3 ଥରରେ ବହୁତ ଅଧିକ ବଢାଇଦେବ ଦୃଷ୍ଟିଶକ୍ତି, ଚଷମା ବି ଦରକାର ହେବ ନାହିଁ, ଆଖିର ସବୁ ସମସ୍ୟାକୁ ମୂଳରୁ ଭଲ କରିଦେବ ଏହି ଖାସ ଉପାୟ

କଣ ଆପଣ ଜାଣିଛନ୍ତି ୬୫% ରୁ ବେଶୀ ଲୋକ ଆଜି ଆଖି ସମ୍ବନ୍ଧିତ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବା ଶରୀରର ଦୁର୍ବଳତା କାରଣରୁ ଆଖିରେ ଚଷମା ପିନ୍ଧୁଛନ୍ତି । ଆମେ ସମସ୍ତେ ପ୍ରତିଦିନ ନିଜର ଚେହେରା, ବାଳ, ଶରୀରକୁ ମେଣ୍ଟେନ ବହୁତ ଭଲ ଭାବରେ କରିଥାଉ କିନ୍ତୁ କୌଣସି ବ୍ୟକ୍ତି କୁ ଏହା ମନେ ନଥିବ କି ଶେଷ ଥର ନିଜ ଆଖି ଦେଖାଶୁଣା କେବେ କରିଥିଲେ ।

ଦୁର ଜିନିଷ ଦେଖା ନଯିବା, ଆଖିରୁ ପାଣି ବାହାରିବା, ବିନା ଚଷମା ରେ ଦେଖା ନଯିବା ସବୁ କିଛି ଆଖିର ଦୁର୍ବଳତା କାରଣରୁ ହୋଇଥାଏ । ଯେତେବେଳେ କୌଣସି ବ୍ୟକ୍ତିକୁ ଆଖିରେ ଚଷମା ଲାଗିଥାଏ ସେତେବେଳେ ସେହି ବ୍ୟକ୍ତି ଏହା ଭାବିଥାଏ କି ତାକୁ ଜୀବନସାରା ଚଷମା ବ୍ୟବହାର କରିବାକୁ ପଡ଼ିବ ।

କିନ୍ତୁ କିଛି ଏମିତି ଖାସ ଉପାୟ ଅଛି ଯାହା କରିବା ଦ୍ଵାରା ଆଖିର ଦୁର୍ବଳତା ବହୁତ ଶୀଘ୍ର ଶେଷ ହୋଇଯିବ । ଏବଂ ଚଷମା ମଧ୍ୟ ଲଗାଇବାକୁ ପଡ଼ିବ ନାହିଁ । ଆଜି ଆମେ ଆପଣଙ୍କୁ ସେହି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ପାନ ମାଧୁରୀ ଏବଂ କାକୁଡି କୁ ମିଶେଇ ଆଖିରେ ଉପରେ ଲଗେଇବା ଦ୍ଵାରା ଆଖିର ଦୁର୍ବଳତା ରେ ବହୁତ ଜଲ୍ଦୀ ସୁଧାର ଆସିଥାଏ । ଏଥିପାଇଁ ପ୍ରଥମେ ପାନମଧୁରୀ କୁ ୧୫ ମିନିଟ ପାଇଁ ପାଣିରେ ଭିଜେଇ ରଖନ୍ତୁ । ତାପରେ ଏହାକୁ ଫାଳେ କାକୁଡି ସହିତ ଗ୍ରାଇଣ୍ଡ କରି ଦିଅନ୍ତୁ । ଏହି ପେଷ୍ଟ କୁ ନିଜ ଆଖି ଉପରେ ଲାଗନ୍ତି ଏବଂ ୩୦ ରୁ ୪୦ ମିନିଟ ଏହାକୁ ଛାଡ଼ିଦିଅନ୍ତୁ ।

ବାଦାମ ଏବଂ କ୍ୟାଷ୍ଟରୋଲ ତେଲ ମଧ୍ୟ ଆଖି ପାଇଁ ବହୁତ ଉପକାରୀ ହୋଇଥାଏ । ଏହାକୁ ମିଶେଇ ଆଖିକୁ ୧୫ ମିନିଟ ପାଇଁ ମସାଜ କରନ୍ତୁ । ଏହା ଦ୍ଵାରା ଆଖିରେ ବ୍ଲଡ଼ ସର୍କୁଲେଶନ ହୋଇଥାଏ ଏବଂ ଆଖିର ପାୱାର ଫେରିବାକୁ ଲାଗେ ।

ଯଦି ଆପଣଙ୍କୁ କୌଣସି ପ୍ରକାରର ଆଖିର ସମସ୍ୟା ରହୁଛି ତେବେ ଆପଣ ଏହି ୨ଟି ଉପାୟକୁ ସପ୍ତାହରେ ୩ ଥର କରନ୍ତୁ । ରାତିରେ ଶୋଇବା ପୁର୍ବରୁ ଏହି ଉପାୟ ନିଶ୍ଚୟ କରନ୍ତୁ । ଏବଂ ଏହାର ଚମତ୍କାର ଦେଖନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।