ASI ଗୋପାଳଙ୍କ ଭାଇଙ୍କ ଭୂମିକା ସନ୍ଦେହ ଘେରରେ, ଗୋପାଳଙ୍କୁ ଜେରା ଆରମ୍ଭ ହେବାର କେଇ ଘଣ୍ଟାରେ ପୋଲିସ ତାଙ୍କ ଭାଇଙ୍କୁ ଉଠାଇ ନେଲା, ଦେଖନ୍ତୁ video

ମନ୍ତ୍ରୀ ନବ ଦାସଙ୍କୁ guli-କା-ଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ASI ଗୋପାଳ ଦାସଙ୍କ ଭାଇଙ୍କୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିବାରେ ଲାଗିଛି । ଏହି ଘଟଣା ପଛରେ ସତ୍ୟନାରାୟଣଙ୍କ ହାତ ଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । କାରଣ ଗୋପାଳ ଗି-ର-ଫ ହୋଇଥିବା ବେଳେ ଜେରା ଆରମ୍ଭରୁ ପୋଲିସ ତାଙ୍କ ଭାଇ ସତ୍ୟନାରାୟଣଙ୍କୁ ମଧ୍ୟ ଉଠାଇ ନେଇଛି ।

ଗୋପାଳଙ୍କୁ ପଚରାଉଚରା କରିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ପୋଲିସ ତାଙ୍କୁ କାହିଁକି ଉଠାଇ ନେଲା ? ନିଶ୍ଚିତ ଭାବେ ଏହି ଘଟଣାରେ ସତ୍ୟନାରାୟଣଙ୍କର କିଛି ସମ୍ପୃକ୍ତି ଥାଇ ପାରେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । କାରଣ ଗୋପାଳଙ୍କ ସ୍ତ୍ରୀ ଓ ପରିବାରକୁ ପଚରାଉଚରା କରିବା ପୂର୍ବରୁ ପୋଲିସ ଗୋପାଳଙ୍କ ଭାଇଙ୍କୁ ଉଠାଇ ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସ୍ତ୍ରୀ ଓ ବଡଭାଇ ଥାଉ ଥାଉ ପରିବାର ଲୋକଙ୍କୁ ମେଡିକାଲ ରିପୋର୍ଟ ସବୁ ଆଣିବାକୁ କହିଥିଲା ପୋଲିସ ।

ଏସବୁ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । କୁହାଯାଉଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ guli ମା-ରି-ବା ପୂର୍ବରୁ ନବ ଦାସ ନିଜ ବଡ ଭାଇ ସତ୍ୟନାରାୟଣ ଦାସଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ତେଣୁ ପ୍ରଶ୍ନ ଉଠୁଛି କି, ଗୋପାଳ ଏଭଳି କାଣ୍ଡ ଭିଆଇବା ପୂର୍ବରୁ ବଡ ଭାଇଙ୍କ ସହ କଣ ହୋଇଥିଲେ ? ଗୋପାଳଙ୍କ ବଡ ଭାଇ ଏ ସମ୍ପର୍କରେ ହୁଏତ ପୂର୍ବରୁ ଜାଣିଥିଲେ ବୋଲି ସନ୍ଦେହ କରାଯାଉଛି ।

ଏନେଇ ହୁଏତ ପୋଲିସକୁ କିଛି ସୁରାକ ମିଳିଛି ଯେଉଁଥି ପାଇଁ ଗୋପାଳଙ୍କ ଭାଇଙ୍କୁ ଉଠାଇ ନିଆଯାଇଛି । ସତ୍ୟନାରାୟଣ ପୂର୍ବରୁ ବିଏମସି ରେ କାର୍ଯ୍ୟରତ ଥିଲେ । ଗତ 4 ତାରିଖରେ ସେ ଝାରସୁଗୁଡାରେ ଏକ ହୋଟେଲ ଖୋଲିଥିବା ଜଣାପଡିଛି । ତେବେ ହଠାତ ସତ୍ୟନାରାୟଣ କାହିଁକି ଝାରସୁଗୁଡାରେ ହୋଟେଲ ଖୋଲିଲେ ସେନେଇ ମଧ୍ୟ ସନ୍ଦେହ ବଢିବାରେ ଲାଗିଛି । ନବ ଦାସଙ୍କ ଏଭଳି ମୃ-ତ୍ୟୁ-ରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି ।

ଲୋକମାନେ ଏହି ଘଟଣା ସମ୍ପର୍କରେ ନାନା କଥା ଚର୍ଚ୍ଚା କରୁଥିବା ବେଳେ ଗୋପାଳଙ୍କ ଭାଇଙ୍କ ଭୂମିକା ଏଥିରେ ସନ୍ଦେହପୂର୍ଣ୍ଣ ଦେଖାଯାଉଛି । ତେବେ ଦେଖାଯାଉ ଆଗକୁ ପୋଲିସ ଏ ସମ୍ପର୍କରେ କେବେ ଖୁଲାସା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।