Aryan Khan ଡ୍ରଗ ମାମଲା: ଆର୍ୟନଙ୍କୁ ମୁକ୍ତ କରିବା ପାଇଁ Shahrukh ଙ୍କୁ 25 କୋଟି ମାଗିଥିଲେ NCB, ଏହିପରି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ସାକ୍ଷୀ

ମୁମ୍ବାଇ କୃ-ଜ ଡ୍ର-ଗ ପା-ର୍ଟି ମା-ମ-ଲା-ରେ ଏକ ବଡ ଟ୍ଵିଷ୍ଟ ସାମନାକୁ ଆସିଛି । ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମୁକ୍ତ କରିବାକୁ ଏନ-ସି-ବି କରିଥିଲା ଏକ ବଡ ଡିଲ୍ । ଶାହରୁଖଙ୍କୁ ଏନସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ ବୋଲି ଖବର ଶୁଣିବାକୁ ମିଳୁଛି । କୃ-ଜ ରେ-ଭ ପା-ର୍ଟି ମା-ମ-ଲା-ରେ ଜଣେ ସାକ୍ଷୀ ଏହିଭଳି ଏକ ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଛନ୍ତି । ସେହି ବ୍ୟକ୍ତିଙ୍କ ନାମ ହେଉଛି ପ୍ରଭାକର ସେନ୍ । ସେ କହିଛନ୍ତି କୃ-ଜ ରେ-ଭ ପା-ର୍ଟି ମା-ମ-ଲା-ର ପରଦିନ ହିଁ ଆର୍ୟନଙ୍କୁ ଛାଡିଦେବାକୁ ଡିଲ୍ ହୋଇଥିଲା ।

ଏନ-ସି-ବି ଅଧିକାରୀଙ୍କ ପକ୍ଷରୁ ୨୫ କୋଟି ଟଙ୍କା ଦା-ବି କରା ଯାଇଥବା ବେଳେ ୧୮ କୋଟିରେ ଡିଲ୍ ଫାଇନାଲ ହୋଇଥିଲା । ଏଥିରୁ ୮ କୋଟି ଟଙ୍କା ଏନସିବି ର ଜୋନାଲ ହେଡ୍ ସମୀର ୱାଙ୍ଖେଡେ ନେଇଥାନ୍ତେ । ଆଉ ବାକି ଟଙ୍କା ଅନ୍ୟମାନଙ୍କ ସହ ବଣ୍ଟା ଯାଇଥାନ୍ତା । ଆର୍ୟନ ଗି-ର-ଫ ହେବ ପରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ଫ-ଟୋ ଓ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା । ସେ ହେଉଛନ୍ତି କିରଣ ଭିସାଭି । ଏହି ଅ-ଭି-ଯୋ-ଗ ଆଣିଥିବା ପ୍ରଭାକର ତାଙ୍କର ବଡିଗାର୍ଡ ଥିଲେ ବୋଲି ଜଣାପଡିଛି ।

ଘ-ଟ-ଣା ଦିନ ରାତିରେ ହିଁ ପ୍ରଭାକରଙ୍କୁ ଏହି ଡିଲ୍ ସମ୍ବନ୍ଧରେ ସୂଚନା ମିଳିଥିଲା । ଏପରିକି ମହାଲକ୍ଷ୍ମୀ ଷ୍ଟ୍ରିଟକୁ ଯାଇ ୫୦ ଲକ୍ଷ ଟଙ୍କା ନଗଦ ଆଣିବାକୁ ତାକୁ କୁହା ଯାଇଥିଲା । କିଛି ଲୋକ ଏକ ନୀଳ ରଙ୍ଗର କାରରେ ଆସି ତାଙ୍କୁ ୩୮ ଲକ୍ଷ ଟଙ୍କା ଦେଇ ବାକି ଟଙ୍କା ତା’ ପରଦିନ ଦେବେ ବୋଲି କହିଥିଲେ । ଏହି ମା-ମ-ଲା-ରେ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନି ଓ ଶାମ ଡିସୌଜାଙ୍କ ନାମ ରହିଛି । ଘ-ଟ-ଣା ଦିନ ରାତିରେ ପୂଜା ସହିତ କଥାବାର୍ତ୍ତା ହେବା ସହ ସେ ତା’ ସହିତ ସାକ୍ଷାତ କରିବାକୁ ଆସିଥିଲେ ।

ହେଲେ ରାତିରେ ଫୋନ ରିସିଭ ନ କରି ପାରିବାରୁ ଏହି ଡିଲ୍ ହୋଇ ପାରି ନଥିଲା । ତେବେ ଶାମ ଡିସୌଜା କିଏ ଏ ସମ୍ପର୍କରେ ଜଣା ପଡି ନାହିଁ । ପ୍ରଭାକର ଏନେଇ କୋ-ର୍ଟ-ରେ ସତ୍ୟପାଠ ଦା-ଖ-ଲ କରିଛନ୍ତି । ସେପଟେ ପ୍ରଭାକର ମି-ଥ୍ୟା ଅ-ଭି-ଯୋ-ଗ ଆଣିଥିବା ଏବଂ ଏହି ଅ-ଭି-ଯୋ-ଗ-ର ଉଚିତ ଜବାବ ଦେବେ ବୋଲି କହିଛନ୍ତି ଏନ-ସି-ବି ମୁଖ୍ୟ ଅଧିକାରୀ ସମୀର ୱାଙ୍ଖେଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।