ମୋ ସ୍ବାମୀର ଯୌ-ନା-ଙ୍ଗ କାଟିଦେଲା ମୋ ସଂସାର ଭାସିଗଲା… ଭୁଇଁରେ ଗଡି ଗଡି କାନ୍ଦୁଛି ସ୍ତ୍ରୀ, ଦେଖନ୍ତୁ video

ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ଯୌ-ନା-ଙ୍ଗ କା-ଟି-ଦେ-ବା ଘଟଣା ଏବେ ସାରା ରାଜ୍ୟରେ ଉଦବେଗ ସୃଷ୍ଟି କରିଛି । ସ୍ଵାମୀଙ୍କ ଯୌ-ନା-ଙ୍ଗ କା-ଟି ଦେବା ପରେ ମୋ ସଂସାର ଭାସିଗଲା କହି ସ୍ତ୍ରୀ ଭୁଇଁରେ ଲୋଟି ଲୋଟି କାନ୍ଦୁଛନ୍ତି । ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗାଁରେ ।

ସ୍ଵାମୀ ବର୍ତ୍ତମାନ ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ଚିକିତ୍ସା ପାଇଁ ଅନେକ ଅର୍ଥର ମଧ୍ୟ ଆବଶ୍ୟକ ରହିଛି । ଘରେ ସ୍ତ୍ରୀ ଏବଂ ଛୋଟ ଛୁଆ ଥିବାବେଳେ ସ୍ଵାମୀଙ୍କ ଏଭଳିଆ ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ । ତେବେ କେଉଁ କାରଣରୁ ତାଙ୍କ ସ୍ଵାମୀଙ୍କ ଯୌ-ନା-ଙ୍ଗ କାଟି ଦିଆଗଲା ଏନେଇ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ସେ କହିଛନ୍ତି ।

ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏ ଯାଏଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇ ପାରିନାହିଁ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି । ଏନେଇ ଆ-କ୍ର-ମ-ଣ-ର ଶି-କା-ର ହୋଇଥିବା ଯୁବକ କହିଛନ୍ତି କି, ତାଙ୍କ ସାଙ୍ଗ ଅକ୍ଷୟ ରାଉତ ତାଙ୍କୁ ଫୋନ କରି ପେଣ୍ଠ ଯିବା ପାଇଁ କହିଥିଲେ । ତା’ପରେ ପଟ୍ଟାମୁଣ୍ଡାଇରୁ ଅଟୋ ନେଇ ଆସି ତାଙ୍କୁ ବାଲିପାଟଣାରୁ ନେଇ ଯାଇଥିଲେ । ସେଠାରେ ସେମାନେ କଥାବାର୍ତ୍ତା ହେଲେ ଆଉ ସମୁଦ୍ରରେ ଗାଧୋଇ ଆସି ଶୋଇଥିଲେ ।

ଯୁବକଜଣକ କେବଳ ଟାୱେଲ ପିନ୍ଧି ଶୋଇଥିବା ବେଳେ ହଠାତ ଅକ୍ଷୟ ଏକ ଚାପଡ ଆଣି ତାଙ୍କ ଉପରକୁ ଆ-କ୍ର-ମ-ଣ କରିଥିଲେ । ଖବର ମୁତାବକ ସେମାନେ ଫେସବୁକରୁ ସାଙ୍ଗ ହୋଇଥିଲେ । ପୀଡିତ ଯୁବକଙ୍କ ନାମ ହେଉଛି ଭାଗବତ ଦାସ । ଉଭୟ ସାଙ୍ଗ ଡକାଡକି ହୋଇ ପେଣ୍ଠ ବେଳାଭୂମି ବୁଲିବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ସାଙ୍ଗ ଏକ ମା-ର-ଣା-ସ୍ତ୍ର ଜରିଆରେ ଭାଗବତଙ୍କ ଯୌ-ନା-ଙ୍ଗ-କୁ କା-ଟି ଦେଇଥିଲା ।

ସ୍ଥାନୀୟ ଲୋକେ ସେଠାରେ ଗଦା ହେବା ପରେ ଅଭିଯୁକ୍ତ ଭୟରେ ସେଠାରୁ ପଳାଇଥିଲା । ଗୁରୁତର ଅବସ୍ଥାରେ ଭାଗବତଙ୍କୁ ପ୍ରଥମେ କେନ୍ଦ୍ରପଡା ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ କଟକ ବଡ ମେଡିକାଲ ଅଣା ଯାଇଥିଲା । ସେଠାରେ ତାଙ୍କ ଯୌ-ନା-ଙ୍ଗ-କୁ ଅପରେସନ କରାଯାଇଛି ବୋଲି ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।