ASI ଗୋପାଳଙ୍କ ବାଲ୍ୟବନ୍ଧୁ କଲେ ବଡ ଖୁଲାସା ! କହିଲେ ଚାପୁଡାର ପ୍ରରିଶୋଧ ନେଇଛନ୍ତି ଗୋପାଳ, ଦେଖନ୍ତୁ video

ASI ଗୋପାଳ ଦାସ ନବ ଦାସଙ୍କୁ guli ମା-ରି-ବା ପଛର ଆଉ ଏକ କାରଣ ଏବେ ଲୋକେ ଚର୍ଚ୍ଚା କରୁଛନ୍ତି । ନବ ଦାସ କୁଆଡେ ଗୋପାଳଙ୍କୁ ଚା-ପୁ-ଡା ମା-ରି-ଥି-ଲେ । ଗୋପାଳ ଝାରସୁଗୁଡାରେ ଡ୍ଯୁଟିରେ ଥିବାବେଳେ ନବ ଦାସ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଅପମାନିତ କରିଥିଲେ । ସେତେବେଳେ କଂଗ୍ରେସ ବିଧାୟକ ଭାବେ କାମ କରୁଥିଲେ ନବ ଦାସ । ସେଦିନ ଠାରୁ ଗୋପାଳ ପ୍ର-ତି-ଶୋ-ଧ ନିଆଁରେ ଜ-ଳୁ- ଥି-ଲେ ବୋଲି ଏକଥା ନିଜ ବନ୍ଧୁଙ୍କୁ କହିଥିଲେ । ଗୋପାଳଙ୍କ ବନ୍ଧୁ ଏକଥା ନିଜେ ପ୍ରକାଶ କରିଛନ୍ତି ।

ଯଦି ଏକଥା ସତ ତେବେ ନବ ଦାସଙ୍କୁ guli ମା-ରି-ବା-ର ଏହା ଏକ କାରଣ ହୋଇପାରେ । ଗୋପାଳ ବ୍ରହ୍ମପୁରରେ ଥିବା ନିଜ ବାଲ୍ୟବନ୍ଧୁଙ୍କୁ ଏକଥା କହିଥିବା ଜଣାପଡିଛି । ଗୋପାଳ ହେଲମେଟ ଚେକିଙ୍ଗ ଡ୍ଯୁଟିରେ ଥିବାବେଳେ ନବ ଦାସ ତାଙ୍କୁ ଚା-ପୁ-ଡା ମା-ରି-ଥି-ଲେ । ଗୋପାଳ ଦାସ ଅତି ଶାନ୍ତ ଓ ଭଦ୍ର ଥିଲେ ବୋଲି ତାଙ୍କ ବନ୍ଧୁମାନେ କହିଛନ୍ତି । ଗୋପାଳ କେବେ ରାଗନ୍ତି ନାହିଁ ଏବଂ କଲେଜ ଜୀବନରେ ତାଙ୍କ ରେକର୍ଡ ମଧ୍ୟ ବହୁଟ ଭଲ ।

ଟିଭିରେ ଗୋପାଳଙ୍କ ନାମ ଶୁଣି ସେ ଅବାକ ହୋଇ ଯାଇଥିବା କହିଛନ୍ତି । ଗୋପାଳ ଅତ୍ୟନ୍ତ ଶାନ୍ତ ସରଳ ଥିବାବେଳେ ଜଣେ ପ୍ରଭାବଶାଳୀ ନେତାଙ୍କୁ ଏମିତି guli କରିବେ ବୋଲି ସେ ବିଶ୍ବାସ କରିପାରୁ ନଥିବା କହିଛନ୍ତି । ଏତେ ଶାନ୍ତ ବ୍ୟକ୍ତିଙ୍କ ସେଣ୍ଟିମେଣ୍ଟକୁ କେହି ହ-ର୍ଟ ନକଲେ କେହି ଏମିତି କାମ କରିବେନି ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ଘଟଣା ଯାହା ହେଉ ନା କାହିଁକି ତଦନ୍ତ ପରେ ସତ କଣ ସାମ୍ନାକୁ ଆସିବ ବୋଲି ଗୋପାଳଙ୍କର ଜଣେ ପତ୍ରକାର ବନ୍ଧୁ କହିଛନ୍ତି । ନବ ଦାସଙ୍କୁ ବିଚ୍ ସଡକରେ ଏଭଳି guli ମା-ରି ଏଭଳି ହ-ତ୍ୟା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ବର୍ତ୍ତମାନ କ୍ରା-ଇ-ମ-ବ୍ରା-ଞ୍ଚ ଏନେଇ ତଦନ୍ତ ଆରମ୍ଭ କରି ସାରିଥିବା ବେଳେ ଆଗକୁ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସିବ ଏନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ ଗୋପାଳଙ୍କୁ ନବ ସତରେ ଚାପୁଡା ମା-ରି-ଥି-ଲେ କି ?

ଗୋପାଳ ସେହି ଚାପୁଡାର ପ୍ର-ତି-ଶୋ-ଧ ନେବାକୁ ଯାଇ ତାଙ୍କୁ guli ମା-ରି-ଛି କି ? ଗୋପାଳଙ୍କ ବନ୍ଧୁ ସତ କହୁଛନ୍ତି ତ ? ଏହାର ସଠିକ ତଦନ୍ତ ହେବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।