ମୂଳା ଖାଇବା ଦ୍ଵାରା ଦୂର ହେଇଥାଏ ଏହି 9ଟି ବଡ ସମସ୍ୟା, ନଂ 6 ରୋଗରେ ତ ପ୍ରତି 2 ଜଣରୁ ଜଣେ ପୀଡିତ

ମୂଳା ଏକ ମାମୁଲି ପାରିବା ଅଟେ, କିନ୍ତୁ ଏହା ଶସ୍ତା ଏବଂ ଆରାମରେ ମିଳିଯାଏ । ଆପଣ ଜାଣିଛନ୍ତି କି ମୂଳା ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରୁ କ୍ୟାନ୍ସର, ମଧୁମେହ ଏବଂ ବ୍ଲଡ ପ୍ରେସର ଭଳି ରୋଗରୁ ବଞ୍ଚିପାରିବେ । ମୂଳା ଶିତ ଦିନ ରେ ମିଳି ଥାଏ । ମୂଳାର ପରଟା, ତରକାରୀ ଏବଂ ଆଚାର ଭି ତିଆରି କରଯାଏ । କିନ୍ତୁ ବହୁତ ଲୋକମାନେ ଏହାକୁ ପସନ୍ଦ କରନ୍ତି ନାହିଁ ।

ମୂଳା ର ଉପକାରିତା

ବହୁତ ପ୍ରକାର ପୋଷାକ ତତ୍ଵ ମୂଳା ରେ ଅଛି – ଏଥିରେ କ୍ୟାଲୋରି, ଫ୍ୟାଟ, କାର୍ବୋହାଇଡ୍ରେଟ, ଫାଇବର, ଶୁଗର, ପ୍ରୋଟୀନ, ୱିଟାମିନ, କୈଲ୍ଶିୟମ, ଆୟରନ ଏବଂ ମୈଗ୍ନିଶିୟମ ଆଦି ମିଳିଥାଏ ।

· ମଧୁମେହ ରୁ ବଞ୍ଚିବା –

ଏହାକୁ ଖାଇବା ଦ୍ଵାରା ବ୍ଲଡ ରେ ସୁଗାର ଲେବୁଲ ବଢେ ନାହିଁ । ସେଥିପାଇଁ ଏହାକୁ ସକାଳ ଖାଇବାରେ ସବୁଦିନ ସାମିଲ କରନ୍ତୁ । ଯଦି ଆପଣ ଡାୟବିଟୀଜ ର ରୋଗୀ ଅଟନ୍ତି ତେବେ ଖାଇବା ରେ ମୂଳାକୁ ସାମିଲ କରନ୍ତୁ ।

· ଥଣ୍ଡା ଜର ରୁ ବଞ୍ଚିବା –

ମୂଳା ଖାଇବା ଦ୍ଵାରା ଥଣ୍ଡା ଏବଂ ଜର ରୁ ଆପଣ ଭଲ ହୋଇପାରିବେ । ଯଦି ଆପଣଙ୍କୁ ମୂଳା ର କିଛି ତରକାରୀ ଭଲ ଲାଗୁ ନାହିଁ । ତେବେ ଏହାକୁ ସାଲ୍ଡ ରେ ଖାଇ ପାରିବେ ।

· ଅର୍ଶ ରୋଗରୁ ଦୂର ରଖେ –

ଯଦି ଆପଣଙ୍କୁ ଅର୍ଶ ର ଅସୁଭିଧା ଅଛି ତେବେ ମୂଳା ପତ୍ର ର ତରକାରୀ ବନେଇ କରି ଖାନ୍ତୁ ।

· ଜଣ୍ଡିସ ରୋଗ ରୁ ମୁକ୍ତି –

ଜଣ୍ଡିସ ହେଇଥିବା ସମୟରେ ଯଦି ରୋଗୀ କୁ ସବୁଦିନ କଞ୍ଚା ମୂଳା ଖାଇବାକୁ ଦିଆ ଯାଏ ତେବେ ଏହି ରୋଗ ରୁ ବଞ୍ଚି ପାରିବେ ।

· ପରିସ୍ରା ସବନ୍ଧ ସମସ୍ୟା –

ଯଦି ଆପଣଙ୍କୁ ପରିସ୍ରା ରେ ଅସୁବିଧା ଅଛି ତେବେ ମୂଳା ଖାଆନ୍ତୁ ।

· ଆମ୍ବିଳା ହାକୁଡି ରୁ ମୁକ୍ତି–

କେବେ କେବେ କିଛି ଖାଇବା ପରେ ଯଦି ତାହା ହଜମ ହୁଏ ନାହିଁ ତେବେ ଆମ୍ବିଳା ହାକୁଡି ଆସିଥାଏ । ଯଦି ଏହି ଭଳି ଅସୁବିଧା ଅଛି ତେବେ ଗୋଟେ କପ ମୂଳା ର ରସ ରେ ମିଶ୍ରି ପକେଇ ପିଅନ୍ତୁ ।

· କ୍ୟାନ୍ସର ର ଛୁଟି –

ମୂଳା ରେ ଭରପୁର ମାତ୍ରା ରେ ଫୋଲିକ ଏସିଡ, ୱିଟାମିନ ସୀ ଏବଂ ଏଂଥୋକାଇନିନ ମିଳିଥାଏ । ଏହା ଶରୀର କ୍ୟାନ୍ସର ରୁ ଲଢିବା ପାଇଁ ସାହାର୍ଯ୍ୟ କରିଥାଏ । ମୂଳା ମୁହଁ, ପେଟ ଏବଂ କିଡନୀ ର କ୍ୟାନ୍ସର ରୁ ବଞ୍ଚିବା ପାଇଁ ବହୁତ ଭଲ ଅଟେ ।