ଏମିତି କଣ ହେଲା କି ଧାରଣାରତ Doctor ଙ୍କୁ ମୁଣ୍ଡିଆ ମାରି ଭୁଲ ମାଗିଲେ CDMO, ଦେଖନ୍ତୁ Video

ନବରଙ୍ଗପୁର CDMO ଅଫିସରେ ଦେଖିବାକୁ ମିଳିଛି । CDMO ଡା: ଶୋଭାରାଣୀ ମିଶ୍ରଙ୍କ ବିରୋଧରେ ଦୁ-ର୍ବ୍ୟ-ବ-ହା-ର ଅ-ଭି-ଯୋ-ଗ ଆଣିଥିଲେ ଡାକ୍ତର ସଚ୍ଚିକାନ୍ତ ଲେଙ୍କା । ଆଉ ଏଥିପାଇଁ CDMOଙ୍କ ଅଫିସ ସାମନାରେ ଧାରଣାରେ ବସିଥିଲେ ଡାକ୍ତର । ଏହା ପରେ ସେଠାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଏହି ଭା-ଇ-ରା-ଲ ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ନବରଙ୍ଗପୁର CDMO କିପରି ଅ-ଭି-ଯୋ-ଗ-କା-ରୀ ଡାକ୍ତରଙ୍କୁ ମୁଣ୍ଡିଆ ମା-ରୁ-ଛ-ନ୍ତି ।

ତେବେ ଘଟଣାଟି ହେଉଛି ଡାକ୍ତର ଜଣଙ୍କ ଗତ କିଛି ଦିନ ତଳେ ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ମା-ନ-ସି-କ ଭାବେ ଅ-ତ୍ୟା-ଚା-ର କରାଯାଉଥିବା ଅ-ଭି-ଯୋ-ଗ ନେଇ CDMO ଙ୍କ ପାଖକୁ ଆସିଥିଲେ । କିନ୍ତୁ CDMO ସେଥିପ୍ରତି ଧ୍ୟାନ ଦେଇ ନଥିଲେ ଓ ତାଙ୍କ ଅ-ଭି-ଯୋ-ଗ-କୁ ଅବହେଳା କରିଥିଲେ । ଏହା ସହ CDMO ଡାକ୍ତରଙ୍କୁ ସମ୍ପର୍କରେ କହିଥିଲେ କି, ‘ସେଇଟା ଏଠି ଆସିକି କାଇଁ ଭୁକୁଛି ?’ ତେବେ CDMO ଙ୍କ ଏପରି ବ୍ୟବହାରକୁ ପ୍ରତିବାଦ କରି ଡାକ୍ତର ଧାରଣାରେ ବସିଥିଲେ ।

ଡାକ୍ତରଙ୍କ ଇନସେନଟିଭ ସାଙ୍କସନ ହୋଇନି ଓ ତାଙ୍କ ଇନକ୍ରିମେଣ୍ଟ ମଧ୍ୟ ଅଟକାଇ ରଖାଯାଇଛି, ଏପରିକି ସେ ବିବାହ କରିବା ପରେ ତାଙ୍କୁ କ୍ଵାର୍ଟର ମଧ୍ୟ ଦିଆଯାଇ ନାହିଁ । ଯାହା ଫଳରେ ସେ ବାହାରେ ଘର ନେଇ ରହିବାକୁ ବାଧ୍ୟ ହୋଇଛନ୍ତି । ଏହା ସହ ତାଙ୍କୁ ହଇରାଣ କରିବା ପାଇଁ ବାରମ୍ବାର ଡ୍ଯୁଟି ପରିବର୍ତ୍ତନ କରାଯାଉଛି । ତାଙ୍କର ସାତ ମାସର ଛୋଟ ଛୁଆ ଥିବାରୁ ସେ କାର୍ଯ୍ୟକ୍ଷେତ୍ରରେ ତାଙ୍କ ପ୍ରତି କରାଯାଉଥିବା ଅଭଳି ବ୍ୟବହାରରେ ଅତିଷ୍ଠ ହୋଇ ପଡିଲେଣି ।

ଅନ୍ୟପଟେ ଏହିସବୁ ଅଭିଯୋଗ ନେଇ CDMO ଙ୍କ ପାଖକୁ ଆସିବା ପରେ ସେ ମଧ୍ୟ ଅବହେଳା କରିବା ସହ ତାଙ୍କୁ କୁକୁର ତୁଲ୍ୟ ବ୍ୟବହାର କରିଥିବା ନେଇ ସେ ଧାରଣାରେ ବସିଥିଲେ । ସେପଟେ CDMO କହୁଛନ୍ତି କି ଡାକ୍ତର ତାଙ୍କ କ୍ୟାବିନକୁ ଆସି ତାଙ୍କୁ ପ୍ରଥମେ ଗା-ଳି-ଗୁ-ଲ-ଜ ଓ ଦୁ-ର୍ବ୍ୟ-ବ-ହା-ର କରିଛନ୍ତି । ଏପରିକି ସିସିଟିଭି ଫୁଟେଜ ଚେକ କଲେ ସତ ଜଣାପଡିବ ଏବଂ ଏଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ଏହା ସହ ଡାକ୍ତର ତାଙ୍କୁ କୌଣସି ଲିଖିତ ଅଭିଯୋଗ ଦେଇ ନଥିବା କଥା ମଧ୍ୟ ସେ କହିଛନ୍ତି । ଏହି ସମ୍ପର୍କରେ ଉପର ସ୍ତରରେ ତ-ଦ-ନ୍ତ ପାଇଁ ମଧ୍ୟ CDMO ରାଜି ଥିବା କହିଛନ୍ତି । ତେବେ CDMO ଓ ଡାକ୍ତରଙ୍କ ମଧ୍ୟରେ ଏପରି ହାଇଡ୍ରାମାର ଭିଡିଓ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ସାଜିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।