ମୁହାଁ ମୁହିଁ ବସ୍ ଟ୍ରକ, 2 ଜଣଙ୍କର ଜୀବନ ଯାଇଥିବା ବେଳେ 40 ଆହତ…ବସ ଭିତରେ ଅନେକ ଯାତ୍ରୀ ଅଛନ୍ତି ।

କାଳ ସାଜିଲା କୁହୁଡି । ଯେଉଁ କାରଣରୁ ବସ ଟ୍ରକ ହେଲେ ମୁହାଁ ମୁହିଁ । ଦୁର୍ଘଟଣା ରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି । ପ୍ରବଳ କୁହୁଡି କାରଣରୁ ରାସ୍ତା ଘାଟ କିଛି ବି ଦିଶୁନି । ହଁ ଦର୍ଶକ ବନ୍ଧୁ ଏମିତି ଏକ ଖବର ଆଜି ସକାଳେ ଘଟିଛି । ସାଲେପୁର କଟକ ରାସ୍ତାରେ ଏମିତି ଏକ ଦୁର୍ଘଟଣା ହୋଇଛି ଯାହାକୁ ନ ଦେଖିଲେ ବିଶ୍ଵାସ ହେବନି । ବସ ଟ୍ରକ ମୁହାଁ ମୁହିଁ କାରଣରୁ ବସ ରେ 40 ଯାତ୍ରୀ ଆହତ ହୋଇଛନ୍ତି ।

ଏହି ଯାତ୍ରୀ ମାନେ ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି । ଯାତ୍ରୀବାହି ମନୋରମା ବସ କୁ ଧକ୍କା ଦେଇଛି ଟ୍ରକ । ଆଉ ଏହି ଦୁର୍ଘଟଣାରେ 2 ଜଣଙ୍କର ଜୀବନ ଯାଇଛି । ଏହି ଦ୍ରୁଶ୍ଯ ଭୟଙ୍କର ଦ୍ରୁଶ୍ଯ । ସୂଚନା ଅନୁଯାୟୀ ଯାତ୍ରୀବାହି ବସ ରେ 60ରୁ ଅଧିକ ଯାତ୍ରୀ ଥିଲେ । କଟକ ଜିଲ୍ଲା ସାଲେପୁର ଚାନ୍ଦବାଲି ରାସ୍ତାରେ କଟରପୁର ଠାରେ ଏମିତି ଏକ ଦୁର୍ଘଟଣା ଘଟିଛି ଆଜି ସକାଳୁ ସକାଳୁ ଘଟିଛି ।

ଗୁରୁତର ହୋଇଥିବା ଯାତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଯେବେ କାଳ ହୋଇଛି ଘନ କୁହୁଡି ସେତେବେଳେ ରାସ୍ତା ଦେଖାଯାଇ ନାହିଁ । ଆଉ ସେହି ସମୟରେ ଧକ୍କା ହୋଇଛି ଟ୍ରକ ସହ ବସ । ଯାହା ଫଳରେ 2 ଜଣଙ୍କର ଅକାଳ ବିୟୋଗ ଘଟିଛି । ଘନ କୁହୁଡି କାରଣରୁ ଏଭଳି ଅଘଟଣ ଘଟିଛି । ଆହତ ଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଛି ।

ସ୍ଥାନୀୟ ଲୋକ, ଅଗ୍ନିସମ ବାହିନି ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଧାର କରିବାରେ ଲାଗି ପଡିଛନ୍ତି । ବର୍ତ୍ତମାନ ସୁଧା ବସ ରେ ଏବେ ବି 20 ଯାତ୍ରୀ ଅଟକି ରହିଥିବା ଜଣା ପଡିଛି । ଉଭୟ ବସ ଓ ଟ୍ରକ ଡ୍ରାଇଭର ଗୁରୁତର ଥିବା ବେଳେ ଟ୍ରକ ଡ୍ରାଇଭର ଙ୍କର ମୃତ୍ୟୁ ହୋଇଛି । ପ୍ରବଳ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା କୁହା ଯାଉଛି ।

ସୂଚନା ଅନୁଯାୟୀ ମନୋରମା ଯାତ୍ରୀବାହି ବସ ଟି କେନ୍ଦ୍ରାପଡା ରୁ କଟକ ଆସୁଥିଲା । ବସ ରେ ପ୍ରାୟ 60 ଯାତ୍ରୀ ଥିବା ସୂଚନା ମିଳିଛି । ଆଉ ସେମାନଙ୍କ ମଧ୍ୟରୁ 2 ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ 40 ଯାତ୍ରୀ ଆହତ ହୋଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।