ମିଶିର ବେଶ୍ରା ନୁହେଁ ନାଁ ହେଉଛି ସ୍ଵର୍ଣ୍ଣମାଲା ବିବେକ ଓ ସୁନୀଲ । ଜଙ୍ଗଲ ବଦଳିବା ଭଳି ନାଁ ପରିବର୍ତ୍ତନ କରିଛି । ବେଶ୍ରା ର ପ୍ରକୃତ ନାଁ କଣ ଏବେ ସନ୍ଦେହ ଘେର ରେ ରହିଛି । ହଁ ଦର୍ଶକ ବନ୍ଧୁ ଜଙ୍ଗଲ ପରିବର୍ତ୍ତନ କରିଲା ଭଳି ମିଶିର ବେଶ୍ରା କରିଛି ନା ପରିବର୍ତ୍ତନ । ଯେଉଁ ରାଜ୍ୟକୁ ଯାଉଛି ନାଁ ବଦଳାଉଛି । କେଉଁଠି ମିଶିର ବେଶ୍ରା ଆଉ କେଉଁଠି ସ୍ଵର୍ଣ୍ଣମଲ ତ ଆଉ କେଉଁଠି ବିବେକ । ଏବେ କୁଆଡେ ଜଣା ପଡିଛି ବେଶ୍ରା ର ଆଉ ଗୋଟେ ନାଁ ହେଉଛି ସୁନିଲ ।

ଆସନ୍ତୁ ଆଜି ଜାଣିବା ବେଶ୍ରା ର ପ୍ରକୃତ ପରିଚୟ କଣ ଓ କେଉଁଠି ସେ ଜନ୍ମ ହୋଇଥିଲା । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏ ହେଉଛି ସେ ମିଶିର ବେଶ୍ରା ଯିଏ କୁ ଓଡିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଙ୍କୁ ଗୁଳି କରି ମାରି ଦେଇଛି । ଯବାନ ସୁଶାନ୍ତ ଓ ତାଙ୍କର ସହ କର୍ମୀ ମାନେ ନକ୍ସଲ ମାନଙ୍କ ସହ ଲଢେଇ କରିବା ସମୟରେ ମିଶିର ବେଶ୍ରା ଙ୍କ ଗୁଳି ରେ ସହିଦ ହୋଇ ଯାଇଛନ୍ତି ସୁଶାନ୍ତ ।
ଆଉ ସୁଶାନ୍ତ ଙ୍କୁ ଏବେ ଝୁରୁଛି ସାରା ଓଡିଶା । ତେବେ ମିଶିର ବେଶ୍ରା ବିରୁଦ୍ଧରେ ଏବେ କିଛି ସୁରାଗ ଯବାନ ମାନଙ୍କ ହାତରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ମିଶିର ବେଶ୍ରା 1968 ମସିହା ରେ ଜନ୍ମ ହୋଇଥିଲା । ଝାଡଖଣ୍ଡର ଗ୍ରୀଡ ଜିଲ୍ଲା ଆଲକୋକୋ ଗାଁ ରେ ବେଶ୍ରା ର ଜନ୍ମ ହୋଇଥିଲା । ଧାନବାଦ ର ପିକେ ରାଏ ମେମୋରିଆଲ କଲେଜ ରେ ଏମଏ ପାଠ ପଢିଛି ବେଶ୍ରା ।

1985 ମସିହା ରେ ସେ ନକ୍ସଲ ରେ ଯୋଗ ଦେଇଥିଲା । ଆଉ 2007 ରେ ସେ ଗିରଫ ମଧ୍ୟ ହୋଇଥିଲା । କିନ୍ତୁ ସେ ଯେଉଁ ଜାଗାକୁ ଯାଉଛି ନିଜ ନାଁ ପରିବର୍ତ୍ତନ କରୁଛି । ସେ ସେଦିନ ଠାରୁ ଏବେ ଯାଏଁ ଯେଉଁ ଖେଲେ ଖେଳିଛି ଏବେ ସବୁୟ ଖେଳର ଅନ୍ତ ଘଟିବ । ସେ 2007ରେ ଗିରଫ ହୋଇଥିଲା କିନ୍ତୁ ମାଓବାଦୀ ମାନେ ବେଶ୍ରା ଙ୍କୁ ଖସାଇ ଦେଲେ ।
ହେଲେ ଏବେ ଆଉ ବେଶ୍ରା ଖସି ପାରିବନି । ସବୁ ଖେଳ ଏବେ ବେଶ୍ରା ର ଶେଷ ହେବ । ଝାଡଖଣ୍ଡ ପଶ୍ଚିମ ସିଓ ଭୂମି ତଣ୍ଟୋ ଜଙ୍ଗଲରେ ଲୁଚକାଳି ଖେଳ ଖେଳୁଥିବା ବେଶ୍ରା ଏବେ ନିଜ ଜାଲ ରେ ଛନ୍ଦି ହୋଇ ଯାଇଛି । ଏବେ ବେଶ୍ରା କୁ ଘେରି ନେଇଛନ୍ତି ସୁରକ୍ଷା କର୍ମୀ ମାନେ । ତେଣୁ ସେ ଆଉ ଖସିବାର କୌଣସି ରାସ୍ତା ହିଁ ନାହିଁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।