ମୋଦୀଙ୍କୁ ଧମକ ଦେଲା ଚାଇନା, ଦେଖନ୍ତୁ କଣ କହୁଛି ଏବେ

ଆପଣମାନେ ପ୍ରାୟତଃ ଶୁଣିଥିବେ କି ଗୋଟିଏ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଉଛନ୍ତି । ଏମିତିରେ କହିବାକୁ ଗଲେ ଏହି ସବୁ ଧମକର ଅର୍ଥ ଭିନ୍ନ ହୋଇଥାଏ । କିନ୍ତୁ ଆମେ ସମସ୍ତେ ଏହି ଧମକର ଅର୍ଥକୁ ଭିନ୍ନ ଭିନ୍ନ ପ୍ରକାରରେ ବୁଝିଥାଉ । କିନ୍ତୁ ଅସଲରେ ଏହି ଧମକର ଅର୍ଥ ଗୋଟିଏ ଦେଶ ଅନ୍ୟ ଏକ ଦେଶ ଉପରେ ପ୍ରେସର ସୃଷ୍ଟି କରିଥାଏ ।

ଯେମିତି କି ରାଜନୈତିକ କ୍ଷେତ୍ରରେ, ବ୍ୟବସାୟ କ୍ଷେତ୍ରରେ, ଅର୍ଥନୀତି କ୍ଷେତ୍ରରେ ଇତ୍ୟାଦି । କହିବାକୁ ଗଲେ ବର୍ତ୍ତମାନ ପୁଣି ଥରେ ଚୀନର ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି । ଏମିତିରେ ଆଜି ଆମେ କଥାବାର୍ତ୍ତା କରିବା କି ଚୀନ କେଉଁ ଦିଗରୁ ଭାରତ ଉପରେ ପ୍ରେସର ପକାଇବା ପାଇଁ ଧମକ ଦେଇଛି ।

କହିବାକୁ ଗଲେ ଚୀନ ପୁରା ବିଶ୍ଵ ସାମ୍ନାରେ ଏହା ଲୁଚାଇବାକୁ ଚେଷ୍ଟା କରୁଛି କି ତାଙ୍କର କୌଣସି ବି ସୈନ୍ୟ ଭାରତୀୟ ବର୍ଡର କିମ୍ବା ଲଦ୍ଦାଖ ପାଖରେ ନାହାନ୍ତି । କିନ୍ତୁ ଯଦି ଆମେ ଏହାର ସତ୍ୟତା ବିଷୟରେ କଥାବାର୍ତ୍ତା କରିବା ତେବେ ଆମେ ଆପଣଙ୍କୁ କହିଦେଉଛୁ କି ଭାରତ ନିଜର ଡ୍ରୋନ ମାଧ୍ୟମରେ ଓ ଜାସୁସୀ ସାହାର୍ଯ୍ୟରେ ପୁରା ବିଶ୍ଵରେ ଏହା ପ୍ରମାଣିତ କରି ସାରିଛି କି ଚୀନର ୪୦,୦୦୦ ସୈନ୍ୟ ଲଦ୍ଦାଖ ଅଞ୍ଚଳରେ ପୋଷ୍ଟିଙ୍ଗ ଅଛନ୍ତି ।

କହିବାକୁ ଗଲେ କିଛି ଦିନ ପୂର୍ବେ ଭାରତୀୟ ସେନା ନିଜର ଯବାନମାନଙ୍କ ପାଇଁ ଖାଦ୍ୟସାମଗ୍ରୀ, ପୋଷାକ ଇତ୍ୟାଦି ଜିନିଷକୁ ଲଦ୍ଦାଖର ବର୍ଡର ନେଇଥିଲେ । ବର୍ତ୍ତମାନ ସମୟରେ ଚୀନ ବି ଏହିଭଳି କିଛି କରୁଛି ଏହା ଛଡା ସେ ଏହିଭଳି କିଛି କାମ ଭାରତ ଠାରୁ ଅଧିକ ମାତ୍ରରେ କରୁଛି । ଆପଣଙ୍କୁ କହିଦେଉଛୁ କି ବହୁତ ସମୟ ହେବ ଚୀନ ଏହିଭଳି କାମ ଆରମ୍ଭ କରିବାରୁ ହିଁ ଭାରତ ଏହିଭଳି କାମ ଆରମ୍ଭ କରିଥିଲା ।

କିନ୍ତୁ ଚୀନ ଧୀରେ ଧୀରେ ଲଦ୍ଦାଖର ସୀମାବର୍ତ୍ତି ଅଞ୍ଚଳରେ ଏହି ସବୁ ଗତିବଧିକୁ ଆହୁରି ମଧ୍ୟ ବଢାଇ ଦେଇଛି । ଯେମିତି କି ସୀମା ପାଖରେ ଅଧିକରୁ ଅଧିକ ଯବାନମାନଙ୍କୁ ଛିଡା କରିବା, ଖାଦ୍ୟସାମଗ୍ରୀ, ଯୁଧ୍ୟ ଟ୍ୟାଙ୍କ ଓ ଗୋଲାବାରୁଦ ଇତ୍ୟାଦି ପ୍ରବଳ ମାତ୍ରାରେ ଲଦ୍ଦାଖର ସୀମାରେ ଏକାଠି କରୁଛି । କିନ୍ତୁ ଚୀନ ବିଶ୍ଵ ସାମ୍ନାରେ ଏହି ସବୁ କଥାକୁ ସ୍ଵୀକାର କରୁ ନାହିଁ ଏହା ଛଡା ନିଜ ଯବାନମାନଙ୍କୁ ବି ସେ ପଛକୁ ଫେରାଇ ନେଉ ନାହିଁ ।

ଏମିତିରେ ଭାରତର ସରକାର ଚୀନର ଏହି ଧମକର ଜବାବ ଦେଇସାରିଛି କି ଚୀନ ସହ ଆଉ କୌଣସି ବି ପ୍ରକାରର କଥାବାର୍ତ୍ତା ହେବ ନାହିଁ । କାରଣ ଚୀନକୁ ଆମେ ୭୦ ବର୍ଷ ହେବ ବିଶ୍ଵାସ କରିଥିଲୁ । କିନ୍ତୁ ଚୀନ ତାହାର ଅସଲ ଚେହେରା ୧୫ ଜୁନ ରାତିରେ ଦେଖାଇ ସାରିଛି । ଏହା ଛଡା ଚୀନ ବର୍ତ୍ତମାନ ଚେଷ୍ଟା କରୁଛି କି ଭାରତ ପୂର୍ବ ଭଳି ଚୀନ ସହ ବ୍ୟବସାୟ କରୁ ଓ ଭାରତରେ ଯେଉଁ ସବୁ ଚୀନ ଆପ ଓ ଜିନିଷ ଗୁଡିକୁ ବ୍ୟାନ କରାଯାଇଛି, ସେହି ସମସ୍ତ ଜିନିଷକୁ ପୁଣି ଥରେ ଭାରତରେ ଚାଲୁ କରାଯାଉ ।

କିନ୍ତୁ ଭାରତ ଏହି ସବୁ କଥା ଉପରେ ନିଜର କଡା ପଦକ୍ଷେପ ଗ୍ରହଣ କରି କହିସାରିଛି କି, ବର୍ତ୍ତମାନ ସମୟରେ ଚୀନର ଯେଉଁ ସମସ୍ତ ଜିନିଷକୁ ବ୍ୟାନ କରାଯାଇଛି ସେହି ସମସ୍ତ ଜିନିଷ ଉପରେ ବ୍ୟାନ ଆଗକୁବି ଜାରି ରହିବ । ଏହା ଛଡା ଆମେ ବର୍ତ୍ତମାନ ଆମେରିକା ସହ ବ୍ୟବସାୟ କରିବାକୁ ଚେଷ୍ଟା କରିବୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।