ପିଏମ ମୋଦୀଙ୍କର ଏହି ୪ଟି ମାଷ୍ଟରଷ୍ଟ୍ରୋକରେ ଚିନ ଅବସ୍ଥା ଖରାପ, ଭାରତର ଶକ୍ତି ଦେଖି ଏବେ ଚିନ୍ତାରେ କଣ ନେବ ପଦକ୍ଷେପ

ଚୀନର ପଛୁଆ ପଦକ୍ଷେପ ହେଉଛି ଭାରତ ଉପରେ କରିଥିବା ସର୍ବଦଳୀୟ ଛାପର ଫଳାଫଳ ଯାହା ଭାରତ ଚୀନ ଉପରେ କରିଛି । ତାହା ଚୀନକୁ ତା ଭାଷାରେ ଉତ୍ତର ଦେବା ହେଉ କିମ୍ବା ଟ୍ରମ୍ଫ ସହିତ କଥାବାର୍ତା କରି ଚୀନକୁ ପରାସ୍ତ କରିବାକୁ ଯୋଜନା ପ୍ରସ୍ତୁତ ହେଉ ପିଏମ ମୋଦୀଙ୍କ ନିର୍ଣ୍ଣାୟକ ପଦକ୍ଷେପ କାରଣରୁ ହିଁ ଆଜି ଚୀନର ଭାଉ କମ ହୋଇଛି ।

ମୋଦୀଙ୍କ ମହାଯୋଜନାରେ ଜିନପିଙ୍ଗ ଫେଲ

ଦୁଇଦିନ ପୂର୍ବରୁ ଚୀନ ଏଲଏସି ଉପରେ ଯୁଦ୍ଧଭ୍ୟାସ କରିବାକୁ ଲାଗିଥିଲା । ନିଜେ ଚୀନ ସରକାର ସେହି ଫଟୋ ପ୍ରକାଶ କରିଥିଲେ ଯେଉଁଥିରେ ରାତିର ଅନ୍ଧାରରେ ଚୀନ ସେନା ଯୁଦ୍ଧ ପ୍ରସ୍ତୁତିରେ ଲାଗିଥିଲେ । କିନ୍ତୁ ହଠାତ ଏମିତି କଣ ହେଲା ଚୀନର ସେନାଙ୍କୁ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ ହେବାକୁ ପଡିଲା । ଚୀନର ଏହି ପଦକ୍ଷେପ ପଛରେ ପିଏମ ମୋଦୀଙ୍କର ରଣନୀତି ଅଛି ଯାହା ପୁଣିଥରେ ସୁପରହିଟ ବୋଲି ପ୍ରମାଣିତ ହୋଇଛି । ଭାରତ ଚୀନକୁ ଚାରିପଟରୁ ଏମିତି ଘେରିରହିଲା ଯାହାଫଳରେ କି ଚୀନକୁ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲା ।

ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ ଗୁଡିକ ହେଲା

୧ – ଟ୍ରମ୍ଫଙ୍କ ସହିତ ବାର୍ତ୍ତାଳାପରେ ଉଠାଯାଇଛି ପ୍ରସଙ୍ଗ

ଆମେରିକା ଚୀନର ସବୁଠାରୁ ବଡ ଶତ୍ରୁ ଅଟେ ଏବଂ ଚୀନକୁ ଚାରିପଟରୁ ଘେରିବାକୁ ଲାଗିଛି । ଚୀନ କେବେ ହେଲେ ଚାହୁଁନାହିଁ କି ଆମେରିକା ଭାରତ ଏବଂ ଚୀନ ବିବାଦ ମଝିକୁ ଆସୁ ଏବଂ ଏହାର ଲାଭ ଉଠାଇବାକୁ ଚେଷ୍ଟା କରୁ । ପିଏମ ମୋଦୀ ଏବଂ ଡୋନାଲ ଟ୍ରମ୍ଫଙ୍କ ମଧ୍ୟରେ କଥାବାର୍ତାରେ ଉଠିଥିବା ସୀମା ବିବାଦ ପ୍ରସଙ୍ଗ ଚୀନ ଗ୍ରହଣ କରୁନଥିଲା । ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି କି ସୀମା ଉପରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଚୀନ ଏବଂ ଭାରତ ପାଖରେ ଏହି ସମସ୍ୟାକୁ ସାମାଧାନ କରିବା ପାଇଁ ବହୁତ ତନ୍ତ୍ର ଅଛି ଏବଂ ଆମେ ଏହାକୁ ମଧ୍ୟ କଥାବାର୍ତାରେ ସମାଧାନ କରିପାରିବୁ । କୌଣସି ତୃତୀୟ ଲୋକର ଆବଶ୍ୟକତା ନାହିଁ ।

୨ – ଚୀନକୁ ତାର ନିଜ ଭାଷାରେ ଉତ୍ତର

ଚୀନ ଲଦାଖରେ ଏଲଏସି ପାଖରେ ଲଗାତାର ସାମରିକ ଶକ୍ତି ବୃଦ୍ଧି କରୁଥିଲା । ଏହି ଖବର ଯେତବେଳେ ସାମନାକୁ ଆସିଲା ତାପରେ ଭାରତ ତରଫରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା । ଭାରତ ସରକାର ସ୍ପଷ୍ଟ କରିଛନ୍ତି କି ଯଦି ମାମଲା କଥାବାର୍ତା ଏବଂ କୂଟନୀତିରେ ସମାଧାନ ହେଲା ନାହିଁ ତାହେଲେ ଅନ୍ୟ ବିକଳ୍ପ ମଧ୍ୟ ପ୍ରସ୍ତୁତ ଅଛି । ଏଭଳି ବୟାନ ଏବଂ ଆକ୍ରୋଶ ଦେଖି ଚୀନକୁ ଜଣାପଡିଗଲା କି ଭାରତ କେବେ ହାରିବ ନାହିଁ ।

୩ – ନିଜ ଜିଦ ଉପରେ ଭାରତ ଅଟଳ

ଚୀନ କ୍ରମାଗତ ଭାବରେ ଲଦାଖରେ ଆଗକୁ ବଢିବାରେ ଲାଗିଥିଲା ଏବଂ ଭାରତ ମଧ୍ୟ ଏହାକୁ ସବୁବେଳେ ଏହାର ସାମନା କରୁଥିଲା । ଚୀନର ଆଶା ଥିଲା କି ଭାରତ ଚାପରେ ଆସି ଏହାର ଏଲଏସି ଉପରେ ନିର୍ମାଣ କାମ ବନ୍ଦ କରିଦେବ । କିନ୍ତୁ ଭାରତ ସ୍ପଷ୍ଟ କରିଦେଇଛି କି ସେ କୌଣସି ଚାପରେ ମୁଣ୍ଡ ନୂଆଁଇବ ନାହିଁ କିମ୍ବା ଏହି କାର୍ଯ୍ୟ ବନ୍ଦ ମଧ୍ୟ ହେବ ନାହିଁ । ଯେତବେଳେ ଚୀନ ଅନୁଭବ କଲା କି ଏହି ମାମଲା ହାତରୁ ଖସିଯାଇ ପାରେ ସେତବେଳେ ତା ପକ୍ଷରୁ ଅଲଗା ଅଲଗା ବୟାନ ଆସିବାକୁ ଲାଗିଲା ଯେଉଁଥିରେ ସମନ୍ଵୟ ବିଷୟରେ ଅଧିକ ଆଲୋଚନା ହୋଇଥିଲା ।

୪ – ଲିଡ ଫର୍ମ ଦ ଫ୍ରନ୍ଟର ଉଦାହରଣ

ଚିନ ସହିତ ମତଭେଦ ବଢିବାରୁ ପିଏମ ମୋଦୀ ନିଜେ ଆଗକୁ ଆସିଲେ ଏବଂ ଶୀର୍ଷ ସୈନ ଅଧିକାରୀଙ୍କ ସହିତ ମିଟିଙ୍ଗ କରି ମାମଲା ବିଷୟରେ ଜାଣିଲେ । ଯାହାଦ୍ୱାରା ଚୀନକୁ କଡା ଆଦେଶ ମିଳିଲା । ଏହି ବିବାଦକୁ ସମାଧାନ ପାଇଁ ପିଏମ ନିଜର ଡୋକଲାମ ଦଳକୁ ନିୟୋଜିତ କରିଥିଲେ ଯେଉଁମାନେ ଡୋକଲାମ ସମୟରେ ବିବାଦର ସମାଧାନ କରିଥିଲେ ।

ପିଏମ ଙ୍କର ଏହି ପଦକ୍ଷେପ ଚୀନ ଉପରେ ଭାରି ପଡିଲା ଏବଂ ଚାରି ପଟରୁ ଚାପରେ ଘେରିବା ପରେ ଚୀନର ଚାଲରେ ସାମାନ୍ୟ ସୁଧାର ଆସିଥିଲା ଏବଂ ସେମାନେ ପଛକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।