ମୁଁ ଶୁଭଲକ୍ଷ୍ମୀଙ୍କୁ ରଖିବିନି, ତାକୁ ଗାଁକୁ ନେଇଯାଅ । ସେ ୨ଜଣଙ୍କୁ ପ୍ରେମ କରୁଛି । ଏମିତି କିଛି କହିଥିଲେ ଶୁଭଲକ୍ଷ୍ମୀ ଙ୍କ ଅଙ୍କଲ ।

ନମସ୍କାର ବନ୍ଧୁଗଣ । ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁକୁ ନେଇ ସସପେନ୍ସ ରହିଥିଲା ଯେଉଁ ଅଙ୍କଲ ଗାୟବ ଥିଲେ ସେ ଏବେ ଗଣମାଧ୍ୟମ ରେ ମୁହଁ ଖୋଲିଛନ୍ତି । ସେଦିନ ଅଙ୍କଲ ଶୁଭଲକ୍ଷ୍ମୀ ଙ୍କ ଘରକୁ ଫୋନ କରି କହିଥିଲେ ତୁମ ଝିଅକୁ ଘରକୁ ନେଇ ଯାଅ । ସେ ଅବାଟ କୁ ଚାଲି ଯାଉଛି । ଭୁବନେଶ୍ଵର ରେ ସେ ରହିଲେ ଆହୁରି ଖରାପ ହୋଇଯିବ । କିନ୍ତୁ ଏପଟେ ଶୁଭଲକ୍ଷ୍ମୀ ଅଲଗା ରୁମ ନେଇ ରହିଲେ ।

ସୂଚନା ଅନୁଯାୟୀ ଗାଁ ରୁ ଶୁଭଲକ୍ଷ୍ମୀ ଆସି ଅଙ୍କଲ ଙ୍କ ଘରେ ରହୁଥିଲେ । ଶୁଭଲକ୍ଷ୍ମୀ ଙ୍କ ଜୀବନ ଯିବା ଆଗରୁ ସେ କହିଲେ ଏମିତି ଯଦି କରିବ ତୁମେ ଅଲଗା ରୁହ । ଆଉ ତା ପରେ ଶୁଭଲକ୍ଷ୍ମୀ ଅଲଗା ରୁମ ବାହାରେ ରହୁଥିଲେ । ତେବେ ଏବେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଛି ଅଙ୍କଲ ଓ ଶୁଭଲକ୍ଷ୍ମୀ ଙ୍କ ମଧ୍ୟରେ କଣ ସମ୍ପର୍କ ରହିଥିଲା । ସୂଚନା ଅନୁଯାୟୀ କଳା ଙ୍କ ସହ ଦୂର ସମ୍ପର୍କର ବନ୍ଧୁତା ରହିଥିଲା ।

ଅଙ୍କଲ ଯେବେ ଜାଣିବାକୁ ପାଇଥିଲା ଶୁଭଲକ୍ଷ୍ମୀ ସଞ୍ଜୟ ଙ୍କ ଯୁବକ ଙ୍କୁ ଭଲ ପାଉଛି । ଆଉ କିଛି ଦିନ ପରେ ସଞ୍ଜୟ ପରେ ଅନିଲ ନାକ ଜଣେ ଯୁବକ ଶୁଭଲକ୍ଷ୍ମୀ ଙ୍କ ଜୀବନରେ ଆସିଥିଲା । ଆଉ ଅଙ୍କଲ ଏହି ସବୁ କଥା ଜାଣିବା ପରେ ବିରକ୍ତି ପ୍ରକାଶ କରି ତାଙ୍କ ମା ଙ୍କୁ କୁଆଡେ ଫୋନ କରି କହିଥିଲେ । ଶୁଭଲକ୍ଷ୍ମୀ ଅଙ୍କଲ ଙ୍କ ଘର ଛାଡି ଅଲଗା ବାହାରେ ରହୁଥିଲେ ।

ସେପଟେ ଅଧିକ ରୋଜଗାର ପାଇଁ ଦୀପାଲି ବାର ରେ ଯାଇ ଶୁଭଲକ୍ଷ୍ମୀ ଡ୍ୟାନ୍ସ କରୁଥିଲେ । ଆଉ ବାର ଡ୍ୟାନ୍ସର ହେବା ପରେ ସଞ୍ଜୟ ଓ ଶୁଭଲକ୍ଷ୍ମୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ସବୁ କିଛି ଠିକ ଚାଲିଥିଲା ଗୋଟେ ବାର ରେ ଶୁଭଲକ୍ଷ୍ମୀ ଓ ସଞ୍ଜୟ କାମ କରୁଥିଲେ । ଅନ୍ୟ ପରେ ଗ୍ରାହକ ହୋଇ ଆସିଥିଲା ଅନିଲ ବାର କୁ । ଆଉ କଷ୍ଟମର ହୋଇ ଆସିବା ପରେ ଶୁଭଲକ୍ଷ୍ମୀ ଙ୍କ ସହ ବନ୍ଧୁତା ର ହାତ ବଢାଇ ଥିଲା ଅନିଲ ।

ଏହା ପରେ ଧୀରେ ଧୀରେ ବନ୍ଧୁତା ପ୍ରେମର ରୂପ ନେଇଥିଲା । ଆଉ ଏପଟେ ସଞ୍ଜୟ ସବୁ ଜାଣି ପାରିଥିଲେ । କହିବାକୁ ଦୁଇଟି ପ୍ରେମିକ ଓ ଗୋଟିଏ ପ୍ରେମିକା ର ଏ ହେଉଛି କାହାଣୀ । ପ୍ରେମରେ ଦିନକୁ ଦିନ ମନାନ୍ତର ଦେଖାଗଲା । ସଞ୍ଜୟ ଓ ଶୁଭଲକ୍ଷ୍ମୀ ଙ୍କ ମଧ୍ୟରେ ସବୁବେଳେ ମନ ମତାନ୍ତର ଦେଖିବାକୁ ମିଳିଥିଲା । କାରଣ ଭିତରେ ରହି ଅନିଲ ଖେଳ କରୁଥିଲା ଯାହା ସଞ୍ଜୟ ଗଣମାଧ୍ୟମରେ କହିଛନ୍ତି ।

ଆଉ ସେଥିପାଇଁ ଶେଷରେ ଶୁଭଲକ୍ଷ୍ମୀ ଙ୍କ ଜୀବନ ଏତେ ଦୁର୍ବିସହ ହୋଇଗଲା ଯେ ଶୁଭଲକ୍ଷ୍ମୀଙ୍କ ଜୀବନ ଚାଲିଗଲା । ଆଉ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ ପରେ ଅନେକ କଥା ଅନେକ ସନ୍ଦେହ ସୃଷ୍ଟି ହେଉଛି । ଆଉ ଅନେକ କାହାଣୀ ମଧ୍ୟ ଏହି ଘଟଣାକୁ ନେଇ କୁହା ଯାଉଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।