ଦିନରେ ମାତ୍ର ଥରେ ଏହାକୁ ଲଗେଇ ଦିଅନ୍ତୁ, ମାତ୍ର 1 ସପ୍ତାହରେ ମୁହଁର କଳା ଦାଗ, ବ୍ରଣ ସବୁ ଗାୟବ ହେଇଯିବ, ହୀରା ପରି ଚମକିବ ଚେହେରା

ବନ୍ଧୁଗଣ ସାଧାରଣ ଭାବେ ଆପଣ ମାନେ ନିଜ ଚେହେରାକୁ ସୁନ୍ଦର ରଖିବା ପାଇଁ ବହୁତ ଉପାୟ କରିଥାନ୍ତି । ବହୁତ ଔଷଧ ମଧ୍ୟ ଖାଇୟାଥାନ୍ତି । କିନ୍ତୁ ଏହାର କୌଣସି ଖାସ ପ୍ରଭାବ ପଡେ ନାହି । ଚେହେରାକୁ ଅଧିକ ସୁନ୍ଦର ବା ଗ୍ଲୋ କରିବା ପାଇଁ ଆପଣ ମାନେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି । ଯଦି ଆପଣକ ଚେହେରାରେ ତେଲିଆ ଅଂଶ ଅଛି, ମୁହଁରେ ବରଣ ହେଇଛି ବା ଆପଣଙ୍କ ଚେହେରାରେ ଦାର୍କ ମାର୍କ ଅଛି ତେବେ ଏହାର ନିରାକରଣ ପାଇଁ ଆମେ ଆଜି ଘରୋଇ ଉପାୟ ନେଇ ଆସିଛୁ ।

ତେବେ ଆସନ୍ତୁ ଜାଣିବା ସେହି ଫେସକୁ ଗ୍ଲୋ ରଖିବା ପାଇଁ କେଉଁ ପ୍ରଣାଳୀ କରିବାକୁ ପଡିବ । ଗୋଟେ ମିଡିଅମ ସାଇଜର ଗୋଟିଏ ଆଳୁ ନେଇ ଏହାର ଚୋପା ଭଲ ଭାବେ ଛଡାଇ ଦିଅନ୍ତୁ । ଏହା ପରେ ଆଳୁକୁ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ । ଆଳୁକୁ ଢିବା ପରେ ଏହାକୁ ଭଲ ଭାବେ ଗ୍ରେଭ କରି ଦିଅନ୍ତୁ । ଏହା ପରେ ଆଳୁର ରସକୁ ଭଲ ଭାବେ ଚିପୁଡି ଦିଅନ୍ତୁ । ଏହି ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଗୋଟେରୁ ଦେଢ ଚାମଚ ରସ ଦରକାର ପଡିଥାଏ ।

ଏଥିରେ ହାଫ ଚାମଚ କଫି ମିଶାନ୍ତୁ । ଏହା ପରେ ଏଥିରେ ଗୋଟେ ଚାମଚ ମହୁ ମିଶାନ୍ତୁ । ଏହି ୩ଟି ଜିନିଷର ଭଲ ଭାବେ ମିଶ୍ରଣ କରନ୍ତୁ । ଯାହା ଆପଣକ ଚେହେରାକୁ ଟାଇଟେନ କରିବାକୁ ସାହାଜ୍ଯ କରିବ । କଫି ବହୁତ ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ଥିବାରୁ ଯାହା ଏଥନୀକୁ ଦୂର କରେ, ଦାର୍କ ମାର୍କକୁ ଦୂର କରେ । ଏହା ପରେ ଆପଣ ନିଜ ମୁହଁକୁ ଭଲ ଭାବେ ସଫା କରନ୍ତୁ ।

ଆପଣ ପ୍ରସ୍ତୁତ କରିଥିବା ଏହି ମିଶ୍ରଣକୁ ନିଜ ମୁହଁରେ କଟନ କପଡା ବା ତୁଳାରେ ଭଲ ଭାବେ ମାଲିସ କରନ୍ତୁ । ଆଳୁ ଜୁସ ଆମ ଫେସରେ ଭଲ ଭାବେ ଭିତରକୁ ଯାଇ ଚେହେରାରେ ଥିବା ସବୁ ମଇଳା ଓ ଡଷ୍ଟ ସଫା ହୋଇଯିବ । ଏହା ଆମ ସ୍କିନକୁ ଟୋନ କରିବାରେ କାମ କରିବ । ଏହି ଫେସ ପ୍ୟାକକୁ ବ୍ୟବହାର କରିଲେ ଆପଣଙ୍କର ସବୁ ଦାର୍କ ସ୍ପଟ ଦୂର ହେବ ଓ ଆପଣଙ୍କର ଫେସ ଗ୍ଲୋ କରିବ ।

ଏହି ରେମେଡି ବା ଫେସ ପ୍ୟାକକୁ ଭଲ ଭାବେ ମୁହଁରେ ଲଗାଇବା ପରେ ୨ ମିନିଟ ପରେ ପାଣିରେ ଧୋଇ ଦିଅନ୍ତୁ । ଯଦି ଆପଣ ମାନେ ଏହାକୁ ପ୍ରତି ଦିନ ବ୍ୟବହାର କରିବେ ତେବେ ଆପଣଙ୍କ ଫେସ ଅଧିକ ଗ୍ଲୋ କରିବ । ଏହା ପରେ ଆପଣକ ପାଖରେ କୌଣସି ଟୋନ ଥିଲେ ମୁହଁରେ ଲଗାନ୍ତୁ । ଯଦି ଟୋନ ନ ଥାଏ ତେବେ ଗୋଲାପ ଜଳ ମୁହଁରେ ଲଗାନ୍ତୁ ।

ବନ୍ଧୁଗଣ ଯଦି ଆପଣ ନିଜ ଫେସକୁ ଅଧିକ ଗ୍ଲୋ ଓ ସୁନ୍ଦର କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଭଳି ଭାବେ ଘରେ ଫେସ ପ୍ୟାକ ପ୍ରସ୍ତୁତ କରି ବ୍ୟବହାର କରିଲେ ଆପଣଙ୍କର ଚେହେରା ସଫ୍ଟ ଓ ନରମ  ରହିବ । ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।