ମରିଗଲେ ବି ଭୁଲରେ ଘରେ ଏହି 2 ଟି ଜିନିଷକୁ କେବେବି ଏକାଠି ରଖନ୍ତୁ ନାହିଁ… Baya Gita Tips

ବନ୍ଧୁଗଣ ଘରର ଆବଶ୍ୟକତା ଅନୁଯାଇ ଆମେ ଘର ପାଇଁ ଅନେକ କିଛି ଜିନିଷ କିଣାକିଣି କରିଥାଉ । ଯାହା ଆମ ଘର ପାଇଁ ଆବଶ୍ୟକ ହୋଇଥାଏ ତାହା ଆମେ କିଣି ଆଣି ଘରେ ରଖିଦେଇଥାଉ । ହେଲେ ଘରକୁ ଯେ କୌଣସି ଜିନିଷ ଆଣିବା ପୂର୍ବରୁ ଶାସ୍ତ୍ରରେ ଥିବା କିଛି ବିଶେଷ ନିୟମ ଉପରେ ଧ୍ୟାନ ରଖି ଜିନିଷ କିଣିକି ଆଣିବା ଦରକାର । ଏପରି କିଛି ଜିନିଷ ଅଛି, ଯାହାକୁ ବଜାରରୁ ଏକାଠି କିଣାଯାଇ ଆସେ ନାହିଁ କି ଘରେ ଏକାଠି କରି ମଧ୍ୟ ରଖାଯାଇନଥାଏ । ତେବେ ଏହି ସବୁ ବିଷୟରେ ଏଠାରେ ଚାଲନ୍ତୁ ଜାଣିବା ।

1- ବନ୍ଧୁଗଣ ଏକା ସମୟରେ ଝାଡୁ ଓ କୁଲା ଏକାଠି କେବେବି କିଣନ୍ତୁ ନାହିଁ । ଏପରିକି ଝାଡୁ ଓ କୁଲାକୁ ଘର ମଧ୍ୟରେ ଗୋଟିଏ ସ୍ଥାନରେ ଏକାଠି ମଧ୍ୟ ରଖନ୍ତୁ ନାହିଁ । ଏହା ଘର ପାଇଁ ଅଶୁଭ ହୋଇଥାଏ । ଏହି କଥା ଉପରେ ଆପଣଙ୍କୁ ଟିକିଏ ଧ୍ୟାନ ନିହାତି ଭାବେ ଦେବାକୁ ପଡିବ । ଘରେ ଯଦି କୌଣସି ସ୍ଥାନରେ ଝାଡୁ ଓ କୁଲାକୁ ଏକାଠି ରହିଥିବାର ଦେଖିବାକୁ ପାଆନ୍ତି । ତେବେ ଆଉ ବିଳମ୍ବ ନକରି ତାହାକୁ ତୁରନ୍ତ ଅଲଗା କରି ରଖି ଦିଅନ୍ତୁ ।

କାରଣ ଏଭଳି ଭାବେ ଝାଡୁ ଓ କୁଲା ଏକାଠି ରହିବା ଦ୍ଵାରା ଘରେ ଘର ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇଥାଏ । ଘରେ ଅନେକ ସମୟରେ କଳି ଝଗଡା ଦେଖିବାକୁ ମିଳିଥାଏ । ଯାହା ଦ୍ଵାରା ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଯେଉଁ ଘରେ ସବୁବେଳେ କଳହ ଝଗଡା ଲାଗି ରହିଥାଏ । ସେହି ଘରେ କେବେବି ମାତା ଲକ୍ଷ୍ମୀଙ୍କର ବାସ ହୋଇପାରିନଥାଏ । ସେହି ଘରକୁ ମାଆ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । 2- ବନ୍ଧୁଗଣ ଘରେ ଝାଡୁ ଓ ଜୋତାକୁ ମଧ୍ୟ କେବେ ଏକାଠି କରି ରଖନ୍ତୁ ନାହିଁ । ନଚେତ ସେହି ଘରକୁ ମାତା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ସେହି ଘରେ ଦୁଃଖ ଓ ଦରିଦ୍ରତା ମାଡି ଆସିଥାଏ । ଘରେ ଆର୍ଥିକ ସ୍ଥିତି କମଜୋର ହୋଇଯାଇଥାଏ ।

ଘରେ ଅନେକ ସମୟରେ ଆର୍ଥିକ ଅଭାବ ଅନାଟନ ଲାଗି ରହିଥାଏ । ଯାହା ଦ୍ଵାରା ସେହି ଘରେ କେହି କେବେ ଉନ୍ନତି କରିପାରନ୍ତି ନାହିଁ । ତେଣୁ ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିଲେ । ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ବଜାୟ ରହିବ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଟିଏ କରିବା ସହ ପୋଷ୍ଟଟିକୁ ବହୁ ମାତ୍ରାରେ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ ।