ନଡିଆ ତେଲରେ ଏହି ଜିନିଷ ମିଶାଇ ଲଗାଇଲେ, ଛୁଟି ଘନ, ଲମ୍ବା ଓ କଳା ହୋଇଯିବ… Benefits of coconut oil for hair

ବନ୍ଧୁଗଣ ପ୍ରାକୃତିକ ଉପାୟରେ ଆପଣ ନିଜ ଚୁଟିକୁ କିଭଳି ଭାବେ ହେଲଦି ଆଉ ସୁନ୍ଦର କରିପାରିବେ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଦ୍ଵାରା ଆପଣଙ୍କ ହେୟାର ଫଲ୍ କମ୍ ହେବା ସହ ଚୁଟି ଭଲରେ ବଢିବାକୁ ଲାଗିଥାଏ । ଏଥିସହ ହେୟାର ବ୍ଲାକ ଓ ସାଇନି ମଧ୍ୟ ହୋଇଯାଏ । ତେବେ କେଶର ସମସ୍ଯାକୁ ଦୂର କରିବା ପାଇଁ ଯେଉଁ ଉପାୟ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ । ତାହା ପାଇଁ ଆପଣଙ୍କୁ 2 ଟି ଜିନିଷର ଆବଶ୍ୟକତା ପଡିବ ।

ସେଥିମଧ୍ୟରୁ ପ୍ରଥମ ଜିନିଷଟି ହେଉଛି ନଡିଆ ତେଲ । ବନ୍ଧୁଗଣ ନଡିଆ ତେଲ ଆମ ହେୟାର ପାଇଁ କେତେ ଲାଭକାରୀ ଅଟେ । ଏ କଥା ଆପଣ ମାନେ ନିହାତି ଭାବରେ ଜାଣିଥିବେ । ନଡିଆ ତେଲ ଆମ ହେୟାର ଗ୍ରୋଥରେ ବହୁତ ଅଧିକା ସାହାଜ୍ଯ କରିଥାଏ । ଏହି ନଡିଆ ତେଲ ହିଁ ଆମ ଚୁଟି ପାଇଁ ସବୁଠାରୁ ବେଷ୍ଟ ହୋଇଥାଏ । ପ୍ରଥମେ ଗୋଟିଏ ବାଉଲରେ 1 ଚାମଚ ନଡିଆ ତେଲ ନିଅନ୍ତୁ ।

ଆପଣଙ୍କ ଚୁଟି ପାଇଁ ଯେତିକି ପରିମାଣର ତେଲର ଆବଶ୍ୟକତା ଥାଏ । ଆପଣ ସେହି ପରିମାଣରେ ତେଲ ନେଇପାରିବେ । ତେବେ ଏହି ଉପାୟରେ ଦିତୀୟରେ ଆମେ ଯେଉଁ ସାମଗ୍ରୀକୁ ଆଡ୍ କରିବା ପାଇଁ କହିବୁ । ତାହା ହେଉଛି ସୋରିଷ ତେଲ । ତେବେ ସୋରିଷ ତେଲ ଆପଣ ଖାଦ୍ୟରେ ନିହାତି ଭାବେ ବ୍ୟବହାର କରୁଥିବେ । ତେବେ ଏହାକୁ ଆପଣ ଖାଦ୍ୟରେ ବ୍ୟବହାର କରିବା ସହ ନିଜ ଚୁଟିକୁ ହେଲଦି ରଖିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ ।

ଚୁଟିକୁ ମୋଟା ଓ ଘନ କରିବାରେ ସୋରିଷ ତେଲର ଭୂମିକା ବହୁତ ଅଧିକ ରହିଥାଏ । ତେବେ ଯେତିକି ପରିମାଣରେ ଆପଣ ନଡିଆ ତେଲ ନେଇଥିବେ । ସେହି ପରିମାଣ ଅନୁଯାଇ ସେଥିରେ ସୋରିଷ ତେଲର ଆଡ୍ କରନ୍ତୁ । ତାପରେ ଏହି 2 ଟି ଯାକ ତେଲକୁ ଆପଣ ମିକ୍ସ କରି ଏହାକୁ ନିଜ ଚୁଟିରେ ଲଗାଇବା ପୂର୍ବରୁ ଅଳ୍ପ ସମୟ ପାଇଁ ଖରାରେ ରଖି ଦିଅନ୍ତୁ ।

ନଚେତ ଏହି ତେଲକୁ ଅଳ୍ପ ଉଷୁମ କରି ନିଜ ଚୁଟିର ମୂଳରେ ଓ ଲେନ୍ଥରେ ଭଲ ଭାବେ ଲଗାନ୍ତୁ । ଯେତେବେଳେ ଆପଣ ନିଜ ହେୟାରରେ ତେଲ ଲଗାଇବେ ଭଲ ଭାବରେ ମସାଜ କରି ଲଗାନ୍ତୁ । ତେବେ ଏହିଭଳି ଆପଣ ସପ୍ତାହରେ 1 ରୁ 2 ଥର ନିଜ ଚୁଟିରେ ତେଲ ଲଗାନ୍ତୁ ।

କାରଣ ଚୁଟିରେ ତେଲ ଲଗାଇବା ଦ୍ଵାରା ଚୁଟିର ମୂଳ ମଜଭୁତ ହୋଇବା ସହ ଚୁଟି ଛିଡିବା କମିଯାଇଥାଏ । ଏଥିସହ ହେୟାର ମଧ୍ୟ ଭଲ ଭାବରେ ବଢିବାକୁ ଲାଗିଥାଏ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।