ଦେଖନ୍ତୁ ଭିଡିଓ କେମିତି ବିମାନ ବନ୍ଦରରେ ଭିକ ମାଗିଲେ Rani, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ, ଯାତ୍ରା ଅଭିନେତ୍ରୀ ରାନୀ ଭୁବନେଶ୍ଵର ବିମାନ ବନ୍ଦର ସାମ୍ନାରେ ବସି ଲୋକମାନଙ୍କ ଠାରୁ ଭିକ ମାଗୁଥିବାର ନଜର ଆସିଛନ୍ତି । ତେବେ ତାଙ୍କୁ କେଉଁ ପରିସ୍ଥିତି ଆଜି ରାସ୍ତା କଡରେ ବସାଇ ଦେଇଛି । କାହିଁକି ଜଣେ ଅଭିନେତ୍ରୀ ହୋଇ ମଧ୍ୟ ଲୋକଙ୍କ ଠାରୁ ଭିକ ମାଗିବା ପାଇଁ ପଛାଇଲେଣି । ତେବେ ଯାତ୍ରା ଅଭିନେତ୍ରୀ କାହିଁକି ଭୁବନେଶ୍ଵର ବିମାନ ବନ୍ଦର ସାମ୍ନାରେ ଭିକ୍ଷା ମାଗୁଛନ୍ତି ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଆପଣ ମାନେ ତ ନିହାତି ଜାଣିଥିବେ ଓଡିଆ ସିନେଜଗତର କଳାକାର ପିଣ୍ଟୁ ନନ୍ଦଙ୍କ ଅସୁସ୍ତ ହେବା ଘଟଣା । ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାନୀ ପିଣ୍ଟୁ ନନ୍ଦଙ୍କୁ ଦେଖା କରିବା ପାଇଁ ମେଡିକାଲ ଯାଇଥିଲେ । ସେଠାରେ ତାଙ୍କ ପକ୍ଷେ ଯାହା ସମ୍ଭବ ସେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ କରିଥିଲେ । କିନ୍ତୁ ରାନୀଙ୍କୁ ଦେଖି ପିଣ୍ଟୁଙ୍କ ଆଖି ଛଳ ଛଳ ହୋଇଗଲା ।

ଏହା କଥା କହିବା ବେଳେ ରାନୀ ମଧ୍ୟ କାନ୍ଦି ପକାଉଥିଲେ । ରାନୀଙ୍କୁ ପିଣ୍ଟୁ ନନ୍ଦଙ୍କ ଆଖିରେ ଲୁହ ଦେଖି ବହୁତ କଷ୍ଟ ଲାଗିଲା । ତାଙ୍କ ଦ୍ଵାରା ଯେତିକି ସମ୍ଭବ ସେ ସହାୟ କଲେ । ଆଉ ବାକୁ ସହାୟ ପାଇଁ ରାନୀ ବିମାନ ବନ୍ଦର ସାମ୍ନା ଲୋକଙ୍କ ଠାରୁ ଭିକ ମାଗୁଛନ୍ତି । ହୁଏତ ତାଙ୍କର ଏହି ଅବଦାନ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଏକ ବଡ ଦାନ  ଅବଦାନ ହୋଇପାରେ ।

ତାଙ୍କର ଇଛା ତାଙ୍କ ଦ୍ଵାରା ଯାହାବି ସମ୍ଭବ ହୋଇପାରିବ ସେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ କରିବେ । ତାଙ୍କୁ ସହାୟତା କରିବା ପାଇଁ ତାଙ୍କ ହାତ ସର୍ବଦା ତାଙ୍କ ପାଇଁ ଖୋଲା ରହିବ । ରାନୀ ଗୋଟିଏ ଜୀବନ ବଞ୍ଚାଇବା ପାଇଁ ନିଜର ମାନ ସମ୍ମାନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ରାନୀ ପିଣ୍ଟୁ ନନ୍ଦଙ୍କ ପାଇଁ ଯାହାକୁ ବି ପଇସା ମାଗିଛନ୍ତି ସମସ୍ତେ ତାଙ୍କୁ ପଇସା ଦେଇଛନ୍ତି । କିଏ 500 ତ କିଏ 100 ଟଙ୍କିଆ ତେଣୁ ରାନୀ ବହୁତ ଖୁସି ଅଛନ୍ତି । ଆଶା କରୁଛନ୍ତି ଓଡିଶାରେ ଥିବା ସାଢେ ଚାରିକୋଟି ଜନତା ଯଦି ଟଙ୍କାଏ ଲେଖାଏ ବି ଦିଅନ୍ତି ତେବେ ତାଙ୍କ ଜୀବନ ବଞ୍ଚିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।