“ଭାଇ କୁଆଡେ ଯାଇଛି ? କଣ ପାଇଁ ଆସୁନି ?” ବଡ ଭାଇ Jyoti Prakash କୁ ଝୁରି କାନ୍ଦୁଛି ସାନ ଭାଇ, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରେ ବି ଲୁହ ରହିବନି

ମୁକୁଳା ଡ୍ରେନ ନେଇ ଯାଇଛି ୧୫ ବର୍ଷର ନାବାଳକ ଜ୍ଯୋତିଙ୍କ ଜୀବନ । ସାରଙ୍କ ଘରକୁ ଯାଉଛନ୍ତି କହି ଦିନ ୨ଟା ସମୟରେ ଜ୍ଯୋତି ଘରୁ ବାହାରିଥିଲେ ଆଉ ତା’ ପରଦିନ ଦିନ ଦ୍ଵିପ୍ରହରରେ ଫେରିଥିଲା ଜ୍ୟୋତିଙ୍କ ମୃ-ତ ଶ-ରୀ-ର । ଜ୍ଯୋତି ଯିବା ବାଟରେ ଏକ ମୁକୁଳା ଡ୍ରେନ ଥିଲା । ସେହି ରାସ୍ତା ଦେଇ ଜ୍ଯୋତି ଯିବା ସମୟରେ ଡ୍ରେନ ଭିତରକୁ ଗ-ଳି ପଡିଥିଲେ । ପାଣିର ସୁଅ ଏତେ ତେଜ ଥିଲା ଯେ ସେ ନିଜେ ନିଜକୁ ବଞ୍ଚାଇ ପରି ନଥିଲେ କି ତାଙ୍କୁ ବଞ୍ଚାଇବା ପାଇଁ କେହି ମଧ୍ୟ ଆସି ନଥିଲେ ।

ପୁଅକୁ ହରାଇ ପରିବାରରେ କାନ୍ଦବୋବାଳି ଲାଗିଛି । ଦୁଃଖରେ ଭା-ଙ୍ଗି ପଡିଛନ୍ତି ପରିବାର ଲୋକେ । ଜ୍ଯୋତିଙ୍କ ମୃ-ତ ଶ-ରୀ-ର ମିଳିବା ପରେ ପ୍ରଥମେ AIIMS ହସ୍ପିଟାଲକୁ ନିଆ ଯାଇଥିଲା ଓ ତାପରେ ତାଙ୍କ ଘରକୁ ଅଣା ଯାଇଥିଲା । ତାଙ୍କ ମୃ-ତ ଶରୀର ଆସିବା ପରେ କାନ୍ଦ ବୋବାଳିରେ ଫା-ଟି ପଡିଥିଲା ସାରା ପରିବେଶ । ନାବାଳକଙ୍କ ଏଭଳି ଅ-କା-ଳ ମୃ-ତ୍ୟୁ-ରେ ପାଖ ପଡୋଶୀ , ପରିବାର ଓ ଅପରିଜନ ସମସ୍ତେ ଭା-ଙ୍ଗି ପଡିଛନ୍ତି । ଜ୍ଯୋତି ବାପା ମା ଙ୍କର ବଡ ପୁଅ ଥିଲେ । ସେ ଖୁବ ଭଲ ପାଠ ମଧ୍ୟ ପଢୁଥିଲେ ।

ତେବେ ମୁକୁଳା ପଡିଥିବା ଡ୍ରେନ ପାଇଁ ଲୋକେ ପ୍ରଶାସନଙ୍କୁ ଦାୟୀ କରୁଛନ୍ତି । ନମ୍ବର ୱାନ ସ୍ମାର୍ଟ ସିଟିରେ ମୁକୁଳା ଡ୍ରେନରେ ଭାସି ଯାଇ ନାବାଳକଙ୍କ ମୃତ୍ୟୁ ହେବା ସରକାର ଏବଂ BMC ପାଇଁ ଏକ ଲଜ୍ୟାଜନକ ବିଷୟ ଅଟେ । ଏଥିପାଇଁ ସେମାନେ ମଧ୍ୟ ଏବେ ଯାଏଁ ଏହି ଘଟଣା ସମ୍ପର୍କରେ ମୁହଁ ଖିଲି ନାହାନ୍ତି । ପୁଅକୁ ହରେଇ ଜ୍ଯୋତିଙ୍କ ମା ଅସମ୍ଭାଳ ହୋଇ ପଡିଛନ୍ତି ।

କାନ୍ଦି କାନ୍ଦି ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଛି ଓ କେବଳ ଗୋଟିଏ କଥା କହୁଛନ୍ତି, “ମୋ ପୁଅ ବିନା ବଞ୍ଚି ପରିବିନି, ମୋ ଧନ ବୀନା ମୁଁ ମରିଜିବି ।” ତାଙ୍କ ଯ-ନ୍ତ୍ର-ଣା କେବଳ ସେ ହିଁ ଅନୁଭବ କରି ପାରୁଥିବେ । ଜ୍ୟୋତିଙ୍କ ବାପା ମଧ୍ୟ ଦୁଖରେ ଭାଙ୍ଗି ପଡିଥିବା ବେଳେ ଗୋଟିଏ କଥା କହିଛନ୍ତି , ତାଙ୍କ ପୁଅ ସହ ଯାହା ହେଲା ଆଉ କାହା ସହ କେବେ ସେଭଳି ନ ହେଉ । ଜ୍ୟୋତିଙ୍କର ଆଉ ଜଣେ ସାନ ଭାଇ ଅଛନ୍ତି । ସେ ଏତେ ବୁଝିବା ଭଳି ହୋଇ ନାହାନ୍ତି । କିନ୍ତୁ ନିଜ ଭାଇଙ୍କୁ ଝୁରି ହେଉଛନ୍ତି ।

ପରିବାର ଲୋକଙ୍କୁ କନ୍ଦେଇ ଅସମୟରେ ଆରପରିକୁ ଚାଲି ଯାଇଛନ୍ତି ଜ୍ଯୋତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ତାଙ୍କ ପରିବାର ଲୋକଙ୍କୁ ଧୈର୍ଯ୍ୟ ଏବଂ ଆଶ୍ଵାସନା ପ୍ରଦାନ କରନ୍ତୁ ବୋଲି ଆମର କାମନା । ଆପଣ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।