ନାଲି ଲଙ୍କା କୁ ଚୁପଚାପ୍ ପୋତିଦିଅନ୍ତୁ, ଏହି ଜାଗାରେ ଶତ୍ରୁ ନିଜେ ଆସି ହାତଯୋଡି କ୍ଷମା ମାଗିବ…

ବନ୍ଧୁଗଣ ଅନେକ ଲୋକଙ୍କ ଜୀବନରେ କେହି ନା କେହି ଶତ୍ରୁ ରହିଥାନ୍ତି । ସେ ଘରେ ହେଉ ଅବା ବାହାରେ ଶତ୍ରୁ କେଉଁଠାରେ ବି ବାହାରି ପାରନ୍ତି । ଅନେକ ଲୋକଙ୍କର ନିଜ କର୍ମ କ୍ଷେତ୍ରରେ ମଧ୍ୟ ଶତ୍ରୁ ବାହାରି ତାଙ୍କର କ୍ଷତି କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଏହି ଶତ୍ରୁ ମାନଙ୍କ ଦାଉରୁ କିପରି ନିଜକୁ ରକ୍ଷା କରିବେ । ତେବେ ନାଲି ଲଙ୍କା ସାହାଜ୍ଯରେ ନିଜର ଶତ୍ରୁ ମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଏହି ଉପାୟ କରନ୍ତୁ ।

ବନ୍ଧୁଗଣ କୌଣସି ମଙ୍ଗଳବାର କି ଶନିବାର ଦିନ ହେଉ । ଏହି ବାର 2 ଟିରେ ଶତ୍ରୁଙ୍କୁ ନାସ କରିବାର ବହୁତ ବାର ହୋଇଥାଏ । ତେବେ ଆପଣ ଲଙ୍କାକୁ ନେଇ ଏହି ବାରରେ ଏହି ଉପାୟଟି ଶତ୍ରୁ ନାସ କରିବା ପାଇଁ କରି ଦେଖନ୍ତୁ । ଘରର ଆଖପାଖ ଜାଗାରେ ଏକ ମାଟି ସ୍ଥାନରେ ଏହି ଉପାୟକୁ କରନ୍ତୁ । ପ୍ରଥମେ 5 ଟି ଶୁଖିଲା ଲଙ୍କା ଆଣନ୍ତୁ ।

ଲଙ୍କାର ଡେମ୍ଫ ଛିଡାନ୍ତୁ ନାହିଁ । କି ଅଧା ଭଙ୍ଗା ଥିବା ଲଙ୍କାର ପ୍ରୟୋଗ କରନ୍ତୁ ନାହିଁ । ଏହି ଉପାୟ କରିବା ସମୟରେ ଆପଣଙ୍କ ଶତ୍ରୁଙ୍କ ନାମ ଲଗାତର କହି ଚାଲିଥିବେ । ଆପଣ ସାଥିରେ ନେଇକି ଆସିଥିବା 5 ଟି ଶୁଖିଲା ଲଙ୍କାକୁ ସେହି ମାଟି ସ୍ଥାନରେ ଗାତ ଖୋଳି ପୋତି ଦେଇ ଚାଲି ଆସନ୍ତୁ ।

ସେହି ମାଟି ସ୍ଥାନରେ ମାଟି ଖୋଲି ଗାତରେ ଲଙ୍କା ପୁରାଇ ଭଲ ଭାବେ ମାଟି ଦେଇ ତାହାକୁ ପୋତି ଦେଇ ଚାଲି ଆସନ୍ତୁ । ଏହି ଉପାୟ ବହୁତ ପ୍ରଭାବଶାଳୀ ଅଟେ । ଏହି ଉପାୟକୁ ବିଶ୍ବାସର ସହ କରିବା ଦ୍ଵାରା ଆପଣ ଆପଣଙ୍କ ଶତ୍ରୁ ଠାରୁ କେବେବି ପରାଜିତ ହେବାକୁ ପଡିବ ନାହିଁ ।

ହେଲେ ମଙ୍ଗଳବାର କି ଶନିବାର ବ୍ୟତୀତ ଅନ୍ୟ କୌଣସି ବାରରେ ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ ତାହାର ପ୍ରଭାବ ଦେଖିବାକୁ ମିଳିବ ନାହିଁ । ତେଣୁ ମନେ କରି ଆପଣ ଏହି ବାରରେ ବିଶ୍ବାସର ସହ ଏହାକୁ କରି ଦେଖନ୍ତୁ । ଆପଣଙ୍କୁ ଆପଣଙ୍କ ଶତ୍ରୁ ପାଖରୁ ବିଜୟ ଲାଭ ହେବ । ଆପଣ ନିଜ ଶତ୍ରୁର କବଳରୁ ରକ୍ଷା ପାଇପାରିବେ ।

ଆଶା କରୁଛୁ । ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।