ମୁହଁ ଖୋଲିଲେ Gopal Dasଙ୍କ ସ୍ତ୍ରୀ, କହିଲେ ଆକାଉଣ୍ଟକୁ ଆସୁଥିଲା ଏତେ ଟଙ୍କା… ଶୁଣନ୍ତୁ କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ guli kanda ମାମଲାର ତଦନ୍ତ କରିବାରେ ଲାଗି ପଡିଛି ପୋଲିସ । ଗୋପାଳ ଦାସଙ୍କ ଘରକୁ ଯାଞ୍ଚ କରିବା ପାଇଁ ଯାଇଥିଲା ପୋଲିସ । ଗୋପାଳର ଘରକୁ ପୋଲିସ ତନାଘନା କରି ଯାଞ୍ଚ କରିଥିଲା । କୋଣ କୋଣକୁ ବି ଛାଡିନଥିଲା ପୋଲିସ । ଗୋପାଳ ଦାସଙ୍କ ବ୍ଯାଙ୍କ ଖାତା ଠାରୁ ଆରମ୍ଭ କରି ତାଙ୍କ ସ୍ତ୍ରୀର ବ୍ୟାଙ୍କ ଖାତାକୁ ମଧ୍ୟ ଯାଞ୍ଚ କରିଥିଲା ପୋଲିସ । ତେବେ ଗୋପାଳଙ୍କ ଘରକୁ ଯାଞ୍ଚ ପାଇଁ ପୋଲିସ ଯାଇଥିବା କଥାକୁ ନେଇ କଣ କହୁଛନ୍ତି ଗୋପାଳ ଦାସଙ୍କ ସ୍ତ୍ରୀ ଆସନ୍ତୁ ନଜର ପକାଇବା ।

ଗୋପାଳ ଦାସଙ୍କ ସ୍ତ୍ରୀ ତାଙ୍କ ଘରେ ହୋଇଥିବା ଯାଞ୍ଚ ସମ୍ପର୍କରେ ମିଡିଆ ସାମ୍ନାରେ କହିଛନ୍ତି । ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ କ୍ରାଇମବ୍ରାଞ୍ଚର କର୍ମଚାରି ମାନେ ଶାନ୍ତି ଶୃଙ୍ଖଳାର ସହ ତାଙ୍କ ଘରେ ତଦନ୍ତ କରିଛନ୍ତି । ଘରର ତଦନ୍ତ କରିବା ସହ ଗୋପାଳ ଏବଂ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କଙ୍କ ଖାତା ଯାଞ୍ଚ କରିଥିଲେ ବ୍ୟାଙ୍କରେ ଯାଇ ମଧ୍ୟ ପଚରା ଉଚରା କରିଥିଲେ ।

ସେ କହିଛନ୍ତି ତାଙ୍କ ତାଙ୍କ ଘର ପାଇଁ ଲୋନ ହୋଇଥିବାର ତଥ୍ୟ ସେମାନେ ଦେଖିଲେ ଏବଂ ତାଙ୍କ ଆକାଉଣ୍ଟରେ ୨୦,୨୫ ହଜାର ଏବଂ ଏକ ହଜାର ଦୁଇ ହଜାର ଟଙ୍କାର ଟ୍ରାଞ୍ଜାକସନ ହୋଇଥିବାର ଦେଖିଲେ । ଯାହାକି ତାଙ୍କ ତାଙ୍କ ଘରର କିଛି ଦରକାର ପାଇଁ ହୋଇଥିଲା ବୋଲି ସେ କହିଛନ୍ତି । ଏହି ମାମଲା ସହ ଜଡିତ କୌଣସି ଟଙ୍କା କେହି ମଧ୍ୟ ତାଙ୍କୁ ପଠାଇ ନଥିବାର କଥା ସେ କହିଛନ୍ତି ।

ତାଙ୍କ ଘରେ ଥିବା ଗୋପାଳଙ୍କ ସ୍ୱାସ୍ଥ୍ୟ ରିପୋର୍ଟକୁ ମଧ୍ୟ ତଦନ୍ତ କାରୀ ଟିମ ତାଙ୍କ ସହ ନେଇଛି । ଗୋପାଳଙ୍କ ସ୍ତ୍ରୀ କହିଛନ୍ତି କି ସେ ଚାହୁଁଛନ୍ତି ଯାହା ସତ ତାହା ବହୁତ ଶୀଘ୍ର ସାମ୍ନାକୁ ଆସିଯାଉଛି । ଗୋପାଳ ଯେଉଁ ସେକେଣ୍ଡ ହ୍ୟାଣ୍ଡ କାର ଆଣିଛନ୍ତି ତାହାର ଟଙ୍କା ଦବା ନବା ସହ ଜଡିତ କୌଣସି କଥା ଗୋପାଳ ତାଙ୍କୁ କହିନାହାନ୍ତି ।

ତାଙ୍କ ସ୍ତ୍ରୀ ଏହା କହିଛନ୍ତି କି ସେ ଗଣମାଧ୍ୟମରୁ ଜାଣିବା ପାଇଁ ପାଇଲେ ତାଙ୍କ କାରର ପଚାଶ ହଜାର ଦିଆଯାଇଛି ଆଉ ବାକି ପଚାଶ ହଜାର ରହିଛି । ଗୋପାଳଙ୍କୁ କୌଣସି କଥା ମଧ୍ୟ ଜଣାଇ ନାହାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।