ନୂଆବର୍ଷରେ ଏପଟ ସେପଟ ହୋଇଗଲା ସବୁକିଛି, ଦୁଆର ମୁହଁରୁ ବାହା ଚିତା ନ ଲିଭୁଣୁ, ଚାଲିଗଲେ ସ୍ୱାମୀ ସ୍ତ୍ରୀ ।

ଜୁଇ ଉପରେ ସ୍ଵାମୀ କୁ ଦେଖିବା ପରେ ଏମିତି କିଛି କରି ଦେଲେ ସ୍ତ୍ରୀ । ପୁରୁଣା ବର୍ଷ ରେ ସ୍ଵାମୀ ଯାଇଥିଲେ ଆଉ ନୂଆ ବର୍ଷରେ ସ୍ତ୍ରୀ । ହଁ ଦର୍ଶକ ବନ୍ଧୁ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଏମିତି କରି ଦେଲେ । ଜୁଇ ଉପରେ ସୋଇଥିବା ସ୍ଵାମୀ କୁ ଦେଖି ସହି ପାରିଲେନି ସ୍ତ୍ରୀ । ଆଉ ଶେଷ ନିସ୍ପତି ନେଇଥିଲେ ସ୍ତ୍ରୀ । ହାଇଟେକ ମେଡିକାଲ ବିସ୍ଫୋରଣରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ଆଉ ନୂଆବର୍ଷରେ ସ୍ବାମୀଙ୍କୁ ଝୁରି ଝୁରି ଏମିତି କିଛି କରି ଦେଲେ ସ୍ତ୍ରୀ ।

ପୁରା ପରିବାର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି । ଏବେ ସ୍ଵାମୀ ପରେ ସ୍ତ୍ରୀଙ୍କର ମୃତ ଦେହ ଘରୁ ଉଠିଛି । କାରଣ ସ୍ବାମୀଙ୍କ ମୃତ୍ୟୁକୁ ସହି ନ ପାରି ଜୀବନ ହାରିଛନ୍ତି ସ୍ତ୍ରୀ ଜଣକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜଟଣୀ ନୂଆ ଗାଁ ରେ । ଯେଉଁ ଠାରେ ସ୍ବାମୀଙ୍କ ମୃତ୍ୟୁକୁ ସହଜରେ ସହି ପାରିଲାନି ସ୍ତ୍ରୀ । ସାତ ଜନ୍ମ ପାଇଁ ଯେଉଁ ସ୍ତ୍ରୀ ର ହାତ ଧରି ଘରକୁ ଆଣିଥିଲେ ସ୍ଵାମୀ ସେ ଏବେ ଏକା କରି ଚାଲିଗଲେ ।

ସ୍ବାମୀଙ୍କ ବିନା ଦୁନିଆରେ କେହି ନାହାନ୍ତି ବୋଲି ଭାବିଥିଲେ ସ୍ତ୍ରୀ । ଆଉ ଏପରି ଭାବନକୁ ନେଇ ଶେଷ ନିସ୍ପତି ନେଲେ ସ୍ତ୍ରୀ । ସ୍ଵାମୀ ଦିଲ୍ଲୀପ ସାମନ୍ତରାୟ ଓ ସ୍ତ୍ରୀ ଶୋନା ସାମନ୍ତରାୟ । ଘରୁ ଏ ଯାଏଁ ବାହା ଚିତା ଲିଭି ନାହିଁ କିନ୍ତୁ ଉଭୟ ସ୍ଵାମୀ ସ୍ତ୍ରୀ ଆଉ ଦୁନିଆରେ ନାହାନ୍ତି । ବିଧବା ହେବା ପୂର୍ବରୁ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ଶୋନା । ଉଭୟଙ୍କର ବିବାହକୁ 2 ବାର ପୁରିଥାନ୍ତା । ହେଲେ ସବୁ କିଛି ଏପଟ ସେପଟ ହୋଇ ଯାଇଛି ।

ସୂଚନା ଅନୁଯାୟୀ ଗତ ଡିସେମ୍ବର 29 ତାରିଖରେ ହାଇଟେକ ମେଡିକାଲ ରେ କମ୍ପ୍ରେସର ବିସ୍ଫୋରଣରେ ସ୍ଵାମୀ ଦିଲ୍ଲ୍ପ ଙ୍କର 30 ତାରିଖରେ ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ ପରେ ଅନ୍ତିମ ସଂସ୍କାର କରା ଯାଇଥିଲା ଦିଲ୍ଲୀପ ଙ୍କର । କିନ୍ତୁ ଜୁଇ ରେ ସ୍ଵାମୀ ଙ୍କୁ ଦେଖି ସହି ପାରି ନ ଥିଲେ ସ୍ତ୍ରୀ ଶୋନା ଆଉ ଅଚେତ ହୋଇ ପଡିଥିଲେ । ଆଉ ନୂଆବର୍ଷ ର ସକାଳୁ ଉଠି ନିଜର ଜୀବନ ହାରି ଦେଲେ ଶୋନା ।

ନୂଆ ସକାଳର ଆରମ୍ଭ ହେବ ସହ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ସୋନା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସୋନା ଙ୍କୁ ଉଧାର କରି ମେଡିକାଲ କୁ ନେଇଥିଲେ । ଆଉ ସେଠାରେ ସୋନା ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହା ପରେ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।