ରାଗ ନାକ ଅଗରେ ରଖି ଜନ୍ମ ହୋଇଥାନ୍ତି ଏହି ୬ ଟି ନାମର ଝିଅମାନେ, ଜାଣନ୍ତୁ ଏମାନଙ୍କ ଭିତରେ ଥାଏ କି ଖାସ୍ କଥା

ଜ୍ୟୋତିଷଙ୍କ ଦୁନିଆରେ ନାମର ବି ବହୁତ ମହତ୍ଵ ଅଛି । ନାମର ପ୍ରଥମ ଅକ୍ଷରରୁ ହିଁ ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ଜାଣି ହେବ କି ବ୍ୟକ୍ତିର ଜୀବନରେ ଖୁସି ଆସିବ ନା ଦୁଖ ଆସିବ । ନାମ ଦ୍ଵାରା ହିଁ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ତ୍ଵ ବିଷୟରେ ଜାଣି ହେବ । ଆଜି ଆମେ ଆପଣଙ୍କୁ B, H, L, P ନାମର ମହିଳା ମାନଙ୍କର ସ୍ଵଭାବ ବିଷୟରେ କହିବାକୁ ଯାଉଛୁ ।

କେମିତି ହୋଇଥାଏ B, H, L, P ନାମର ଝିଅମାନଙ୍କର ସ୍ଵଭାବ

B ନାମର ଝିଅମାନଙ୍କର ସ୍ଵଭାବ

ଯେଉଁ ଝିଅମାନଙ୍କର ନାମ B ରୁ ଆରମ୍ଭ ହୋଇଥାଏ ସେମାନଙ୍କର ହୃଦୟ ଭଲ ହୋଇଥାଏ । କିନ୍ତୁ କଥା କଥାରେ ରାଗ ଆସିବା ଏମାନଙ୍କର ସବୁଠୁ ଖରାପ ଗୁଣ ଅଟେ । ପ୍ରାୟତଃ ଏହି ନାମର ଝିଅମାନେ ନିଜର ରାଗ ଅନ୍ୟ ବ୍ୟକ୍ତିଙ୍କ ଉପରେ ବାହାର କରିଥାନ୍ତି । ତଥାପି ଏମାନେ ଭଲ ମଣିଷ ମଧ୍ୟରେ ଗଣତି ହୋଇଥାନ୍ତି ।

H ନାମର ଝିଅମାନଙ୍କର ସ୍ଵଭାବ

ଏହି ନାମର ଝିଅମାନେ ଅନ୍ୟ ବ୍ୟକ୍ତିଙ୍କ ସହ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ଏମାନେ ଘର ଓ ପରିବାରରେ ସମସ୍ତଙ୍କର ଧ୍ୟାନ ରଖନ୍ତି । ଏମାନେ ନିଜ ଓ ପରିବାରର ମାନ – ସମ୍ମାନ ପାଇଁ କିଛି ବି କରି ପାରନ୍ତି । କିନ୍ତୁ କଥା କଥାରେ ରାଗି ଯିବା ଏମାନଙ୍କର ସବୁଠୁ ଖରାପ ସ୍ଵଭାବ ହୋଇଥାଏ । ଏମାନେ ନିଜ ରାଗକୁ କାବୁ କରି ପାରନ୍ତି ନାହିଁ ।

L ନାମର ଝିଅମାନଙ୍କର ସ୍ଵଭାବ

ଏହି ନାମର ଝିଅମାନେ ଏମିତି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯେଉଁଥିରେ ଏମାନଙ୍କର ଛବି ଖରାପ ହେବ । ଏହିଭଳି ଝିଅମାନେ ସବୁ ପ୍ରକାରର କାମରେ ଆଗରେ ରୁହନ୍ତି । କିନ୍ତୁ ଏମାନଙ୍କର ରାଗ ଏମାନଙ୍କ ପାଇଁ ଅସୁବିଧା ଆଣି ଥାଏ । ଏମାନେ କେତେବେଳେ ବି କାହା ଉପରେ ବି ରାଗି ଯାଆନ୍ତି । କିନ୍ତୁ ହୃଦୟରେ ବହୁତ ଭଲ ଅଟନ୍ତି ।

P ନାମର ଝିଅମାନଙ୍କର ସ୍ଵଭାବ

ଏହି ନାମର ଝିଅମାନଙ୍କର ସ୍ଵଭାବ ବହୁତ ରାଗି ବାଲା ହୋଇଥାଏ । ଏମାନଙ୍କର ସ୍ଵଭାବ ଅଧିକ କଥା କହୁଥିବା କିମ୍ବା ଏକଦମ ଶାନ୍ତ ରହୁଥିବା ବାଲା ହୋଇଥାଏ । ଏହି ନାମର ଝିଅମାନେ କମ କହିଥାନ୍ତି, ଏମାନେ ନିଜ ଦୁନିଆରେ ହିଁ ହଜି ଯାଇଥାନ୍ତି । ଏମାନଙ୍କୁ ଯେତେବେଳେ ରାଗ ଆସିଥାଏ ତେବେ କ୍ଷତି ଏମାନଙ୍କର ହିଁ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।