Naba Das ଙ୍କ ଗାଡିରେ ଥିବା ଗୁଳି ଚିହ୍ନରୁ ଖୁଲାସା ହେବ ପ୍ରକୃତ ସତ ! ଦୁଇଟି ଯାକ ଗାଡିରେ ବାଜିଥିଲା ଗୁଳି, ଦେଖନ୍ତୁ ଦୃଶ୍ୟ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରେ ଫା-ୟା-ରିଂ କରାଯିବା ଘଟଣା ରାଜ୍ୟବାସୀଙ୍କ ମନରୁ କେବେବି ଲିଭିବନି । ଝାରସୁଗୁଡାରୁ ବ୍ରଜରାଜନଗର ଅଭିମୁଖେ ଯାଉଥିବା ନବ ଦାସ ଯେତେବେଳେ ଗାନ୍ଧୀଛକରେ ଅଟକିଥିଲେ ସେତେବେଳେ ତାଙ୍କ ଉପରେ ଅତର୍କିତ guli mada କରିଥିଲେ ଅଭିଯୁକ୍ତ ପୋଲିସ ASI ଗୋପାଳକୃଷ୍ଣ ଦାସ । ଜିନ୍ଦାବାଦ ନାରାରେ ସମଗ୍ର ଆଞ୍ଚଲ ଫା-ଟି ପଡୁଥିଲା ଏବଂ କିଛି ବିଜେଡି କର୍ମୀ ତାଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା ମଧ୍ୟ କରିଥିଲେ ।

ହେଲେ ଏତିକି ବେଳେ ASI ଗୋପାଳ ଚଳାଇଥିବା guli ଯାଇ ବାଜିଥିଲା ନବ ଦାସଙ୍କ ଛାତିରେ । guli ବାଜିବା ମାତ୍ରେ ନବ ଦାସ ସଙ୍ଗେ ସଙ୍ଗେ ପାଟି କରି କହିଥିଲେ, କିଏ ଗୋଟେ ମା-ରି ଦେଲାରେ । ପାଖରେ ଠିଆ ହୋଇଥିବା ବିଜେଡି କର୍ମୀଙ୍କ ମୁଣ୍ଡ ମଧ୍ୟ କାମ କରି ନଥିଲା । ଦେଖୁ ଦେଖୁ ର-କ୍ତା-କ୍ତ ହୋଇ ଯାଇଥିଲେ ନବ ଦାସ । ଏତେ ର-କ୍ତ ବୋହିଥିଲା ଯେ ସେ ବସିଥିବା ଗାଡିରେ ମଧ୍ୟ ତାହା ଛିଟିକି ପଡିଥିଲା । ଯାହାକି ଏବେବି ସେହି ଗାଡିରେ ଲାଗି ରହିଥିବା ଦେଖିବାକୁ ମିଳିଛି ।

ନବ ଦାସ ଏକ ପ୍ରାଇଭେଟ ଇନୋଭା ଗାଡିରେ ବସିଥିଲେ । ଆଉ ତାଙ୍କୁ ଦିଆ ଯାଇଥିବା ସରକାରୀ ଗାଡିଟି ତାଙ୍କ ପଛରେ ରହିଥିଲା । ନବ ଦାସଙ୍କ ପିଏସଓ ତାଙ୍କ ପଛ ଗାଡିରେ ଥିଲେ । ତେବେ ନବ ଦାସଙ୍କୁ ମ-ରା ଯାଇଥିବା guliରୁ ଗୋଟିଏ ତାଙ୍କ ଛାତିରେ ପଶି ଯାଇଥିବା ବେଳେ ଆଉ ଏକ guli ପଛ ଗାଡିରେ ବାଜିଥିବା ଦେଖିବାକୁ ମିଳିଛି ।

guliଟି ଗାଡିରେ ବାଜି ସେଠାରେ ଏକ କଣା ହୋଇଯାଇଛି । ଏହି ସମୟରେ ଅଭିଯୁକ୍ତ ଗୋପାଳକୁ କାବୁ କରି ନିଆ ଯାଇଥିଲା । ଫଳରେ ଶେଷ ଦୁଇଟି guli ବ୍ଳାଙ୍କ ଫା-ୟା-ରିଂ ହୋଇଥିଲା । ନହେଲେ ଏହା ଅନ୍ୟ କାହା ଦେହରେ ବାଜିବାର ସମ୍ଭାବନା ଥିଲା । ଯେହେତୁ ସେହି ସ୍ଥାନରେ ଅନେକ ଭିଡ ଥିଲା ତେଣୁ ଆଉ କିଛି ଧନଜୀବନ ମଧ୍ୟ ବିପଦରେ ପଡିଥାନ୍ତା । ତେବେ ଗାଡି ଦୁଇଟିର ଫରେନସିକ ଯାଞ୍ଚ କରିବା ପାଇଁ ଏହାକୁ ରଖାଯାଇଛି ।

ଜଣେ ସରକାରୀ ସୁରକ୍ଷାକର୍ମୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି guli ମା-ରି-ଲେ ଏହି ପ୍ରଶ୍ନ ଏବେବି ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି । ତେବେ ଦେଖାଯାଉ ଆଗକୁ ଏ ଘଟଣା ସମ୍ପର୍କରେ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।