ମୁଁ ଜାଣିଥିଲି ଏମିତି ହେବ ବୋଲି, ସେଥିପାଇଁ ନାଲି କଗାଜରେ…. ଦେଖନ୍ତୁ କାହିଁକି ଏମିତି କହିଲା Gopal

ନମସ୍କାର ବନ୍ଧୁଗଣ, ମନ୍ତ୍ରୀ ନବ ଦାସଙ୍କ ମାମଲା ଥମିବାର ନାମ ନେଉନି । ଗୋଟିଏ ପରେ ଗୋଟିଏ ଚକିତ କରିବା ଭଳି କଥାର ପ୍ରମାଣ ଆସୁଛି ଗୋପାକ ଠାରୁ । ତେବେ ମନ୍ତ୍ରୀଙ୍କ ସହ ଏଭଳି ଘଟିବାର ଘଟଣା ପଛର ପ୍ରକୃତ କାରଣ କଣ ଏହା ଜାଣିବାର ପ୍ରୟାସରେ ଲାଗିପଡିଛି ପୋଲିସ । ସତରେ କଣ କରାଯାଇଥିବା ଷ-ଡ-ଯ-ନ୍ତ୍ର ଉପରୁ ପରଦା ଉଠାଇ ପାରିବ ପୋଲିସ । ବର୍ତ୍ତମାନ ସୂଚନା ମିଳିଛି ଗୋପାଳ କହିଛି କି ମୁଁ ଜାଣିଥିଲି ଏମିତି ହେବ, ସେଥିପାଇଁ ତ ନାଲି କାଗଜରେ ଲେଖିଥିଲି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ମୁଁ ଜାଣିଥିଲି କଣ ଘଟିବ ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମୁଁ guliକରିବି । ସେଥିପାଇନ ତ ଧଳା କାଗଜରେ ବଡ ନାଲି ଅକ୍ଷରରେ ଲେଖିଥିଲି ମୁଁ ଆଉ ତାକୁ ପକେଟରେ ପୁରାଇ ଥିଲି । ଏମିତି କିଛି ସତ ଏବେ ମାନୁଛି ଗୋପାଳ । ଠିକ ସେଟକି ବେଳେ ସଲେଣ୍ଡର ସଲେଣ୍ଡର କହି ହାତକୁ ଟେକି ଦେଇଥିଲା ଗୋପାଳ ।

କାରଣ ଗୋପାଳ ଜାଣିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ guliକରିବା ପରେ ଉତ୍ୟକ୍ତ ଥିବା ଲୋକେ ତା ସହ କଣ କରିବେ । କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଗୋପାଳ ଗୋଟିଏ ପରେ ଗୋଟିଏ ସତ ଓଗାଲୁଛି । ଗୋପାଳର କହିବା ଅନୁଯାୟୀ ଯେଉଁଦିନ ଘଟଣା ଘଟିଲା ସେଦିନ ସେ ପୂର୍ବନୁମାନ କରିଥିଲା କଣ ସବୁ ହେବ ସେଠାରେ ।

ଗୋପାଳ ଏହା ମଧ୍ୟ କହିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମାରିବା ପାଇଁ ଏହା ପୂର୍ବରୁ ମୁଁ ଦୁଇ ଦୁଇ ଥର ଚେଷ୍ଟା କରିଛି । ଦୁଇ ଥରରେ ଫେଲ ହୋଇଥିଲି ଆଉ ତୃତୀୟ ଥରରେ ପାସ କଲି । ସତରେ କଣ ମନ୍ତ୍ରୀ ଗୋଟିଏ ଗୁଳିରେ ଜୀବନ ହରାଇଲେ । ଏଭଳି କିଛି ପ୍ରଶ୍ନ ଚାଲୁଥିବ ବର୍ତ୍ତମାନ ଅଭିଯୁକ୍ତ ଗୋପାଳ ଦାସଙ୍କ ମନରେ ।

ଭିଡରେ ଏଭଳି ଏକ କାଣ୍ଡ କରିବା ପରେ ଗୋପାଳକୁ ଲୋକମାନେ ଟଣା ଓଟରା କରିବା ସମୟରେ ଗୋପାଳ ସରେଣ୍ଡର ସରେଣ୍ଡର ବୋଲି ଚିତ୍କାର କରୁଥାଏ । ତେବେ ଗୋପାଳ କିଭଳି ଭାବରେ ଏହାକୁ ସଫଳ କରିବା ପାଇଁ ଯୋଜନା କରୁଥିଲା ତାହାର ଉତ୍ତର ପାଇବା ପାଇଁ ରାଜ୍ୟବାସୀ ଅପେକ୍ଷାରେ ରହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।