ବଞ୍ଚାଇବା ପାଇଁ ଯାଇଥିଲେ କାମୁଡି ଗୋଡାଇଲା ସାପ! ଭାଇରାଲ ହେଉଛି Video 

ନମସ୍କାର ବନ୍ଧୁଗଣ, ସଂସାରରେ ମଣିଷ ସବୁଠାରୁ ଅଧିକ ଭୟ କରିଥାଏ ବିଷଧର ସାପକୁ । କଥାରେ ଅଛି ନା ସାପକୁ କ୍ଷୀର ଦେଇ ଯେତେ ପୋଷିଲେ କଣ ହେବ ସେ ଦିନେ ନା ଦିନେ ଚୋଟ ମାରିବ । ତେବେ ଖବର ଅନୁଯାୟୀ ଏକ ଭୋଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯୁବଙ୍କ ଜଣଙ୍କ ସାପକୁ ବଞ୍ଚାଉଥିବା ବେଳେ ସାପ ତାହା ନ ବୁଝି ଯୁବକଙ୍କୁ ବାରମ୍ବାର ଚୋଟ ମାରିବାର ପ୍ରୟାସ ଜାରି ରଖିଥିଲା । ତେବେ ଆସନ୍ତୁ ଜାଣିବା ଏହା ସହ ଯଦିର ଥିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବା ପାଇଁ ମିଳିଛି ଗୋଟିଏ ଅହିରାଜ ସାପ ବିରାଟ କାୟ କୂଅ ମଧ୍ୟରେ ଫସି ରହିଥିଲା । ସେଠାରୁ ବାହାରିବା ପାଇଁ ସାପ କରୁଥିବା ସମସ୍ତ ପ୍ରୟାସ ବିଫଳ ହେଉଥିଲା । ତେଣୁ ସେହି ସାପକୁ ବଞ୍ଚାଇବା ପାଇନ ନିସ୍ପତି ନେଇଥିଲେ ଜଣେ ଯୁବକ ।

ସାପଟିକୁ ବଞ୍ଚାଇବା ପାଇଁ ଯୁବକ ଜଣଙ୍କ ନିଜ ଅଣ୍ଟାରେ ରଶି ବାନ୍ଧି କୁଆରେ ଝୁଲି ରହି ସେହି ଅହିରାଜକୁ ସାପର ଲାଞ୍ଜକୁ ଧରି ବ୍ୟାଗରେ ପୁରାଇବା ପାଇଁ ପ୍ରୟାସ କରୁଥିବା ବେଳେ ସାପ ଫଁ ଫଁ ଗର୍ଜନ କରି ତାଙ୍କୁ ଚୋଟ ମାରିବାକୁ ଲମ୍ପ ମାରୁଥିଲା । ସାପର ଏହି ଗର୍ଜନ ଶୁଣି ଯେ କେହି ମଧ୍ୟ ଭୟଭୀତ ହେବାକୁ ଲାଗିବ । ସାପ କେବେ ମଧ୍ୟ ମଣିଷର ବଞ୍ଚାଇବାର ଚେଷ୍ଟାକୁ ବୁଝି ନଥାଏ ।

ଓଲଟା ନିଜର କରାଳ ବିଷଧର ରୂପ ମଣିଷକୁ ଦେଖାଇ ଥାଏ । ସେହିଭଳି ଯୁବକ ତାଙ୍କୁ ବଞ୍ଚାଉଥିବାର ପ୍ରାୟାସ ସାପକୁ ଅଧିକ କ୍ରୋଧିତ କରୁଥିଲା । ସାପ ବୁଝିପାରୁନଥିଲା କି ଯୁବକ ଜଣଙ୍କ ତାର ଜୀବନ ବଞ୍ଚାଇବାରେ ଲାଗିପଡିଛନ୍ତି । କିନ୍ତୁ ବିଷଧର ସାପଟି ସେହି ଜୀବନ ବଞ୍ଚାଉଥିବା ଯୁବକ ଜଣଙ୍କୁ ଦଂଶନ କରି ତାଙ୍କ ଜୀବନ ନେବାରେ ଲାଗି ପଡିଛି । ସାହସୀ ଯୁବକା ଜଣଙ୍କର ସାହସିକତା ସତରେ କାମାଲ ।

ଏଭଳି ଏକ ଦୁଃସାହସ ଜନକ ପରିସ୍ଥିତିରେ ଗୋଟିଏ ସାପର ଜୀବନ ବଞ୍ଚାଇବା ଭଳି ଲୋକେ ବହୁତ କ୍ମ ମିଳିବେ । ତେବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।