ଅଜୁବା : ମୁର୍ତ୍ୟୁ ର ଦୁଇମାସ ପରେ ବି କବରରୁ ହସି ହସି ବାହାରିଲେ ଏହି ସାଧୁ, ଜାଣନ୍ତୁ କିଏ ଏହି ମହାନ ବ୍ୟକ୍ତି

ଏହି କଥା ସମସ୍ତେ ଜାଣିଛନ୍ତି କି ଯିଏ ମଣିଷ ଜନ୍ମ ନିଏ, ତାହର ମୁର୍ତ୍ୟୁ ପୂର୍ବରୁ ସୁନିଶ୍ଚିତ ଥାଏ । କୁହନ୍ତି କି ମଣିଷର ମୁର୍ତ୍ୟୁ ପରେ ଆତ୍ମା ତାହାର ଶରୀରରୁ ବାହାରି ଯାଏ । କିଛି ଲୋକମାନେ ମୃତ ବ୍ୟକ୍ତିକୁ କବରରେ ପୋତି ଦିଅନ୍ତି ତେବେ କିଛି ଲୋକମାନେ ତାହାକୁ ଜଳାଇ ଦେଇ ଥାଆନ୍ତି ।

ଏମିତି ରେ ମଣିଷକୁ ଯଦି କବରରେ ରଖାଯାଏ ତେବେ କିଛି ଦିନ ପରେ ସେହି ଶବଟି ମିଳେଇ ଯାଏ କିମ୍ବା ତାହାକୁ ପୋକମାନେ ଖାଇ ଦିଅନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମୁର୍ତ୍ୟୁ ର କିଛି ମାସ ପରେ, ମଣିଷ ର ଶବ ମରିବା ସମୟରେ, ଯେମିତି ଥିଲା ସେମିତି ଅଛି ।

ବର୍ତ୍ତମାନ ଇଣ୍ଟର୍ନେଟରେ ଜଣେ ବୃଦ୍ଧଙ୍କ ଶବର ଫଟୋ ଭାଇରାଲ ହେଉଛି । ଫଟୋରେ ବୃଦ୍ଧ ହସୁଥିବାର ଦେଖା ଯାଉଛନ୍ତି । ଏହି ବୃଦ୍ଧ ଙ୍କର ମୁର୍ତ୍ୟୁ ୨ ମାସ ପୂର୍ବରୁ ହୋଇଥିଲା । କିନ୍ତୁ ପରମ୍ପରା ଅନୁସାରେ ଯେତେବେଳେ ୨ ମାସ ପରେ କବରରୁ ତାଙ୍କର ଶବ ବାହାର କାରାଗଲା ତେବେ ସେ ପୁରା ପୁରୀ ପୂର୍ବ ପରି ଦେଖା ଯାଉଥିଲେ ।

ଏହି ଫୋଟକୁ ଦେଖି କେହି କହିପାରିବେ ନାହିଁ କି ବୃଦ୍ଧ ଏହି ଦୁନିଆରେ ନାହାନ୍ତି । ବୃଦ୍ଧଙ୍କର ହସ ଏହା ପ୍ରମାଣିତ କରେ କି ବୃଦ୍ଧ ଶୋଇ କରି ଆସିଛନ୍ତି ଏବଂ ହସୁଛନ୍ତି । କିଛି ଲୋକମାନ କହୁଛନ୍ତି କି ଭଗବାନ ତାଙ୍କୁ ମୋକ୍ଷ ପ୍ରଦାନ କରି ଛନ୍ତି । ଏହି ପୁରା ଘଟଣା ଥାଈଲୈଂଡର ବୌଦ୍ଧ ଭିକ୍ଷୁ ଗୁରୁ ଲୁଆଂଗ ଫୋର ପିୟାନଙ୍କର ଅଟେ ।

ଗୋଟିଏ ରିପୋର୍ଟ ଅନୁସାରେ ଦୁଇ ମାସ ପୂର୍ବରୁ ଲୁଆଂଗଙ୍କର ୯୨ ବର୍ଷରେ ନିଧନ ହୋଇଥିଲା । ଯେତେବେଲେ ଗୋଟିଏ ଖାସ ପରମ୍ପରା ପାଇଁ ତାଙ୍କୁ ବାହର କରାଗଲା ତାଙ୍କୁ ଦେଖି ସମସ୍ତଙ୍କର ଗୋଡତଳୁ ମାଟି ଖସି ଗଲା । ଲୁଆଂଗଙ୍କର ହସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଲୁଆଂଗଙ୍କ ମୁର୍ତ୍ୟୁ ୧୬ ନଭେମ୍ବର ୨୦୧୭ ରେ ହୋଇଥିଲା । ଭକ୍ତଙ୍କ ଅନୁସାରେ ତାଙ୍କ ଗୁରୁଙ୍କର ଶବ ସେହି ମନ୍ଦିରରେ ପୋତା ଯାଇଥିଲା, ଯେଉଁଠି ସେ ଦିନ ରାତି ସେବା କରନ୍ତି ।

ସେଠି କିଛି ଭକ୍ତଙ୍କର କହିବା ଅନୁସାରେ ତାଙ୍କର ଗୁରୁ ଲୁଆଂଗଙ୍କୁ ଭଗବାନ ଜନ୍ମର ଏହି ଜଞ୍ଜାଳରୁ ମୁକ୍ତି କରି ଦେଇଛନ୍ତି । ଲୁଆଂଗଙ୍କ ଶବ ବର୍ତ୍ତମାନ ପର୍ଯ୍ଯନ୍ତ ସେମିତି ହିଁ ଅଛି, ଏହି କଥାକୁ ସମସ୍ତ ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଯଦି ଲେଖାଟି ଭଲ ଲାଗିଲା ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।