ମ୍ଯାଚ ସରିବା ପରେ ପାଖକୁ ଆସି ବିରାଟଙ୍କ ଦେହରୁ ଜର୍ସି ଖୋଲି ନେଇଗଲେ ପାକିସ୍ତାନ ଅଧିନାୟକ ବାବର ଆଜମ ଆଉ କହିଲେ ନିଜ ପାଖରେ ରଖିବେ ସବୁଦିନ ପାଇଁ ।

ବିରାଟ ଙ୍କ ଜର୍ସି ନେଇଗଲେ ବାବର ଆଜମ । ପାଖକୁ ଆସି ବିରାଟ ଙ୍କ ଦେହରୁ ଖୋଲି ନେଇଗଲେ ଜର୍ସି । ପାଖରେ ରଖିବେ ସବୁ ଦିନ ପାଇଁ ବାବର ଆଜମ । ହଁ ଦର୍ଶକ ବାନ୍ଧି ମ୍ଯାଚ ସାରିବା ପରେ ବିରାଟ ଙ୍କ ପାଖକୁ ଆସିଥିଲେ ପାକିସ୍ତାନ ଅଧିନାୟକ ବାବର ଆଜମ । ବିରାଟ ଙ୍କୁ ଆସି ମାଗିଥିଲେ ତାଙ୍କର ଜର୍ସି ଆଉ କହିଥିଲେ କି ବିରାଟ ତୁମ ଜର୍ସି ମୋତେ ଦିଅ । ମୁଁ ମୋ ପାଖରେ ରଖିବି ।

ଏହା ପରେ ନିଜେ ବିରାଟ ନିଜର ଜର୍ସି ବାବର ଙ୍କୁ ଦେଇ ଦେଇଥିଲେ । ଅମହଦାବାଦ ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଅନୁଷ୍ଠିତ ହୋଇଥିବା ଭାରତ ପାକିସ୍ତାନ ମ୍ଯାଚ ରେ ଭାରତ ବିଜୟୀ କରିବା ପାଇଁ ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । ପାକିସ୍ତାନ କୁ ଡୋମିନେଟ କରି ହରାଇଛି ଭାରତ । ବ୍ୟାଟିଙ୍ଗ ବୋଲିଙ୍ଗ ସବୁଥିରେ ପାକିସ୍ତାନ କୁ ଚଖମା ଦେଇଛି ରୋହିତ ସେନା ।

ଆଉ ମ୍ଯାଚ ପରେ ଦେଖିବାକୁ ମିଳିଛି ଏମିତି କିଛି ଦ୍ରୁଶ୍ଯ । ପୁରା ବିଶ୍ଵ ଜାଣିଛି ବିରାଟ କୋହଲି ଙ୍କ ବଡ ଫ୍ୟାନ ହେଉଛନ୍ତି ପାକିସ୍ତାନ ଦଳର ଅଧିନାଯକ ବାବାର ଆଜମ । ବିରାଟ ଙ୍କୁ ସେ ବହୁତ ଅନୁସରଣ କରନ୍ତି । ବିରାଟ ଙ୍କ ଭଳି ଖେଳିବାକୁ ଚେଷ୍ଟା ମଧ୍ୟ କରନ୍ତି । ତେବେ ପାକିସ୍ତାନ ମ୍ଯାଚ ହାରିବା ପରେ ବିରାଟ ଙ୍କ ଜର୍ସି ନେଇଥିଲେ ବାବର ।

ବିରାଟ ମଧ୍ୟ ଜର୍ସି ରେ ନିଜେ ସିଗନେଚର କରି ବାବର ଙ୍କ ହାତରେ ଧରାଇ ଥିଲେ । ଖାଲି ଏତିକି ନୁହେଁ ବରଂ ବିରାଟ ଙ୍କ ସହ ହସି ହସି କଥା ମଧ୍ୟ ହୋଇଥିଲେ ପାକିସ୍ତାନ ଅଧିନାଯକ ବାବର ଆଜମ । ଏ ଦ୍ରୁଶ୍ଯ ସେହି ସମୟରେ ସମସ୍ତଙ୍କ ମନକୁ ଆକର୍ଷିତ କରିଥିଲା । ବିରୋଧୀ ହେଲେ ମଧ୍ୟ ବିରାଟ ଙ୍କର ବଡ ଫ୍ୟାନ ହେଉଛନ୍ତି ବାବର ଆଜମ ।

ଏମିତି ଅନେକ ଥର ଜର୍ସି ଅଦଳ ବଦଳ ହେବାର ପଡିଆରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ପ୍ରଥମ ଥର ପାଇଁ ଘଟିଛି ଯେବେ ପାକିସ୍ତାନୀ ଖେଳାଳି ଭାରତୀୟ ଖେଳାଳି ଙ୍କର ଜର୍ସି ନେଇ ଥିବାର । ତେବେ ହଜାର ହଜାର ଦର୍ଶକ ମଧ୍ୟ ଏହି ଦ୍ରୁଶ୍ଯ କୁ ଦେଖି ତାଳି ମାରିଥିଲେ । କହିବାକୁ ଗଲେ ଏହା ହେଉଛି ବିଶ୍ଵକପ ରେ ପାକିସ୍ତାନ ବିପକ୍ଷ ରେ ଭାରତ ର ହାଟ୍ରିକ ବିଜୟ । ଭାରତ ଓ ପାକିସ୍ତାନ ବିଶ୍ଵକପ ରେ 8 ଥର ମୁହାଁ ମୁହିଁ ହୋଇଥିବା ବେଳେ ଭାରତ ସହ ସବୁ ମ୍ଯାଚ ଜିତି ଚାମ୍ପିୟାନ ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।