Sadhu Vani;- କୁକୁର ଆପଣଙ୍କ ପାଦ ଶୁଙ୍ଘିବା ଦ୍ଵାରା କେଉଁ ସଂକେତ ମିଳିଥାଏ ? ବଛା ବଛା 15+ Anuchinta

1- ପ୍ରତ୍ଯେକ ଦିନ ଅଟାରେ ଚିନି ଗୋଳାଇ ପିମ୍ପୁଡି ମାନଙ୍କୁ ଖାଇବାକୁ ଦେବା ଦ୍ଵାରା ଧାର କରଜରୁ ମୁକ୍ତି ମିଳିଥାଏ । 2-ଯଦି କୌଣସି ଦିନ ବିଲେଇ ପାଦକୁ ଚାଟି ଦେଇଥାଏ । ତେବେ ଏହା ଅଶୁଭ ହେବା ସହ ସ୍ଵାସ୍ଥ ସମସ୍ଯା ଦେଖା ଦେବାର ସଂକେତ ଦେଇଥାଏ । 3-ଶୋଇଥିବା ସମୟରେ ବିଲେଇ ମୁଣ୍ଡକୁ ଚାଟିବା ଦ୍ଵାରା ଅଶୁଭ ହେବା ସହ ଆଇନ ଜନିତ ସମସ୍ଯା ଆସିଥାଏ । 4-ସକାଳୁ ଉଠିବା ପରେ ସଙ୍ଗେ ସଙ୍ଗେ କୌଣସି ପଶୁଙ୍କର ନାମ ଉଚାରଣ କରିବା ଅନୁଚିତ । ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ।

5-ସକାଳୁ ଉଠିବା ପରେ ସଙ୍ଗେ ସଙ୍ଗେ ଆଇନାରେ ନିଜ ମୁହଁକୁ ଦେଖିବା ଉଚିତ ନୁହେଁ । ଏହା ଅଶୁଭ ହେବ ସହ ଦିନ ସାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । 6-ଯଦି କୌଣସି ପକ୍ଷୀ ଆସି ଘରେ ବସା ବାନ୍ଧିଥାଏ । ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ମାତା ଲକ୍ଷ୍ମୀଙ୍କର ଆଗମନ ହେବାର ସଂକେତ ଦେଖା ଦେଇଥାଏ ।

7-ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଚଢିବାର ଦେଖିଲେ । ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ହୋଇ ମଙ୍ଗଳମୟ ହୋଇଥାଏ । ଏଥିସହ ଆପଣଙ୍କ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ପଡିବା ପାଇଁ ଯାଉଥାଏ । 8-ସକାଳୁ ଉଠୁ ଉଠୁ ଯଦି ଶଙ୍ଖର ଧ୍ୱନି ଶୁଣିବାକୁ ପଡେ । ଏହା ଘର ପାଇଁ ତଥା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ ।

9-ରାସ୍ତାରେ ଯାଉଥିବା ସମୟରେ ଯଦି ଆଖୁ ଦେଖିବାକୁ ପାଇଥାନ୍ତି । ଏହା ବହୁତ ଶୁଭ ହୋଇ ଧନପ୍ରାପ୍ତିର ସୂଚନା ଦେଇଥାଏ । 10-ଯଦି ଘର ବାହାରେ ଲଗାତାର ଧଳା ପେଚା ଦେଖିବାକୁ ପାଇଥାନ୍ତି । ଏହା ମଧ୍ୟ ମା’ ଲକ୍ଷ୍ମୀଙ୍କର ଆପଣଙ୍କ ପାଇଁ ଆଶ୍ରୀବାଦ ସ୍ୱରୂପ ହୋଇଥାଏ । ତେଣୁ ଏହାକୁ ଆପଣ ବହୁତ ବାଦ ଶୁଭ ସଂକେତ ବୋଲି ମାନି ନିଅନ୍ତୁ । 11-ରାସ୍ତାରେ ଯାଉଥିବା ସମୟରେ କୁକୁରକୁ ରୁଟି ନେଇଯାଉଥିବାର ଦେଖିବାକୁ ପାଇଲେ । ଏହା ବହୁତ ଶୁଭ ହୋଇଥାଏ । ଏହା ଧନଲାଭ କରିବାର ସଂକେତ ହୋଇଥାଏ ।

12-ଯଦି ଘରୁ ବାହାରିବା ସମୟରେ କୌଣସି ଲୋକକୁ ଝାଡୁ ମାରିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ବହୁତ ଶୁଭ ହୋଇଥାଏ । 13-କଳା ମୂଷା ଘରେ ପଶି ଉତ୍ପାତ କରିବାର ଦେଖିବାକୁ ପାଇଲେ । ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ । 14-ଘରେ ଯଦି ମୂଷା ମାନଙ୍କର ସଂଖ୍ୟା ବୃଦ୍ଧି ହେବା ଦେଖନ୍ତି । ତେବେ ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ ।

15-କୁକୁର ଆସି ପାଦକୁ ଚାଟିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଏଥିସହ ଧନ ଆଗମନର ସଂକେତ ମଧ୍ୟ ମିଳିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ