ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ? ଓଡିଆ ପ୍ରଶ୍ନମାଳା GK .. ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ଆମେ ଆମ ଦୈନନ୍ଦିକ ଜୀବନରେ ନୂତନ ବିଷୟ ଶିଖିବାକୁ ଇଛା କରିଥାଉ । ଯେକୋଣସି କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ଜ୍ଞାନର ବିଶେଷ ଭୂମିକା ରହିଥାଏ । ଆଜି ମୁଁ ଆପଣମାନଙ୍କ ପାଇଁ ନେଇଆସିଛି ମଜାଦାର ପ୍ରଶ୍ନଉତ୍ତର । ଆଇଏସ ଭଳି ପରୀକ୍ଷାରେ ଏଭଳି ପ୍ରଶ୍ନ ଦେଖିବାକୁ ମିଳିଥାଏ । ତେବେ ଆଜି ଆପଣ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଆପଣଙ୍କ ଜ୍ଞାନକୁ ଅଭିବୃଦ୍ଧି କରନ୍ତୁ । ତେବେ ଆସନ୍ତି ଆଉ ବିଳମ୍ବ ନ କରି କ୍ୟୁସ୍ କୁ ଆରମ୍ଭ କରିବା ।

1- କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ?

ଉତ୍ତର : ହରିଣ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ଗ୍ରହଣ କରିଥାଏ ।

2- କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ?

ଉତ୍ତର : ଚୁଙ୍ଗୁଡ଼ି ମୁଣ୍ଡରେ ପାକସ୍ଥଳୀ ରହିଥାଏ ।

3- କାହାର ଆଠଟି ଆଖି ଅଛି ?

ଉତ୍ତର : ମାଙ୍କଡସାର ଆଠଟି ଆଖି ରହିଥାଏ ।

4- ମୟୂର ପୁଛରେ କେତୋଟି ଚନ୍ଦ୍ରିକା ଅଛି ?

ଉତ୍ତର : ମୟୂର  ପୁଛରେ 18 ଟି ଚନ୍ଦ୍ରିକା ଥାଏ ।

5- କେଉଁ ଜୀବର ଆଖି ନାହିଁ ?

ଉତ୍ତର : ଜିଆ ର ଆଖି ନ ଥାଏ ।

6- କାହାର ମେରୁଦଣ୍ଡ ନ ଥାଏ ?

ଉତ୍ତର : କଙ୍କଡାର ମେରୁଦଣ୍ଡ ନ ଥାଏ ।

7- କାହାର ପାଞ୍ଚଟି ଆଖି ଅଛି ?

ଉତ୍ତର : ମହୁମାଛିର ପାଞ୍ଚଟି  ଆଖି ରହିଥାଏ ।

7- କେଉଁ ଜୀବ ସବୁଠାରୁ ବେଶୀଦିନ ବଞ୍ଚିଥାଏ ?

ଉତ୍ତର : କଇଁଛ ସବୁଠାରୁ ବେଶୀଦିନ ବଞ୍ଚିଥାଏ ।

8- କାହାର 10ଟି ଗୋଡ଼ ଅଛି ?

ଉତ୍ତର : କଙ୍କଡା ର 10 ଟି ଗୋଡ଼ ରହିଥାଏ ।

9- କିଏ  ସର୍ବଦା ଜିଭ ବାହାର କରେ ?

ଉତ୍ତର : ସାପ ସର୍ବଦା ଜିଭ ବାହାର କରେ ।

10 – ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର : ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ତାହା ହେଉଛି ନୀଳକୁରିଞ୍ଜି ଫୁଲ ଯାହା କର୍ଣାଟକ ଦେଖାଯାଏ ।

ଆଶା କରୁଛି ଆପଣଙ୍କୁ ଆଜିକାର ପ୍ରଶ୍ନଉତ୍ତରମାଳା ପସନ୍ଦ ହେଇଛି । ଆପଣ ଯଦି ଏଭଳି ପୋଷ୍ଟ ଆଗକୁ ଦେଖିବାକୁ ଇଚ୍ଛା କରନ୍ତି ।ତେବେ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।