MRI ମେସିନ ଭିତରେ ସେ* କ୍ସ କରିବାକୁ ଲାଗିଲେ କପଲ୍, ତା’ପରେ ଯାହା ଦେଖିବାକୁ ମିଳିଲା ନା ଡାକ୍ତର ବି ଆବା-କାବା ହେଇଗଲେ, ଦେଖନ୍ତୁ…

ସମସ୍ତ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ପସନ୍ଦ ହୋଇଥାଏ । ସେଥିପାଇଁ ଅଧିକାଂଶ କପଲ୍ ରୁମ୍ ଓ କାର୍ ଭଳି ପ୍ରାଇଭେଟ ସ୍ପେସ୍ ଖୋଜିଥାନ୍ତି । କିନ୍ତୁ MRI ମେସିନ ଭିତରେ କେହି ଶା-ରୀ-ରି-କ ସ-ମ୍ପ-ର୍କ ରଖିବା କଥା ଆପଣ କଣ କେବେ ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି ? ଯାହା ଶୁଣିବାକୁ ବି ବଡ ଅଜବ ଲାଗୁଛି କାରଣ ଏହି ମେସିନ ଡାକ୍ତରୀ ପରୀକ୍ଷା ନିମନ୍ତେ ବ୍ୟବହାର କରାଯାଏ । ସେଥିପାଇଁ ଏଥିରେ କେହି ସମ୍ବନ୍ଧ ରଖିବା କଥା ହଜମ କରିବା ମୁସ୍କିଲ । କିନ୍ତୁ ଏହା ସଂପୂର୍ଣ୍ଣ ସତ ଘଟଣା ।

ତେବେ କହିରଖୁଛୁ ଯେ, MRI ମେସିନରେ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଏହି ମାମଲା ବହୁ ପୁରୁଣା ଅଟେ । 1991 ରୁ 1999 ମଧ୍ୟରେ ଘଟିଥିବା ଏହି ଘଟଣାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ପ୍ରଶ୍ନ ଉଠେ ଏହି କପଲ୍ MRI ମେସିନ ଭିତରେ ହିଁ କାହିଁକି ସମ୍ବନ୍ଧ ରଖିଲେ ? ସେମାନଙ୍କୁ କଣ ଆଉ କେଉଁ ଜାଗା ମିଳିଲାନି ? ନା ସେମାନେ ନିଜ ଇଚ୍ଛା ଉପରେ ନିୟନ୍ତ୍ରଣ ଆଣି ପାରିଲେ ନାହିଁ ? ତେବେ ଚାଲନ୍ତୁ ଜାଣିବା ଏହିସବୁ ପ୍ରଶ୍ନର ପ୍ରକୃତ ଉତ୍ତର ।

ତେବେ ସତ ହେଉଛି ଏକ ଖାସ ପରୀକ୍ଷଣ ଯୋଗୁଁ ଏହି କପଲ୍ MRI ମେସିନ ଭିତରେ ସମ୍ପର୍କ ରଖିଥିଲେ । ଶା-ରୀ-ରି-କ ସ-ମ୍ପ-ର୍କ ସମୟରେ ମଣିଷ ଶରୀରରେ କଣ ସବୁ ପରିବର୍ତ୍ତନ ହୋଇଥାଏ ତାହା ଜାଣିବା ପାଇଁ ଏହି ପରୀକ୍ଷଣ କରା ଯାଇଥିଲା । ଏହି ପରୀକ୍ଷଣରେ ଭାଗ ନେଇଥିବା କପଲ୍ ଙ୍କ ନାଁ ହେଉଛି ଇଡା ସବେଲିସ ଏବଂ ତାଙ୍କ ବୟଫ୍ରେଣ୍ଡ ଜୁପ୍ ପିକ୍ ।

ଇଡା ଆମଷ୍ଟରଡାମ ର ଭ୍ରିଜେ ୟୁନିଭର୍ସିଟିରେ ଅର୍ଗାନାଇଜେସନାଲ ଆନ୍ଥ୍ରୋପୋଲୋଜି ପ୍ରଫେସର ମଧ୍ୟ ଥିଲେ । ଏହାଛଡା ସେ ମହିଳା ଅଧିକାର ପାଇଁ ଅନେକ କାମ ମଧ୍ୟ କରିଛନ୍ତି । ଇଡା ମହିଳା ଶରୀର ବିଷୟରେ ଅଧିକରୁ ଅଧିକ ତଥ୍ୟ ପାଇଁ ମେଡିକାଲ ଇଣ୍ଡଷ୍ଟ୍ରିକୁ ସାହାଯ୍ୟ କରିବାକୁ ଚାହୁଁଥିଲେ ସେଥିପାଇଁ ସେ MRI ମେସିନ ଭିତରେ ନିଜ ବୟଫ୍ରେଣ୍ଡଙ୍କ ସହ ସ୍ପୁନିଙ୍ଗ ପୋଜିସନରେ ସମ୍ବନ୍ଧ ରଖିଥିଲେ ।

ତେବେ ଏହି ପରୀକ୍ଷଣରେ ମହିଳାଙ୍କ ପ୍ରାଇଭେଟ ପାର୍ଟକୁ ନେଇ ଏକ ବଡ ଖୁଲାସା ମଧ୍ୟ ହୋଇଥିଲା । ପୂର୍ବରୁ ମାନା ଯାଉଥିଲା କି ମହିଳାଙ୍କ ପ୍ରାଇଭେଟ ପାର୍ଟ ସିଧା ଅଟେ । କିନ୍ତୁ ଏହି ଏକ୍ସପେରିମେଣ୍ଟ ଏକଥାକୁ ଭୁଲ ସାବିତ୍ କରିଥିଲା । 1942 ର୍ଫେ ଲିୟନାର୍ଡୋ ଦା ଭିଞ୍ଚି ଙ୍କ ଫେମସ୍ ପେଣ୍ଟିଂ ରେ ମହିଳାଙ୍କ ପ୍ରାଇଭେଟ ପାର୍ଟକୁ ଏକ ସିଧା ସିଲିଣ୍ଡର ଆକାରର ଦର୍ଶା ଯାଇଥିଲା ।

କିନ୍ତୁ ଏହି ଏକ୍ସପେରିମେଣ୍ଟ ପରେ ଜଣା ପଡିଥିଲା କି ଏହା ଏକ ଟନେଲ ପରି ନହୋଇ ବୁମେରାଂ ଭଳି ହୋଇଥାଏ । ବୁମେରାଂ ଏକ ପ୍ରକାରର ସ୍ତର ଅଟେ । ପ୍ରାଚୀନ ମିଶାରର ଲୋକେ ଏହାର ବ୍ୟବହାର ଯୁଦ୍ଧ ବେଳେ କିମ୍ବା ଶିକାର ବେଳେ କରୁଥିଲେ । 1991 ରୁ 1999 ମଧ୍ୟରେ ହୋଇଥିବା ଏହି ପରୀକ୍ଷଣର ରେଜଲ୍ଟ “ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ” ରେ ମଧ୍ୟ ପବ୍ଲିଶ କରା ଯାଇଥିଲା । ତେବେ ଏହି ପରୀକ୍ଷଣରେ ଇଡା ଓ ତାଙ୍କ ବୟଫ୍ରେଣ୍ଡଙ୍କ ବ୍ଯତୀତ ଆହୁରି ଅନେକ କପଲ୍ ମଧ୍ୟ ସାମିଲ ହୋଇଥିଲେ । ଏହି ସମସ୍ତଙ୍କ ବୟସ 18 ବର୍ଷରୁ ଉର୍ଦ୍ଧ୍ଵ ଥିଲା ।