Naba Das କେତେ ସମ୍ପତ୍ତି ଛାଡି ଯାଇଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଏହାସହ ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିଷୟରେ କିଛି ଅଜଣା କଥା

ଘଟଣାକୁ ତିନିଦିନ ବିତି ଯାଇଥିଲେ ବି ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ମାମଲକୁ ନେଇ ଚର୍ଚ୍ଚା ଥମୁନି । ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ଆଜି ଆମେ ଆପଣଙ୍କୁ ନବ ଦାସଙ୍କ ଘର, ପରିବାର ଓ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ତଥ୍ୟ ପ୍ରଦାନ କରିବୁ । ନବ ଦାସ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ଓ ତାଙ୍କ ବିଷୟରେ କିଛି ଅଜଣା କଥା ମଧ୍ୟ ଆପଣଙ୍କୁ କହିବୁ । ସମସ୍ତଙ୍କ ପ୍ରିୟା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଆଉ ଆମ ଗହଣରେ ନାହାନ୍ତି ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ASI ଗୋପାଳ ଦାସଙ୍କ ଗୁ-ଳି-ରେ ତାଙ୍କ ଜୀବନ ଚାଲିଯାଇଛି । ଯାହାକି ରାଜ୍ୟ ରାଜନୀତିକୁ ଦୋହଲାଇ ରଖି ଦେଇଛି । ନବ ଦାସଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ସୁରକ୍ଷାକର୍ମୀ ମନ୍ତ୍ରୀଙ୍କୁ guli ମା-ରି-ବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନବ ଦାସଙ୍କୁ ହ-ତ୍ୟା କରାଯିବାର କାରଣ ତଦନ୍ତ କରିବାରେ ଲାଗିଛି କ୍ରା-ଇ-ମ-ବ୍ରା-ଞ୍ଚ । ନବଙ୍କ ପରିବାର ଲୋକେ ଏନେଇ ଯୋଜନାବଦ୍ଧ ଭାବେ ଷ-ଡ-ଯ-ନ୍ତ୍ର କରା ଯାଇଥିବା କଥା କହୁଛନ୍ତି ।

ନବ ଦାସ ପୂର୍ବେ କଂଗ୍ରେସ ଦଳ ପାଇଁ କାମ କରୁଥିଲେ । ଏହା ପରେ ସେ ବିଜେଡିକୁ ଦଳ ପରିବର୍ତ୍ତନ କରିଥିଲେ । ବିଜେଡି ଆସନରେ ବିଧାୟକ ହେବା ପରେ ନବ ଦାସଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ନବ ଦାସଙ୍କ ଘରେ ତାଙ୍କ ସ୍ତ୍ରୀ, ବଡ ପୁଅ ଏବଂ ଝିଅ ଦୀପାଳି ଅଛନ୍ତି ।

ଗତ ଉପନିର୍ବାଚନ ସମୟରେ ଦୀପାଳିଙ୍କୁ ରାଜନୀତିରେ ସକ୍ରିୟ ରହିଥିବା ଦେଖିବାକୁ ମିଳିଥିବା । ବିଜେଡିର ପ୍ରଚାର କାର୍ଯ୍ୟରେ ସେ ଯୋଗ ଦେଉଥିଲେ ଏବଂ ବାପାଙ୍କ ପାଦଚିହ୍ନ ଅନୁସରଣ କରି ରାଜନୀତିକୁ ଆପଣେଇଛନ୍ତି ବୋଲି କହିଥିଲେ । ନବ ଦାସଙ୍କର ଝାରସୁଗୁଡାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି ଓ ତାଙ୍କର ଏକାଧିକ ଗାଡି ମଧ୍ୟ ରହିଛି । ନବ ଦାସ ମାଇନିଂ କାର୍ଯ୍ୟରେ ମଧ୍ୟ ସାମିଲ ଥିଲେ ଓ ସେଥିରୁ ଲକ୍ଷ ଲକ୍ଷ ଅର୍ଥ ଉପାର୍ଜନ କରିଥିଲେ ।

ନବ ଦାସ ବର୍ତ୍ତମାନ ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି । ନବ ଦାସଙ୍କ ଆସନରେ ଝିଅ ଦୀପାଳି ବସିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।