Naba Das ଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଦୁଇ ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ସେଦିନର ସଂପୂର୍ଣ୍ଣ ଦୃଶ୍ୟ, ସେ ଯାହା କହୁଛନ୍ତି ନା… ଦେଖନ୍ତୁ video

ପୋଲିସ ASI ଗୋପାଳକୃଷ୍ଣ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରକୁ କାହିଁକି guli ଚାଳନା କଲେ ? ଏନେଇ ତଦନ୍ତ କରିବାରେ ଲାଗିପଡିଛି କ୍ରାଇମବ୍ରାଞ୍ଚ । ତେବେ ଅନ୍ୟପରେ ଏହି ଘଟଣାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏ ସମ୍ପର୍କରେ guli କା-ଣ୍ଡର ପ୍ରତ୍ଯକ୍ଷଦର୍ଶୀ ମୁହଁ ଖୋଲିଛନ୍ତି ଓ ବଡ ଖୁଲାସା କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ସେଦିନ ଗୋପାଳଙ୍କ ହାତରେ bandhuka ଥିଲା ଓ ସେ ହିଁ ନବ ଦାସଙ୍କ ଉପରକୁ guli ମା-ଡ କରିଥିଲେ ।

ହେଲେ guli ଚଳାଇବା ପରେ ସେଠାରୁ ଫେରାର ହେବାକୁ ସେ ଆଦୌ ଚେଷ୍ଟା କରି ନଥିଲେ । ସେ ତୁରନ୍ତ ନିଜକୁ ସରେଣ୍ଡର କରିଥିଲେ । ଆହୁରି ମଧ୍ୟ କୁହାଯାଉଛି କି ସେଦିନ ସେ ପ୍ରଥମ ଥର ପାଇଁ ନିଜ ସହ bandhuka ଆଣିଥିଲେ । ନବ ଦାସ ଗାଡିରୁ ଭଲରେ ବାହାରକୁ ବି ବାହାରି ନଥିଲେ । କିଛି ବିଜେଡିକର୍ମୀ ନବଙ୍କୁ ଫୁଲମାଳ ପିନ୍ଧାଇବା ସମୟରେ ହଠାତ guli ଚଳାଇଥିଲେ ଗୋପାଳ । ଆଉ guliଟି ସିଧା ଯାଇ ନବ ଦାସଙ୍କ ଛାତିରେ ବାଜିଥିଲା । ଆଉ ପ୍ରତ୍ଯକ୍ଷଦର୍ଶୀ ବୟାନ କରିଛନ୍ତି ସେହି ଛାତିଥରା ଦୃଶ୍ୟ ।

ସେ କହିଛନ୍ତି କି, ନବ ଦାସଙ୍କୁ ଫୁଲମାଳ ପିନ୍ଧାଉଥିବା କର୍ମୀଙ୍କ ପଛରେ ହିଁ ଥିଲେ ଗୋପାଳ । ଗୋଟିଏ ମାଳ ପିନ୍ଧା ସରିବା ପରେ ଦ୍ଵିତୀୟ ମାଳ ପିନ୍ଧାଯିବା ପୂର୍ବରୁ ହିଁ ଗୋପାଳ guli ଚଳାଇ ଦେଇଥିଲେ । guli ଚଳାଇବା ସଙ୍ଗେ ସଙ୍ଗେ ଗୋପାଳ ସରେଣ୍ଡର କରିଥିଲେ । ସେଠାରେ ଥିବା ଅନ୍ୟ ପୋଲିସକର୍ମୀ ଏବଂ ବିଜେଡି କର୍ମୀ ଗୋପାଳଙ୍କୁ କାବୁ କରି ନେଇଥିଲେ । ଏହି ସମୟରେ ଗୋପାଳ ତିନିଥର ସରେଣ୍ଡର ବୋଲି କହିଥିଲା ।

ଏଭଳି ବୟାନ ଦେଇଥିବା ସୁରକ୍ଷାକର୍ମୀ ଜଣକ ନିଜେ ଆଗପଟୁ ଗୋପାଳକୁ କାବୁ କରିଥିଲେ ବୋଲି କହିଛନ୍ତି । ଗୋପାଳ ଆଗରୁ କେବେ ନିଜ ସହ bandhuka ଆଣୁ ନଥିବା ବେଳେ ସେଦିନ କାହିଁକି bandhuka ଆଣିଥିଲେ ବୋଲି ତାଙ୍କୁ ପଚରା ଯାଇଥିଲା । ଏନେଇ ସେ କହିଥିଲେ କି, ସିକ୍ଯୁରିଟି ପାଇଁ bandhuka ଆଣିଛି । ଏହାର ମାତ୍ର କେଇ ଦିନ ପୂର୍ବରୁ ଗୋପାଳକୁ bandhuka ଇସ୍ୟୁ ହୋଇଥିଲା ।

ତେବେ ଗୋଟିଏପଟେ ଏହା ଏକ ଯୋଜନାବଦ୍ଧ ହ-ତ୍ୟା-କା-ଣ୍ଡ ବୋଲି ସନ୍ଦେହ କରା ଯାଉଥିବା ବେଳେ ଅନ୍ୟପଟେ ଗୋପାଳଙ୍କ ସ୍ତ୍ରୀ ଏବଂ ଡାକ୍ତର କହୁଛନ୍ତି କି ଗୋପାଳଙ୍କ ମା-ନ-ସି-କ ଅବସ୍ଥା ଭଲ ନଥିଲା । ତେବେ ଗୋପାଳ ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ guli ମା-ରିଲେ କି ଏହା ପଛରେ ଅନ୍ୟ କୌଣସି ବଡ ଷଡଯନ୍ତ୍ର ରହିଛି ତା’ର ଶୀଘ୍ର ଖୁଲାସା ହେବ ବୋଲି ଆଶା କରୁଛୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।