ମୁହଁ ନ ଦେଖି ବି ମାଆକୁ ଚିହ୍ନିଦେଲା ଏହି କୁନି ପିଲାଟି, ଆପଣଙ୍କ ହୃଦୟକୁ ନିଶ୍ଚୟ ସ୍ପର୍ଶ କରିବ କୁନି ପିଲାର ଏହି viral video

ମାଆ ହେଉଛି ଦୁନିଆର ସବୁଠୁ ନିଆରା ଶବ୍ଦ । ଅକ୍ଷର କମ୍ ହେଲେବି ସମ୍ପର୍କ ଖୁବ ଅଧିକ । ଥରେ ଯିଏ ମାଆ ଡାକିବା ଆରମ୍ଭ କରିଛି ସେ ମରିବା ଯାଏଁ ଡାକିଚାଲେ । ମାଆ ଓ ଛୁଆର ସମ୍ପର୍କ ସବୁଠୁ ଅନନ୍ୟ । ଦୁନିଆର ପ୍ରତିଟି ମଣିଷ ମାଆ ଶବ୍ଦ ଓ ମାଆର ମହତ୍ଵ ସହ ଖୁବ ପରିଚିତ । ଅନେକ ସମୟରେ ସୋ-ସି-ଆ-ଲ ମି-ଡି-ଆ-ରେ ଏହାକୁ ନେଇ କିଛି ଭା-ଇ-ରା-ଲ ଭିଡିଓ ମଧ୍ୟ ଦେଖିବାକୁ ମିଳେ । ଯାହା ମାଆର ବିଶେଷତ୍ଵକୁ ପ୍ରତ୍ଯେକ ବ୍ୟକ୍ତିଙ୍କୁ ପୁଣି ଥରେ ମନେ ପକାଇ ଦିଏ ।

ଏବେ ସେହିପରି ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଯାହା ଏକଦମ ନୂଆ ଅଟେ । ଏହି ଭା-ଇ-ରା-ଲ ଭି-ଡି-ଓ-ରେ ଦେଖିବାକୁ ମିଳିଛି ଯେ ଚାରିଜନ ମହିଳା ହଳଦିଆ ରଙ୍ଗର ଶାଢୀ ପିନ୍ଧି ବସିଛନ୍ତି ଓ ସେମାନେ ନିଜ ମୁହଁକୁ ଶାଢୀରେ ଘୋଡାଇ ରଖିଛନ୍ତି । ଗୋଟିଏ ଛୋଟ ପିଲାଟିଏ ସେହି ଘରକୁ ଆସୁଛି ଓ ଚାରିଜଣ ଏକା ଭଳି ମହିଳାଙ୍କ ମଧ୍ୟରୁ ନିଜ ମାଆଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରୁଛି । ଚାରିଜଣ ମହିଳା ଶିଶୁଟିକୁ ହାତ ଠାରୁ ଡାକିବା ସହ ପାଖକୁ ଆସିବାକୁ କହୁଛନ୍ତି ।

ପ୍ରଥମେ ଶିଶୁଟି ଜଣେ ମହିଳାଙ୍କ ପାଖକୁ ଯାଇଥିଲେ ବି ପରେ ସେ ତା’ ମାଆ ନୁହେଁ ବୋଲି ଜାଣିପାରୁଛି । ଆଉ ତାଙ୍କ କୋଳରୁ ଓହ୍ଲାଇ ଆସୁଛି । ଏହାପରେ ଚାରିଜଣ ମହିଳାଙ୍କୁ ଭଲ ଭାବେ ଚିହ୍ନିବାକୁ ଚେଷ୍ଟା କରୁଛି ଆଉ କିଛି ସମୟ ଏପଟ ସେପଟ ହୋଇ ତା’ ପ୍ରକୃତ ମାଆକୁ ଖୋଜି ପାଇ ଯାଉଛି । ଆଉ ତା’ପରେ ମା’ ମା’ ବୋଲି ମାଆକୁ କୁନି କୁନି ପାଟିରେ କହି ପକାଉଛି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସ୍ପର୍ଶ କରି ନିଜ ମାଆକୁ ଚିହ୍ନିବା କେତେ ସହଜ । ଯେମିତି ଅତି ସହଜରେ ନିଜ ମାଆଙ୍କୁ ଖୋଜି ପାଇପାରିଛି ଏହି ଶିଶୁଟି । ମୁହଁ ଘୋଡାଇ ବସିଥିବ ଏହି ଚାରିଜଣ ମହିଳାଙ୍କ ମଧ୍ୟରୁ ଶିଶୁଟି ନିଜ ମାଆଙ୍କୁ ଚିହ୍ନି ନେଉଛି ।

ମୁହଁ ନ ଦିଶିଲେ ବି ମାଆର ସ୍ପର୍ଶ ସବୁଠୁ ଚିହ୍ନା ବୋଲି କୁହାଯାଏ । ଏହି ବିଷୟରେ ଅନେକ ଗଳ୍ପ ଏବଂ କବିତା ମଧ୍ୟ ରହିଛି । ମାଆର ସ୍ପର୍ଶ ବି ଯେ ମାଆକୁ ଚିହ୍ନିବା ପାଇଁ ଯଥେଷ୍ଟ ଏହା ଶିଶୁଟି ପୁଣି ଥରେ ପ୍ରମାଣିତ କରି ଦେଖାଇଛି ।

ବର୍ତ୍ତମାନ ଏହି ଭିଡିଓଟି ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରରେ ଭା-ଇ-ରା-ଲ ହେବାରେ ଲାଗିଛି । ଆପଣଙ୍କୁ ଶିଶୁଟିର ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।