ନାରୀମାନେ ନିଜର ସ୍ଵାମୀଙ୍କୁ କେବେବି କୁହନ୍ତି ନାହିଁ ଏହି 6 କଥା

ଆମ ଜୀବନରେ ଏମିତି ବହୁତ କିଛି କଥା ଅଛି ଯାହାକୁ କାହା ଆଗରେ ପ୍ରକାଶ କରି ପାରି ନ ଥାଉ । ଏମିତି କି ଜୀବନସାଥୀକୁ ବି ନୁହେଁ । ଏହି କଥା ଉଭୟ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ଘଟିଥାଏ । କହିବାକୁ ଗଲେ ସ୍ତ୍ରୀଙ୍କର ମନର କଥାକୁ ବୁଝିବା ବହୁତ କଷ୍ଟକର କଥା ଅଟେ । ଏପରି କିଛି କଥା ଯାହା ମହିଳାମାନଙ୍କ ବିଷୟରେ ଥାଏ । ଯାହାକି ସେ କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ । ଏପରି କି ସ୍ଵାମୀ ଓ ସାଙ୍ଗମାନଙ୍କୁ ମଧ୍ୟ କୁହନ୍ତି ନାହିଁ । ଆପଣମାନଙ୍କୁ ଏପରି ଛଅଟି କଥା କହିବୁ ଯାହାକୁ ପ୍ରାୟତଃ ସ୍ତ୍ରୀମାନେ କାହାକୁ ବି କୁହନ୍ତି ନାହିଁ ।

ପ୍ରଥମ

ସ୍ତ୍ରୀ ମାନେ ତାଙ୍କ ସ୍ଵାମୀଙ୍କୁ କୁହନ୍ତି ନାହିଁ କି ଖୁସି ସମୟରେ ସେ କିପରି ଅନୁଭବ କରୁଥିଲେ । ଯଦି ବା କୁହନ୍ତି ମିଛ ହିଁ କହିଥାନ୍ତି ।

ଦ୍ଵିତୀୟ

ସେମାନେ ନିଜର ପ୍ରଥମ ଭଲ ପାଇବା ବିଷୟରେ କେବେ ହେଲେ ସ୍ଵାମୀ ଆଗରେ କୁହନ୍ତି ନାହିଁ ।

ତୃତୀୟ

ସ୍ଵାମୀ ସ୍ତ୍ରୀ ମଧ୍ୟରେ କୌଣସି ଯୁକ୍ତି ବଢିଗଲେ ସାଧାରଣତଃ ସ୍ତ୍ରୀମାନେ ତାଙ୍କ ସବୁ କଥାରେ ରାଜି ହୋଇ ଯାଇଥାନ୍ତି । କିନ୍ତୁ ମନରେ ହିଁ କେବେ ହେଲେ ହାର ମାନି ନ ଥାନ୍ତି । ଏହା ତାଙ୍କ ସ୍ଵାମୀଙ୍କୁ ବି ସେମାନେ ଜଣାଇ ନ ଥାନ୍ତି । ସେ କେବଳ ଝଗଡାକୁ ଆଗକୁ ନ ବଢିବ ଓ ସ୍ଥିତି କିପରି ଭଲ ରହିବ ସେ କଥା ସେ ଚିନ୍ତା କରିଥାନ୍ତି ।

ଚତୁର୍ଥ

ଏପରି ଏକ କଥା ଯାହାକି ପ୍ରାୟତଃ ମହିଳାମାନେ ତାଙ୍କ ରୋଗ ବିଷୟରେ ସ୍ଵାମୀଙ୍କୁ କହି ନ ଥାନ୍ତି । ସେ ଚାହାନ୍ତି ନାହିଁ କି ତାଙ୍କ ରୋଗ ବିଷୟରେ ଜାଣିଲେ ତାଙ୍କ ସ୍ଵାମୀ ଚିନ୍ତାଗ୍ରସ୍ତ ହୁଅନ୍ତୁ ।

ପଞ୍ଚମ

ସବୁ ସ୍ତ୍ରୀମାନେ କିଛି ତାଙ୍କ ସଞ୍ଚୟ କରିଥାନ୍ତି ଯାହାକି ତାଙ୍କ ସ୍ଵାମୀଙ୍କୁ ମଧ୍ୟ କୁହନ୍ତି ନାହିଁ । ସର୍ବଦା କିଛି ଅର୍ଥ ସଞ୍ଚୟ କରି ରଖିଥାନ୍ତି । କିନ୍ତୁ ସ୍ଵାମୀଙ୍କର କିଛି ନିହାତି ଧନ ଆବଶ୍ୟକତା ପଡେ ସେତେବେଲେ ସ୍ତ୍ରୀ ମାନେ ତାଙ୍କର ଏହି  ଟଙ୍କା ଦେବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେହି ସମୟରେ ତାଙ୍କ ଟଙ୍କା କାର୍ଯ୍ୟରେ ଲାଗିଥାଏ ।

ଷଷ୍ଠ

ସ୍ତ୍ରୀମାନେ ତାଙ୍କ ସାଙ୍ଗମାନଙ୍କୁ ସବୁ କିଛି ସେୟାର କରିଥାନ୍ତି । କିନ୍ତୁ ତାଙ୍କ ସ୍ଵାମୀ ଆଗରେ କୁହନ୍ତି କି ସେ କାହାକୁ କିଛି କଥା ସେୟାର କରନ୍ତି ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।