କଣ ଆପଣ ଜାଣିଛନ୍ତି କି Mukesh Ambani ଙ୍କ ଘରର ବିଦ୍ୟୁତ ବିଲ୍ କେତେ ? ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

ଆପଣ ଜାଣିଛନ୍ତି କି ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରର ମାସିକ ବିଜୁଳି ବିଲ୍ କେତେ ଆସେ ? ଏମିତି ଏକ ୧୦୦ ଟଙ୍କିଆ ନୋଟ ଅଛି ଯାହା ବଦଳରେ ଆପଣ ତିନି ଲକ୍ଷ ଟଙ୍କା ପାଇପାରିବେ ? ଏମିତି ଏକ ଗେମ୍ ଅଛି ଯେଉଁଥିରେ ଆପଣଙ୍କୁ କାର୍ ଚୋରୀ କରିବାକୁ ପଡିବ, ଆଉ ଯଦି ଆପଣ ସଫଳତାର ସହ ଚୋରୀ କରି ନେଉଛନ୍ତି ତେବେ ସେହି କାର୍ ଆପଣଙ୍କର ? ଆପଣଙ୍କ ହାତରେ କଣ ଏମିତି ଲାଇନ ଅଛି, ଯାହା କେବଳ ୧% ପ୍ରତିଶତ ଲୋକଙ୍କର ରହିଛି ? ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଯଦି ଆପଣଙ୍କୁ ଆମେ ପଚାରିବୁ କି ଏକ ୧୦୦ ଟଙ୍କିଆ ନୋଟର ମୂଲ୍ୟ ଇଣ୍ଡିଆରେ କେତେ ଅଟେ ? ତେବେ ଆପଣ ୧୦୦ ଟଙ୍କା ବୋଲି କହିବେ । କିନ୍ତୁ ୭୮୬ ନମ୍ବର ଥିବା ନୋଟର ମୂଲ୍ୟ ଏହା ଠାରୁ ଖୁବ ବେଶୀ । ଯଦି ଆପଣଙ୍କ ପାଖେ ୭୮୬ ସିରିୟଲ ନମ୍ବର ଥିବା ୧୦୦ ଟଙ୍କିଆ ନୋଟ ଅଛି ତେବେ ଆପଣ ଏହାଦ୍ବାରା ଲକ୍ଷପତି ବନିପାରିବେ । କାରଣ କିଛି ଲୋକ ଏହି ନୋଟ ପାଇଁ ଆପଣଙ୍କୁ ତିନି ଲକ୍ଷ ଟଙ୍କା ଦେଇପାରନ୍ତି ।

କାରଣ ଏହି ନମ୍ବରକୁ ଇସଲାମ ଧର୍ମରେ ଖୁବ ଲକି ବୋଲି ମାନାଯାଏ । ସେଥିପାଇଁ ଏହି ନମ୍ବର ଥିବା ନୋଟକୁ ଲୋକେ ନିଲାମରେ ବୋଲି ଲଗାଇ ମଧ୍ୟ କିଣନ୍ତି । ବିଶେଷ କରି ୭୮୬ ଥିବା ୧୦୦ ଟଙ୍କିଆ ନୋଟକୁ ଲୋକେ ମହଙ୍ଗା ଦାମ ଦେଇ ନେବାକୁ ପସନ୍ଦ କରିଥାନ୍ତି ।

ଋଷିଆରେ ଏକ ଶୋ ଅଛି ଯେଉଁଥିରେ ଆପଣଙ୍କୁ ଗାଡି ଚୋରୀ କରିବାକୁ ପଡିଥାଏ । ଏଥିପାଇଁ ଆପଣ ଯେକୌଣସି ସ୍ଥାନରୁ ଯେକୌଣସି କମ୍ପାନୀର ଗାଡି ଚୋରି କରିପାରିବେ । ଆଉ ଏହାପରେ ଆପଣଙ୍କୁ ପ୍ରାୟ ୩୫ ମିନିଟ ପର୍ଯ୍ୟନ୍ତ ପୋଲିସ ଠାରୁ ବଞ୍ଚି ରହିବାକୁ ପଡିବ ।

ଯଦି ଆପଣ ସଫଳ ହେଉଛନ୍ତି ତେବେ ସେହି କାର୍ ଟି ଆପଣଙ୍କୁ ବିଜୟୀ ପୁରସ୍କାର ଭାବେ ଦିଆଯିବ । ଆଉ ଗାଡିର ପଇସା ଶୋ ତରଫରୁ ଦିଆଯିବ । କିନ୍ତୁ ଯଦି ଆପଣଙ୍କୁ ପୋଲିସ ଧରିନିଏ ତେବେ ଜେଲ୍ ଯିବେ , କିନ୍ତୁ କିଛିଦିନ ମଧ୍ୟରେ ଶୋ ତରଫରୁ ଆପଣଙ୍କୁ ଜେଲରୁ ବାହାର କରି ଦିଆଯିବ ।

ଦୁନିଆରେ ବିଭିନ୍ନ ପ୍ରକାରର ଲୋକେ ରୁହନ୍ତି ଓ ସମସ୍ତେ ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି । କିନ୍ତୁ ଏକ ଜେନେଟିକ ଡିସଅର୍ଡର ଅଛି ଯେଉଁଥିରେ ଲୋକଙ୍କ ହାତରେ ମାତ୍ର ଗୋଟିଏ ଲାଇନ ବା ରେଖା ରହିଥାଏ । ଦୁନିଆରେ ୯୯% ଲୋକଙ୍କ ହାତରେ ଦୁଇରୁ ଚାରୋଟି ଲାଇନ ଥିବା ବେଳେ ଏହି ବିରଳ ଜେନେଟିକ ମ୍ଯୁଟେସନ ଥିବା ୧.୫% ଲୋକଙ୍କ ହାତରେ କେବଳ ଗୋଟିଏ ଲାଇନ ରହିଥାଏ ।

ଯଦି ଆପଣଙ୍କର ଏମିତି ଅଛି ତେବେ ଆପଣଙ୍କ ପରେ ଆପଣଙ୍କ ସବୁ ଜେନେରେସନଙ୍କୁ ଏହିପରି ହେବ । ସେହିପରି ଆଉ ଏକ ବିରଳ ମ୍ଯୁଟେସନରେ ଲୋକଙ୍କ ହାତରେ କୌଣସି ରେଖା ନଥାଏ । ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ କେତେ ବଡ ଓ ବିଳାସପୂର୍ଣ୍ଣ ତାହା ତ ସମସ୍ତଙ୍କୁ ଜଣା । କେବେ ଭାବିଛନ୍ତି କି ଏତେ ବଡ ଘରେ ବିଜୁଳି ବିଲ୍ କେତେ ଆସୁଥିବ ? ଆଣ୍ଟିଲିଆରେ କାର୍ କୁ ଉପରତଳ ନେବା ପାଇଁ ଏକ ଭର୍ଟିକାଲ ପାର୍କିଂ ରହିଛି ଯାହା ପାଇଁ ବିଦ୍ୟୁତ ଆବଶ୍ୟକ ହୋଇଥାଏ ।

ଏହା ବ୍ଯତୀତ ଏଠି ୯ଟି ଲିଫ୍ଟ, ୫୦ ଲୋକଙ୍କ ପାଇଁ ଏକ ଥିଏଟର ଓ ଗୋଟିଏ ରୁମ୍ ଅଛି ଯାହା କାଶ୍ମୀର ଭଳି ଥଣ୍ଡା ରହିଥାଏ । ଏହିସବୁ ପୁରା ବିଦ୍ୟୁତରେ ଚାଲିଥାଏ । ୫୦୦ରୁ ଅଧିକ ରୁମ୍ ଥିବା ଏହି ଘରେ ଅମ୍ବାନୀ ପରିବାରର ୫ଜଣ ସଦସ୍ୟଙ୍କ ପାଇଁ ୬୦୦ରୁ ଅଧିକ ଷ୍ଟାଫ ଅଛନ୍ତି । ସେଥିପାଇଁ ଏମାନଙ୍କ ମାସିକ ବିଦ୍ୟୁତ ବିଲ୍ ୧୭ ଲକ୍ଷରୁ ମଧ୍ୟ ଅଧିକ ଆସେ । ତାଙ୍କ ଚାରିମାସର ବିଦ୍ୟୁତ ବିଲ୍ ଟଙ୍କାରେ ଆପଣ ଗୋଟିଏ ବିଳାସପୂର୍ଣ୍ଣ ଘର ବନାଇ ଦେଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।