Astrology: ସବୁବେଳେ ନାକ ଉପରେ ରାଗ ରଖିଥାନ୍ତି ଏହି 6 ଟି ନାମର ଝିଅ, ଏମାନଙ୍କ ଠାରୁ ରୁହନ୍ତୁ ସାବଧାନ !

ଜ୍ଯୋତିଷ ଶାସ୍ତ୍ରରେ ବିଶ୍ବାସ ରଖୁଥିବା ଏହାର ସମସ୍ତ ଶାଖାକୁ ନିଜ ଭବିଷ୍ୟତକୁ ଉତ୍ତମ କରିବା ବ୍ୟବହାର କରିଥାନ୍ତି । ଜନ୍ମ କୁଣ୍ଡଳୀ ବ୍ଯତୀତ ଲୋକେ ଅଙ୍କଶାସ୍ତ୍ର, ହସ୍ତରେଖା ଶାସ୍ତ୍ର, ସାମୁଦ୍ରିକ ଶାସ୍ତ୍ରରେ ଅମଧ୍ୟ ବିଶ୍ବାସ ରଖନ୍ତି । ଜ୍ଯୋତିଷରେ ନାମର ପ୍ରଥମ ଅକ୍ଷରର ମଧ୍ୟ ଖୁବ ମହତ୍ଵ ରହିଛି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ନାମର ପ୍ରଥମ ଅକ୍ଷର ଅନୁସାରେ କେଉଁ ନାମର ଝିଅମାନେ ସବୁଠୁ ଅଧିକ ରାଗୀ ହୋଇଥାନ୍ତି । ଚାଳନ୍ତୁ ଜାଣିବା ସେହି ୬ଟି ଅକ୍ଷରର ଝିଅଙ୍କୁ ।

B ନାମର ଝିଅମାନେ

ଯଦି ଆପଣଙ୍କ ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡଙ୍କ ନାମ ‘B’ ଅକ୍ଷରରୁ ଆରମ୍ଭ ହୋଇଛି ତେବେ ନିଃସନ୍ଦେହ ସେ ବହୁତ ସଫା ହୃଦୟର ଝିଅ ଅଟନ୍ତି । ଏମାନଙ୍କ ମନରେ ଯାହା ଥାଏ ତାହା ଏମାନଙ୍କ ମୁଖରେ ମଧ୍ୟ ଆସିଯାଏ । କିନ୍ତୁ ଏମାନଙ୍କ ରାଗ ବହୁତ ବେଶୀ ହୋଇଥାଏ । ଆଖି ପଲକ ପଡୁ ପଡୁ ଏମାନଙ୍କ ମନରେ ଥିବା ରାଗ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉପରେ ବରଷି ଯାଏ ।

H ନାମର ଝିଅମାନେ

ଏହି ନାମର ଝିଅମାନେ ହସ ହସ ସ୍ଵଭାବର ହେବା ସହ ସମସ୍ତଙ୍କ ସହ ପ୍ରେମରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଏମାନଙ୍କ ପ୍ରେମ ଯେତେ ଗଭୀର ହୋଇଥାଏ ତା’ ଠାରୁ ବି ଅଧିକ ଏମାନଙ୍କ ରାଗ ହୋଇଥାଏ । ଏମାନଙ୍କ ରାଗ ଶାନ୍ତ କରିବା ସେତେ ସହଜ ମଧ୍ୟ ହୋଇ ନଥାଏ ।

L ନାମର ଝିଅମାନେ

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅମାନେ ବହୁତ ପ୍ରତିଭାଶାଳୀ ହୋଇଥାନ୍ତି । ଏମାନେ ଜୀବନରେ କେବଳ ଆଗକୁ ବଢିବା ହିଁ ଜାଣିଥାନ୍ତି । କିନ୍ତୁ ଏମାନେ ଟିକେ ରାଗୀ ସ୍ଵଭାବର ହୋଇଥିବାରୁ ଅନେକ ସମୟରେ ଏମାନଙ୍କ ରାଗ ହିଁ ସେମାନଙ୍କ ସଫଳତାରେ ବାଧା ସୃଷ୍ଟି କରିଥାଏ ।

P ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ବୁଝିବା ଶୁଝିବା ସ୍ବଭାବର ହୋଇଥାନ୍ତି । କିନ୍ତୁ ଏମାନଙ୍କୁ ଯେତେବେଳେ ରାଗ ଆସେ ଏମାନେ ସାମ୍ନାରେ ଥିବା କୌଣସି ବ୍ୟକ୍ତିଙ୍କୁ ମଧ୍ୟ ମାନନ୍ତି ନାହିଁ । କହିବାକୁ ଗଲେ ରାଗ ଉପରେ ଏମାନଙ୍କ ନିଜର ମଧ୍ୟ ନିୟନ୍ତ୍ରଣ ନଥାଏ ।

R ନାମର ଝିଅମାନେ

ଏହି ନାମର ଝିଅମାନେ ସୁନ୍ଦର ହେବ ସହ ଏମାନଙ୍କ ବୁଦ୍ଧି ମଧ୍ୟ ଖୁବ ପ୍ରଖର ରହିଥାଏ । କିନ୍ତୁ ଏହାସହ ଇଂରାଜୀ ଅକ୍ଷର ‘ଆର’ ରୁ ନାମ ଆରମ୍ଭ ହୋଇଥିବା ଜିମାନେ ବହୁତ ରାଗୀ ସ୍ଵଭାବର ମଧ୍ୟ ହୋଇଥାନ୍ତି । ରାଗ ହିଁ ଏମାନଙ୍କର ସବୁଠୁ ବଡ ଦୁର୍ବଳତା ଅଟେ ।

S ନାମର ଝିଅମାନେ

ଏହି ଝିଅମାନଙ୍କ ହୃଦୟ ସଫା ହେବା ସହ ଏମାନେ ବିଶ୍ବାସଯୋଗ୍ୟ ମଧ୍ୟ ହୋଇଥାନ୍ତି । ଏମାନେ କୌଣସି କଥା ମଧ୍ୟ ନିଜ ହୃଦୟରେ ଲୁଚାଇ ରଖନ୍ତି ନାହିଁ । ଏହି କାରଣରୁ ଏମାନଙ୍କୁ ନିଜ ରାଗ ମଧ୍ୟ ଲୁଚାଇ ଆସେ ନାହିଁ । ଅଳ୍ପ କ୍ଷଣରେ ଏମାନେ ନିଜ ରାଗ ମଧ୍ୟ ବାହାର କରି ଦିଅନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।