ମୋତେ ଭଲ ପାଉଥିଲା ହେଲେ ମୋ ଠୁ ଟଙ୍କା ନେଇ ତା ବେଷ୍ଟଫ୍ରେଣ୍ଡ ସହ ରାତି କାଟୁଥିଲା… DJ Azex ଙ୍କ ଆ-ତ୍ମ-ହ-ତ୍ୟା-ର କାରଣ ସାମ୍ନାକୁ ଆସିଲା

ଡିଜେ ଆଜେକ୍ସଙ୍କ ଆ-ତ୍ମ-ହ-ତ୍ୟା ଘଟଣା ଏବେ ସାରା ଓଡିଶାର ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି । ପ୍ରେମ ମାମଲାକୁ ନେଇ ଡିଜେ ଆଜେକ୍ସ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପ୍ରେମିକା ଜିଜ୍ଞାସାଙ୍କୁ ନେଇ ଅନେକ କଥା ଖୁଲାସା କରିଛନ୍ତି ଡିଜେ ଆଜେକ୍ସ ଅର୍ଥାତ ଅକ୍ଷୟ କୁମାରଙ୍କ ସାଙ୍ଗମାନେ । ସେମାନଙ୍କ କହିବା ଅନୁସାରେ ପ୍ରେମିକା ଜିଜ୍ଞାସା ଡିଜେଙ୍କ ସହ ପ୍ରେମ ସମ୍ପର୍କରେ ଥିବାବେଳେ ନିଜ ବେଷ୍ଟଫ୍ରେଣ୍ଡ ରଶ୍ମିଙ୍କ ସହ ଯାଇ ଶୋଉଥିଲେ ।

ଡିଜେ ଆଜେକ୍ସଙ୍କ ଠାରୁ ଟଙ୍କା ନେଇ ରଶ୍ମି ସହ ରାତି କାଟୁଥିଳୀ ପ୍ରେମିକା । ଫୋନ କଲେ ଘଣ୍ଟା ଘଣ୍ଟା ୱେଟିଙ୍ଗ ଆସୁଥିଲା ହେଲେ ଫୋନ ରିସିଭ କରୁ ନଥିଲେ । ରଶ୍ମି ସହ ଯାଇ ଶୋଇବା ପରେ ସବୁ ଭୁଲି ପ୍ରେମିକାଙ୍କ ସହ ଆଗକୁ ବଢିବା ପାଇଁ ଚାହୁଁଥିଲେ ଡିଜେ ଆଜେକ୍ସ । ଧୀରେ ଧୀରେ ଜିଜ୍ଞାସା ଡିଜେଙ୍କ କଲ ଓ ମେସେଜର ଜବାବ ଦେବା ବନ୍ଦ କରିଦେଲେ । ଡିଜେ ଆଜେକ୍ସ ଯାଇ ଜିଜ୍ଞାସାଙ୍କ ରୁମ୍ ତଳେ ଘଣ୍ଟା ଘଣ୍ଟା ରାତି ବିତେଇବା ପରେ ବି ଜିଜ୍ଞାସା ଆସି ନଥିଲେ ।

ବରଂ ସକାଳୁ ଯାଇ ତାଙ୍କୁ ଶକ୍ତ ଚାପୁଡା ମା-ରି-ଥି-ଲେ । ପ୍ରେମ ମାମଲାକୁ ନେଇ ଏମିତି ମାନସିକ ସ୍ତରରେ ଅଶାନ୍ତି ରହୁଥିଲେ ଡିଜେ ଆଜେକ୍ସ । ଯାହାକି ତାଙ୍କ ସାଙ୍ଗମାନେ ତାଙ୍କ ମୃତ୍ୟୁ ପରେ ସବୁ ଗୋଟି ଗୋଟି କରି ଖୁଲାସା କରିଛନ୍ତି । ଡିଜେ ତାଙ୍କ ସାଙ୍ଗମାନଙ୍କ ସହ ସବୁ କଥା ଶେୟାର କରନ୍ତି ।

ତାଙ୍କ ପ୍ରେମ କିଭଳି ଧୀରେ ଧୀରେ ବିଫଳ ହେଉଛି ସେସବୁ ମଧ୍ୟ ଡିଜେ ଶେୟାର କରିଥିଲେ । ଜିଜ୍ଞାସା ହେଉଛନ୍ତି ହାଇଟେକ ମେଡିକାଲ କଲେଜର ଛାତ୍ରୀ । ସିଜେ ଆଜେକ୍ସଙ୍କ ସହ ପ୍ରେମ ସମ୍ପର୍କରେ ଥିବାବେଳେ ନିଜ ବେଷ୍ଟଫ୍ରେଣ୍ଡ ରଶ୍ମିଙ୍କ ସହ ମିଶି ଡିଜେଙ୍କୁ ଧୋକା ଦେଇ ଆସୁଥିଲେ ପ୍ରେମିକା ଜିଜ୍ଞାସା । ଏପରିକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା କଥା ମଧ୍ୟ ଡିଜେ ଜାଣିଥିଲେ ଓ ଏନେଇ ନିଜ ସାଙ୍ଗଙ୍କ ଆଗରେ ସବୁ କହିଥିଲେ ।

ଡିଜେ ଆଜେକ୍ସ ପ୍ରେମିକା ଜିଜ୍ଞାସାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝି ନଥିଲେ ବରଂ ସମ୍ପର୍କ ଭାଙ୍ଗିଦେବାକୁ ଚାହିଁଥିଲେ । ଆଉ ଜିଜ୍ଞାସାଙ୍କୁ ହୃଦୟରୁ ପ୍ରେମ କରୁଥିବା ଡିଜେ ଏସବୁ ସହି ପାରି ନଥିଲେ । ଶେଷରେ ଦୁନିଆ ଛାଡି ଯିବା ଭଳି ନିଷ୍ପତ୍ତି ନେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।