ସିବିଆଇ ପ୍ରକୃତ ଦୋଷୀ Mahesh Bhatt ନିକଟରେ ପହଞ୍ଚିଛି ? ଯାହାର 2 ମାସରୁ ଥିଲା ଅପେକ୍ଷା- ଆଦେଶ ଜାରୀ ?

ସୁଶାନ୍ତ ଙ୍କ ମୃତ୍ୟୁ ରହସ୍ୟ କୁ ନେଇ CBI ଗତ ୧୨ ଦିନରୁ ଆକ୍ସନ ମୋଡ଼ ରେ ମୁମ୍ବାଇରେ ନିଜର ତଦନ୍ତ କରିଚାଲିଛି । ବର୍ତ୍ତମାନ ଖବର ମିଳିଛି କି CBI କୁ ବହୁତ ବଡ଼ ପ୍ରମାଣ ମିଳିସାରିଛି । ରିୟା ଙ୍କୁ ଲଗାତାର ୫ ଦିନ ର ପଚରା ଉଚୁରା ପରେ ବି ଆଜି ମଧ୍ୟ ତଦନ୍ତ ଜାରି ରହିବ । ଏବେ CBI ର ଆଖିରେ ଅଛି ମହେଶ ଭଟ୍ଟ । ମହେଶ ଭଟ୍ଟ ନିଜର ଗୋଟେ ଇନ୍ତର୍ବିୟୁ ରେ କହିଥିଲେ କି ସୁଶାନ୍ତ ଦେପ୍ରେସ ଥିଲେ ବୋଲି । ମହେଶ ଭଟ୍ଟ ହିଁ ସେହି ବ୍ୟକ୍ତି ଥିଲେ ଯାହା ସହିତ ୮ ଜୁନ ରେ ରିୟା ଚକ୍ରବର୍ତ୍ତୀ କଥା ହେଇଥିଲେ ।

୧୪ ଜୁନ ରେ ମଧ୍ୟ ଚାଟ୍ ଦ୍ଵାରା କଥା ହୋଇଥିଲେ । ବର୍ତମାନ ଡ୍ରଗ ମାମଲାରେ ମହେଶ ଭଟ୍ଟ ଥିବାର ମଧ୍ୟ ସନ୍ଦେହ କରାଯାଉଛି । CBI ଟିମ୍ ରେ ଆଊ ଜଣେ କର୍ମଚାରୀ ଆସିଛନ୍ତି ଦିଲ୍ଲୀ ରୁ । ଭାରତରେ ଡ୍ରଗ ନେବା ଅପରାଧ ଅଟେ । ଏବେ କୁହାଯାଉଛି କି ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀ ମିଶିକି ସନ୍ଦୀପ ସିଂ ଙ୍କ ଦ୍ଵାରା ସୁଶାନ୍ତ ଙ୍କୁ ଡ୍ରଗ ଦେଉଥିଲେ । ଆଜି ଆମେ ଆପଣଙ୍କୁ ସେହି ୫ ଟି ବଡ଼ ପ୍ରମାଣ କଣ କହିବୁ ଯାହା CBI କୁ ମହେଶ ଭଟ୍ଟ ଙ୍କ ବିରୁଦ୍ଧରେ ମିଳିଛି । ତେବେ ଚାଲନ୍ତୁ ଜାଣିବା ।

ବର୍ତମାନ CBI ମହେଶ ଭଟ୍ଟ ଙ୍କୁ ପଚରା ଉଚୁରା କରିବ ଯିଏ ୧୪ ଜୁନ ରେ ରିୟା ଚକ୍ରବର୍ତ୍ତୀ ଙ୍କ ସହିତ ଚାଟ୍ ରେ ବେଶି କଥା ହୋଇଥିଲେ । କୁହାଯାଉଛି କି ମହେଶ ଭଟ୍ଟ ଙ୍କ ରିୟା ସହିତ ଚକର ବହୁତ ଦିନ ଧରି ଚାଲିଆସିଥିଲା । ମହେଶ ଭଟ୍ଟ ଚାହୁନଥିଲ କି ତାଙ୍କ ଭିତରେ ସୁଶାନ୍ତ ଆସନ୍ତୁ ବୋଲି । CBI ଙ୍କୁ ମିଳିଥିବା ସବୁ ପ୍ରମାଣ ସିଦ୍ଧାର୍ଥ ପିଠାନି ଙ୍କ ଦ୍ଵାରା ମିଳିଥିଲା । CBI ପିଠାନି ଙ୍କ ଠାରୁ ବହୁତ କିଛି ଗୁମର ତଥ୍ୟ ହାସଲ କରିଛି ।

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପଛରେ କେଉଁଠି ନା କେଉଁଠି ମହେଶ ଭଟ୍ଟ ଙ୍କ ହାତ ନିଶ୍ଚିନ୍ତ ଭାବରେ ରହିଛି । ୮ ଜୁନରେ ସୁଶାନ୍ତ ଙ୍କ ଘରୁ ଆସିବା ପରେ ରିୟା ସର୍ବ ପ୍ରଥମେ ମହେଶ ଭଟ୍ଟ ଙ୍କ ସହିତ କଥା ହୋଇଥିଲେ । ରିୟା ଏବଂ ମହେଶ ଭଟ୍ଟ ଙ୍କୁ ବହୁତ ଥର ଏକାଠି ଦେଖା ଯାଇଛି ଏବେ ତ କୁହ ଯାଉଛି କି ମହେଶ ଭଟ୍ଟ ଏବଂ ରିୟା ଙ୍କ ଚକର ଚାଲୁଥିଲା ଏବଂ ମହେଶ ଭଟ୍ଟ ରିୟା ଙ୍କୁ ଟ୍ରେନିଂ ଦେଇ ସୁଶାନ୍ତ ଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ ।

CBI ରିୟା ଚକ୍ରବର୍ତ୍ତୀ ଙ୍କୁ ହାରସତରେ ନେବାପାଇଁ ପ୍ରସ୍ତୁତି ହୋଇସାରିଛି । ସନ୍ଦୀପ ସିଂ ସେହି ବ୍ୟକ୍ତି ଅଟନ୍ତି ଯାହା ଉପରେ ପୁରା ଭାରତ ବାସି ଙ୍କ ସନ୍ଦେହ ରହିଛି ଏହା କେବଳ CBI କହିବା ବାକି ରହିଛି କି ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ସନ୍ଦୀପ ଏବଂ ପିଠାନି ଙ୍କ ମଧ୍ୟ ହାତ ରହିଛି । ସନ୍ଦୀପ ସିଂ CBI କୁ ମିଛ କହିଥିଲେ କି ସୁଶାନ୍ତ ଏବଂ ତାଙ୍କ ଭିତରେ ଗୋଟେ ମାସ ପୂର୍ବରୁ କଥା ବାର୍ତ୍ତା ହୋଇଥିଲା କିନ୍ତୁ କଲ ରେକର୍ଡ ରୁ ଜଣା ପଡିଥିଲା କି ଗତ ଗୋଟେ ବର୍ଷରୁ ସନ୍ଦୀପ ସିଂ ଏବଂ ସୁଶାନ୍ତ ସିଂ ରାଜପୁତ ଙ୍କ କୌଣସି ସମ୍ପର୍କ ନଥିଲା ।

ସୁଶାନ୍ତ ଙ୍କ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି କିନ୍ତୁ ଆଜି ଯେଉଁ ଖବର ସାମ୍ନାକୁ ଆସିଛି ତାହା CBI ଯାଞ୍ଚ ପରେ ଆସିଛି । ପ୍ରଥମ ପ୍ରମାଣ ମିଳିଛି କି ସୁଶାନ୍ତ ଙ୍କୁ ପ୍ରଥମେ ବେହୋସ କରାଯାଇଥିଲା ଏବଂ ପରେ ତାଙ୍କୁ ପଙ୍ଖା ରେ ଝୁଲା ଯାଇଥିଲା । ଦ୍ଵିତୀୟରେ CBI ର ଅଫିସର ନିଜେ ଏହି କଥା କହୁଛନ୍ତି କି ସିଦ୍ଧାର୍ଥ ପିଠାନି ଏବଂ ନୀରଜ ଙ୍କ ବୟାନ ରେ ବହୁତ ଅନ୍ତର ଦେଖିବାକୁ ମିଳିଥିଲା ।

ତୃତୀୟରେ ସୁଶାନ୍ତ ଙ୍କୁ ଡ୍ରଗ ଦିଆ ଯାଇଥିଲା ଏହି ମାମଲାରେ ରିୟା, ଶ୍ରୁତି ମୋଦି, ଡିପେଶ ସଵନ୍ତ୍, ସିଦ୍ଧାର୍ଥ ପିଠାନେ, ସନ୍ଦୀପ ସିଂ, କୁକ କେଶବ ମିଶିକି ସୁଶାନ୍ତ ଙ୍କୁ ଡ୍ରଗ ଦେଉଥିଲେ । ଚତୁର୍ଥରେ ଏହି ସବୁ ପଛରେ କୌଣସି ବଡ଼ ବ୍ୟକ୍ତି ର ହାତ ରହିଛି ଯିଏ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ କିନ୍ତୁ CBI ଠାରୁ ଆଊ ବେଶି ଦିନ ଲୁଚିକି ରହିପାରିବ ନାହିଁ ।

ପଞ୍ଚମରେ ରିୟା ସୁଶାନ୍ତ ଙ୍କ ପଇସା ରେ ଅୟେଶ କରୁଥିଲେ ବୋଲି ସେ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି । ସୁଶାନ୍ତ ଙ୍କ ମୃତ୍ୟୁ କୁ ଦେଢ଼ ମାସ ହୋଇସାରିଲାଣି କିନ୍ତୁ ପ୍ରକୃତ ଦୋଷୀ ସାମ୍ନାକୁ ଆସିନାହିଁ । CBI କହିଛି କି ସୁଶାନ୍ତ ଆତ୍ମହତ୍ୟା ନୁହଁ ବରଂ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି ଏବଂ ହତ୍ୟାକାରୀ ଖୁବ ଶୀଘ୍ର ସାମ୍ନାକୁ ଆସିବାକୁ ଯାଉଛି । ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିତ ମିଳିବ ।

ଆପଣଙ୍କ ମତରେ କାହାର କାହାର ହାତ ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ରହିଛି ଆମକୁ କମ୍ମେନ୍ଟ ରେ ଜାଣନ୍ତୁ, ସୁଶାନ୍ତ ଙ୍କ ମାମଲାକୁ ସେୟାର କରି ଆଗକୁ ବଢାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।