ରୋଥ ରେଟ ମଧ୍ୟ ଅଧିକ ଅଛି । କିନ୍ତୁ ଚାଇନାର ମଧ୍ୟ G D P ସହିତ ଗ୍ରୋଥ ରେଟ ମଧ୍ୟ ଅଧିକ ଅଛି । ସେଥିପାଇଁ ଚାଇନା ଏତେ ଶୀଘ୍ର ନିଜ ଦେଶକୁ ଆଗକୁ ବଢାଇ ପାରିଲା ।

ସ୍କେଲ

ସ୍କେଲ କେବଳ ଦାଗ ଟଣା ଯାଏ ନାହିଁ । ଆମେ ଏଠି ଭାରତର ଲାର୍ଜ ସ୍କେଲ ବିଷୟରେ କହୁଛି । ଭାରତରେ ଜନ ସଂଖ୍ୟା ଅଧିକ ଅଛି । ଯାହା ବି କିଛି ଅଘଟଣ ଘଟେ ଅଧିକ ମାତ୍ରାରେ ମଧ୍ୟ କ୍ଷତି ହୋଇପାରେ । ରୋଜଗାର କହିବାକୁ ଗଲେ ୫୦ ଲକ୍ଷ ଲୋକ କାମକରୁଛନ୍ତି । ଯଦି ୧ ପ୍ରତିଶତ ଲୋକମାନଙ୍କର ଚାକିରି ଚାଲିଯାଉଛି । ୫୦ ଲକ୍ଷ ଲୋକଙ୍କୁ କ୍ଷତି ପହଞ୍ଚାଇବ । ୫୦ ଲକ୍ଷ ଲୋକ ସହିତ ଜଡିତ କୋଟି କୋଟି ଲୋକ ପ୍ରଭାବିତ ହେବେ । ସେଥିପାଇଁ ଏହି ଲାର୍ଜ ସ୍କେଲକୁ ବ୍ୟବହାର କରି ନୂଆ ନୂଆ ଜିନିଷ ଉଦ୍ଭାବନ କରିପାରିବା ।

ଭାରତର ଲୋକମାନେ ଭାବୁଛନ୍ତି ଯେ ଭାରତରେ ଜିନିଷ କମ ଅଛି । ଚାଇନା, ଆମେରିକା ଓ ରୁଷିଆ ଭଳି ବଡ ବଡ ଦେଶ ମାନଙ୍କର ସହିତ ମୁକାବିଲା କରିପାରିବା ନାହିଁ। ସେହିଭଳି ଅନ୍ୟଦେଶମାନେ ଏପରି କଥା ଭାବୁଛନ୍ତି ଭାରତ ଆଡେ ନଜର ପକାଉ ନାହାନ୍ତି । ଯେଉଁ ଭଳି ପାକିସ୍ତାନ ଓ ଚାଇନକୁ ଏକତରଫା କରାଯାଏ । ଅଧିକତର ଦେଶ ଆମର ସାଙ୍ଗ ଅଟେ । ଏହି ମିଳନ ଦିନେ ଦିନେ ଏତେ ବଢିଯିବ ଭାରତ ସବୁଠାରୁ ଶକ୍ତିଶାଳୀ ଦେଶ ହୋଇଯିବ। ଯଦି ଆପଣ ଆତ୍ମନିର୍ଭର ହୁଅନ୍ତି । ତେବେ ଭାରତ ଆମର ଶକ୍ତିଶାଳୀ ଦେଶ ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।