ଇସ୍ରାଏଲ-ହମାସ ଯୁଦ୍ଧରେ ସମଗ୍ର ବିଶ୍ଵ ଧ୍ଵଂସ ହୋଇପାରେ…

ଯୁଦ୍ଧର ରୂପ ନେଇଛି ଘନୀଭୂତ ତିକ୍ତ ସମ୍ପର୍କ । ସାମ୍ରାଜ୍ୟବାଦୀ ନେତୃତ୍ବଙ୍କ ନୀତି ନେଉଛି ହଜାର ହଜାର ଲୋକଙ୍କ ଜୀବନ । ଯୁଧ ବିଭୀଷିକା ମଧ୍ୟରେ ଲାଭ ଉଠାଉଛନ୍ତି ଅସ୍ତ୍ର ବ୍ୟବସାୟୀ । ହଁ ଦର୍ଶକ ବନ୍ଧୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସମସ୍ତେ ତୃତୀୟ ବିଶ୍ଵଯୁଦ୍ଧ ନାଁ ଶୁଣିବା ମାତ୍ରେ ଭୟଭୀତ ହେଉଛନ୍ତି । ବର୍ତ୍ତମାନ ସମୟରେ ଯୁଦ୍ଧର ପରିଣାମ କେତେ ଭୟାନକ ହୋଇପାରେ ଏ ନେଇ ସମସ୍ତେ ଅବଗତ ଅଛନ୍ତି ।

ଏହି ପ୍ରତିଶୋଧ ପ୍ରୟାଣ ଯୁଦ୍ଧ କେବଳ ଦୁଇ ଦେଶର ଧନ ଜୀବନ ହାନି ନୁହେଁ ସମଗ୍ର ବିଶ୍ଵବାସୀ ଙ୍କୁ ଅସାନ୍ତି ଭିତରକୁ ଠେଲି ଦେଇଛି । ରୁଷିୟା ୟୁକ୍ରେନ ଯୁଦ୍ଧର ଭୟବାହତା ମନରୁ ନ ଲିଭୁଣୁ ଆରମ୍ଭ ହୋଇଯାଇଛି ଇସ୍ରାଏଲ ଓ ହାମାସ ର ଯୁଧ । ରାଷ୍ଟ୍ର ତଥା ଗୋଷ୍ଠୀ ଗୋକ୍ଷା ମାନଙ୍କ ଶତ୍ରୁତା ଆଗକୁ ଯାଇ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଛି । କିନ୍ତୁ ଏ ବିଭୀଷିକା ର ଶିକାର ହେଉଛନ୍ତି ସାଧାରଣ ଜନତା ।

ଅନେକ ନିରୀହ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି ଏକ ସାମ୍ରାଜ୍ୟବାଦୀ ନେତୃତ୍ଵ ରଖୁଥିବା ନେତୃତ୍ଵ ବ୍ୟକ୍ତି । ହଜାର ହଜାର ଲୋକ ନିଜ ଘର ଛାଡି ଯାଯାବର ଭଳି ଆଶ୍ରୟ ସ୍ଥଳରେ ଜୀବନ ବିତାଉଛନ୍ତି । ହମାସ ର ଏହି ଅତିରିକ୍ତ ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି । ଇସ୍ରାଏଲ ରେ ସବୁଥି ବିଭଶ୍ଚ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ଇସ୍ରାଏଲ ମଧ୍ୟ କଡା ଜବାବ ଦେଉଛି ।

ଏ ଭୟଙ୍କର ଯୁଦ୍ଧରେ ଉଭୟ ପକ୍ଷରୁ ହଜାର ହଜାର ପ୍ରାଣ ଗଲାଣି । ମୃତ୍ୟୁବରଣ କରିଥିବା କେବେଳ ସେନାର ଯବାନ ନୁହନ୍ତି ଏହା ସହ ନୀରୀହ ଲୋକ ମଧ୍ୟ ପ୍ରାଣ ହରାଇ ସାରିଛନ୍ତି । ଥଳିବାର ନାଁ ନେଉ ନାହିଁ ଦୁଇ ଦେଶର ଯୁଦ୍ଧ । ମିଶାଇଲ, ଘନ ଘନ ଆଟାକ ଓ ଗୁଳି ବର୍ଷା ମଧ୍ୟରେ ଭୟଭୀତ ଗାଜା ସହର ବାସୀ ।

ଦୁଇ ଦେଶର ଯୁଦ୍ଧ ମଧ୍ୟରେ କିଛି ଦେଶ ଇସ୍ରାଏଲ କୁ ସମର୍ଥନ କରୁଥିବା ବେଳେ କିଛି ଦେଶ ହମାସ ର ଏହି କାର୍ଯ୍ୟକୁ ସମର୍ଥନ କରୁଛନ୍ତି । ୱେଷ୍ଟ ବ୍ଯାଙ୍କ ଓ ଗାଜା ସ୍ଟ୍ରିପ ପାଲେଷ୍ଟାଇନ ଅଧିକୃତ ଅଞ୍ଚଳ ଗାଜା ଇସ୍ରାଏଲ ଯାହା ଇଜିପ୍ଟ ଓ ମେଡିଟେରିଆନ ସମୁଦ୍ର ମଝିରେ ଥିବା ଏକ ଛୋଟ ସ୍ଥଳ ଭାଗ । କିନ୍ତୁ ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଛି ଇସ୍ରାଆଲ ।

ଗାଜା ର ଆକାଶ ମାର୍ଗ ଓ ସ୍ଥଳ ଭାଗକୁ ଇସ୍ରାଏଲ ଅଧିକାର କରି ରଖିଥିବା ଅବେଳେ ଅନ୍ୟ ବୋର୍ଡର ତଥା ଜଳ ଭାଗକୁ ନିୟନ୍ତ୍ରଣ ଇଯିପ୍ଟ କରୁଛି । ଏହି କାରଣରୁ ଅନେକ ବ୍ରସ ହେବ ପାଲେଷ୍ଟାଇନ ଓ ଗାଜା ଆଦିବାସୀ ଆବଶ୍ୟକ ଅଧିକାର ଓ ସ୍ଵାଧୀନତା ପାଉ ନ ଥିବା ସହ ସର୍ବ ନିମ ସୁଖ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପାଲେଷ୍ଟାଇନ ଓ ହମାସ ର ଉପସ୍ଥିତିକୁ ଇସ୍ରାଏଲ ଖାସ ପସନ୍ଦ କରେ ନାହିଁ । ଇସ୍ରାଏଲ ର ଏହି ଦମନ ଲୀଳାରେ ଅନେକ ପାଲେଷ୍ଟାଇନ ଙ୍କର ମୃତ୍ୟୁ ଘଟିଛି । ଏହି ସବୁ କାରଣରୁ ଏବେ ଭୟାନକ ରୂପ ନେଇଛି ଯୁଦ୍ଧ ରୂପରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।