‘ଯିଏ ମୋ ପୁଅ ଆର୍ୟନକୁ ମିଛରେ ଫସେଇବାକୁ ଚେଷ୍ଟା କରୁଛି ତାକୁ ନିଃଶ୍ୱାସ ନେବାକୁ ଦେବିନି’ Aryan ଗିରଫ ହେବା ପରେ ରାଗିଯାଇ Shahrukh କହିଲେ କିଛି ଏମିତି…ଦେଖନ୍ତୁ Video

ମୁମ୍ବାଇ କୃଜ ଡ୍ର-ଗ ପା-ର୍ଟି ମା-ମ-ଲା-ରେ N-C-B କ-ଷ୍ଟ-ଡି-ରେ ଅଛନ୍ତି ଆର୍ୟନ ଖାନ । ପୁଅକୁ ଜା-ମି-ନ ମିଳିବାରେ ଯେତେ ବିଳମ୍ବ ହେଉଛି ସେତେ ଅଧିକ ଅସ୍ଥିର ହେବାରେ ଲାଗିଛନ୍ତି କିଙ୍ଗ ଖାନ । “ମୋ ପୁଅ ଉପରେ ହେଉଥିବା ପ୍ରତିଟି ଅ-ତ୍ୟା-ଚା-ର-ର ମୁଁ ପ୍ର-ତି-ଶୋ-ଧ ନେବି । ମୋ ପୁଅ ଜୀବନକୁ ଯେଉଁମାନେ ନ-ଷ୍ଟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଜୀବନକୁ ମୁଁ କେବେ ମଧ୍ୟ ସ୍ଥିର ରହିବାକୁ ଦେବିନାହିଁ । ମୋ ପୁଅର କ୍ଯାରିୟର ବ-ର୍ବା-ଦ କରିବାକୁ ଚାହୁଁଥିବା ଲୋକଙ୍କ କ୍ଯାରିୟର ମୁଁ ସବୁଦିନ ପାଇଁ ବ-ର୍ବା-ଦ କରିଦେବି ।”

କିଙ୍ଗ ଖାନ ଏମିତି ଅନେକ କିଛି କହୁଥିବା ଏବେ ଶୁଣିବାକୁ ମିଳୁଛି । ଆର୍ୟନଙ୍କୁ କେମିତି ଶୀଘ୍ର N-C-B କ-ଷ୍ଟ-ଡି-ରୁ ମୁ-କୁ-ଳା-ଇ ଆଣିବେ ସେ ଦିଗରେ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ଶାହରୁଖ ଓ ତାଙ୍କ ଓକିଲ ସତୀଶ ମାନେସିନ୍ଦେ । ପୂର୍ବରୁ ବଡ ବଡ ସେଲିବ୍ରିଟିଙ୍କୁ ଜା-ମି-ନ-ରେ ଆଣିଥିବା ଏହି ଓକିଲ ନିଜ କାର୍ଯ୍ୟ ଚଳେଇଛନ୍ତି । ଆର୍ୟନ କୌଣସି ଡ୍ର-ଗ ସେ-ବ-ନ କରି ନଥିଲେ ବୋଲି ସେ କୋର୍ଟରେ ତ-ର୍କ ରଖିଥିଲେ ।

ଦ୍ଵିତୀୟତଃ ଆର୍ୟନଙ୍କୁ ଜଣେ ଅତିଥି ଭାବେ ସେଠାକୁ ଡକା ଯାଇଥିଲା ଏବଂ ସେ କୃଜକୁ ଯିବାକୁ କୌଣସି ଟିକେଟ କରି ନଥିଲେ ବୋଲି ସେ ତ-ର୍କ ରଖିଥିଲେ । ଏହାସହ ତାଙ୍କ ପାଖରୁ କୌଣସି ଡ୍ର-ଗ ମଧ୍ୟ ବାହାରି ନଥିଲା । ଆଉ ତାଙ୍କ ହ୍ଵା-ଟ୍ସ-ଆ-ପ୍ ଚା-ଟ୍ ରେ ଯେଉଁ ଡ୍ର-ଗ କଥା ଥିବା ଆଧାରରେ N-C-B ତାଙ୍କୁ ଗି-ର-ଫ କରିଛି ତାହା କୋର୍ଡ ୱର୍ଡରେ ରହିଛି । ଯାହାକୁ ନେଇ ଆର୍ୟନଙ୍କ ଓକିଲଙ୍କ ସମେତ ଅନେକ ସିନେ ସମୀକ୍ଷକ ପ୍ରଶ୍ନ ଉଠାଇଛନ୍ତି ।

ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥାଇ ମଧ୍ୟ ତାଙ୍କୁ କାହିଁକି ଗି-ର-ଫ କରାଯାଇଛି ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ସେପଟେ ଏହି ଡ୍ର-ଗ ମା-ମ-ଲା-ରେ ସମସ୍ତ ଚିତ୍ର ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଆର୍ୟନଙ୍କୁ N-C-B ସହ ସହଯୋଗ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହି ଡ୍ର-ଗ ମା-ମ-ଲା-ରେ ଅନେକ ପ୍ରଶ୍ନର ଉତ୍ତର ସନ୍ଧାନରେ ରହିଛି N-C-B । ସେପଟେ ଆର୍ୟନଙ୍କ କ୍ଯାରିୟର ଆରମ୍ଭ ନ ହେଉଣୁ ଏମିତି ଏକ ଝଟକା ତାଙ୍କ ଆଗାମୀ ଜୀବନ ପାଇଁ ବିଲକୁଲ ଭଲ ନୁହେଁ ।

ଶାହରୁଖଙ୍କ ପାଖେ ଏତେ ସମ୍ପତ୍ତି ଅଛି ଯେ ସେ ଚାହିଁଲେ ନିଜେ ଫିଲ୍ମ ତିଆରି କରି ତାଙ୍କ ପୁଅକୁ ଷ୍ଟାର ବନେଇ ଦେଇ ପାରିବେ । ତେବେ ଆର୍ୟନଙ୍କ ଏହି ଡ୍ର-ଗ ମା-ମ-ଲା ଆଗକୁ କେଉଁ ମୋଡ ନେଉଛି ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।